Breaking News

ମେ ମାସ ଆରମ୍ଭରୁ ଆଜିଠାରୁ ଏହି ସବୁ ରାଶିଙ୍କ ଦୁଃଖ ବୁଝିବେ ପ୍ରଭୁ ମହାଦେବ, ଆଜିଠାରୁ ଏମାନେ ହେବେ ମାଲାମାଲ…

ବନ୍ଧୁଗଣ 2022 ମସିହାର ମେ ମାସ ଏହି ମାସରେ ଅନେକ ଶୁଭ ପୂଜା ପର୍ବ ପଡୁଛି ତେଣୁ ପ୍ରୟ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିବ ପାଇଁ ଯାଉଛି କିଛି ଜଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି | ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିନବା ଲେଉ ରାଶି ଉପରେ କଣ ରହିଛି ପ୍ରଭାବ ଏହି ମେ ମାସରେ କେଉଁ ରରାସୀର ଭାଗ୍ୟ ଉଦୟ ହଉଛି ଏବଂ କେଉଁ ରାଶିର ଭାଗ୍ୟ ତଳକୁ ତଳକୁ ଯିବ ଏହା ସହିତ ସବୁ କିଛି ହସ ଖୁସି ଦୁଃଖ କଷ୍ଟ ସବୁ କିଛି ଜାଣିନେବେ ଏହି ମେ ମାସଟି ଆପଣଙ୍କର କିପରି କଟିବାକୁ ଯାଉଛି | ତେବେ ଦର୍ଶକବନ୍ଧୁ ଜାଣି ନିଅନ୍ତୁ ମେ ମାସଟି ଆପଣଙ୍କର କିପରି ରହିବ ଓ କଣ ସବୁ ଉର୍ନତି ଓ କଣ ସବୁ ଅବନତି ହେବାକୁ ଯାଉଛି |

ମେଷ ରାଶି
ଏହି ମେଷ ରାଶିର ଜାତକ ଧାରି ମାନଙ୍କୁ ପାଇଁ ମେ ମାସର କିଛି ଦିନ ଶୁଭ ଫଳ ରହିବ ଆପଣଙ୍କୁ ଵେବସାୟର ଲାଭ ମିଳିବ କାର୍ଯ୍ୟ କ୍ଷେତ୍ରରେ ସହଯୋଗ ମଧ୍ୟ ମିଳିବ ରାଜନୀତି ସହିତ ଜଡିତ ବ୍ୟକ୍ତି ମାନଙ୍କୁ ମଧ୍ୟ ଶୁଭ ଫଳ ପ୍ରାପ୍ତି ହେବ ମାସର ମଧ୍ୟ ଭାଗରେ ପରୀକ୍ଷା ନେଇ ପ୍ରସ୍ତୁତି ହେଉଥିବା ଯୁବ ବର୍ଗଙ୍କୁ ନେଇ ଖୁସି ଖବର ମିଳିବାର ସମ୍ଭାବନା ରହିଛି |

ବୃଷ ରାଶି
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ମେ ମାସ ମିଶ୍ର ଫଳ ଦେଇ ରହିବ ମାସର ଆରମ୍ଭରେ ଦୀର୍ଘ ଦିନରୁ ରହିଥିବା ଅପୂର୍ଣ୍ଣ କାମରେ ପୂର୍ଣ୍ଣ ହୋଇଯିବ ମହିଳା କର୍ମ ଚାରି ମାନଙ୍କ ପାଇଁ ଏହା ଶୁଭ ଫାଳ ଦାଇ ହେବ କିନ୍ତୁ କିଛି ଗୁପ୍ତ ଶତ୍ରୁ ମାନେ ଆପଣଙ୍କୁ ଖେତୀ ପହଁଚେଇବେ ତେଣୁ ସତର୍କ ରୁହନ୍ତୁ ଏହା ସହିତ କୌଣସି ନୂଆ ଯୋଜନା ଆରମ୍ଭ କରିପାରନ୍ତି |

ମିଥୁନ ରାଶି .
ଏହି ରାଶିର ବ୍ୟକ୍ତି ବେଶଷ ମାନେ ସମୟ ଅନୁସାରେ ନିଜର ନିଜର କାମ ଶେଷ କରି ନିଅନ୍ତୁ କାର୍ଯ୍ୟରେ କୌଣସି ପ୍ରକାରର ଦାଇତ୍ୱହୀନତା ଆପଣଙ୍କ ପାଇଁ ଭାରି ପଡି ପରେ କାର୍ଯ୍ୟ କ୍ଷେତ୍ରରେ ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ ନିରାଶ ହେବ ପରିବର୍ତେ ନିଜର ସମସ୍ୟା ଗୁଡିକୁ ଗୋଟି ଗୋଟି କରି ସମାଧାନ କରିବାକୁ ଚେଷ୍ଟା କରନ୍ତୁ |

କର୍କଟ ରାଶି
ଏହି ରାଶି ଧାରି ମାନଙ୍କ ପାଇଁ ମେ ମାସରେ ଭାଗ୍ୟ ନିଶ୍ଚୟ ଭାବରେ ସାତେ ଦବ ଜୀବନରେ ପ୍ରତିଟି କ୍ଷେତ୍ରରେ ମନ ମୁତାବକ ନିଶ୍ଚୟ ରୂପରେ ମିଳିବ ମାସର ମଧ୍ୟ ଭାଗରେ ବେତନ ବୃଦ୍ଧି ହେବା ସହିତ ପଦ ଉର୍ନତି ହେବା ସହିତ ମଧ୍ୟ ସମ୍ଭାବନା ରହିଛି ଏହି ଦିନରେ ରହିଥିବା ଦାଇତ୍ୱ ଗୁଡିକ ବୁଦ୍ଧି ମତାର ସହିତ ସମାଧାନ କରିବାକୁ ଚେଷ୍ଟା କରନ୍ତୁ |

ସିଂହ ରାଶି
ଏହି ସିଂହ ରାଶିର ଲୋକ ମାନଙ୍କ ପାଇଁ କୌଣସି କ୍ଷେତ୍ରରେ ନିବେଶ କରିବା ଉଚିତି ନୁହେଁ ଏହି ମେ ମାସରେ କାରଣ ଆପଣଙ୍କର କଷ୍ଟ ଅର୍ଜିତ ଧନ ବୁଡିଯିବାର ଆଶଙ୍କା ରହିଛି ଏହା ସହିତ କୌଣସି ବ୍ୟକ୍ତିଙ୍କୁ ବୁଝି ବିଚାରି ଧନ ଧାର ଆକାରରେ ଦିଅନ୍ତୁ | ପାରିବାରିକ ସମସ୍ୟା ହେଉ କାର୍ଯ୍ୟ କ୍ଷେତ୍ର ସହିତ ଜଡିତ ସମସ୍ୟା ହେଉ ଏହି ଗୁଡିକୁ ଧାର୍ଯ୍ୟର ସହିତ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ଆଉ ସବୁଠାରୁ ଜରୁରୀ ହେଉ ସ୍ୱାସ୍ଥ୍ୟକୁ ନେଇ ନିହାତି ଧ୍ୟାନ ଦେବା ଉଚିତି |

କନ୍ୟା ରାଶି
ଆପଣ ମାନଙ୍କୁ ଏହି ମେ ମାସ ମିଶ୍ର ଫାଳ ଦେଇପାରେ ମାସର ପ୍ରଥମ ଭାଗ ଆପଣଙ୍କ ପାଇଁ ଖୁବୁ ଭଲ ରହିଥିବା ବେଳେ ଦ୍ୱିତୀୟ ସପ୍ତାହରେ ଖେତୀ ସହିବାକୁ ପଡିପାରେ ତେଣୁ ମନ ଆସନ୍ତା ରହିପାରେ | ଜମି ଆଦି କିଣା ବିକାକୁ ଧ୍ୟାବ ଦେବା ଉଚିତି କାର୍ଯ୍ୟ କ୍କ୍ଷେତ୍ରରେ ସାବଧାନ ରହିବ ଉଚିତି \

ତୁଳା ରାଶି
ଏହି ତୁଳା ରାଶି ମାନେ ଜଗି ରଖି କାମ କରିବା ଉଚିତି ଧନ ନେବେଶ କରିବା ପୂର୍ବରୁ ଅବଶକ୍ୟତା ଅନୁଯାଇ ସତର୍କ ରହିବ ଉଚିତି ଏହି ମାସ ସେତେଟା ଅନୁକୂଳ ହେବ ନାହିଁ ପ୍ରେମ ସମ୍ବଧୀୟ କ୍ଷେତ୍ରରେ ସାବଧାନ ରହିବା ସବୁଠାରୁ ଉତ୍ତମ ହୋଇ ପରେ |

ବିଛା ରାଶି
ବିଛା ରାଶି ଧାରିକ ପାଇଁ ଏହି ମେ ମାସ ଖୁବୁ ଫଳ ପଦ ହେବ ଏହି ମାସ ଆପଣଙ୍କ ସାଥି ହୋଇ ରହିବ ଏହା ଭିତରେ ଆପଣଙ୍କର ଆର୍ଥିକ ସ୍ତିସ୍ଥି ମଧ୍ୟ ଭଲ ରହିବ ବିଭିନ୍ନ କ୍ଷେତ୍ର ଯେମିତିକି ବିଦେଶ ସହିତ ଜଡିତ କାର୍ଯ୍ୟରେ ସଫଳତା ମିଳିବ ଆର୍ଥିକ ସ୍ତିତିରେ ଉର୍ନତି ଆସିବ କିନ୍ତୁ ଆୟ ତୁଳନାରେ ବେୟ ଅଧିକ ହୋଇପାରେ |

ଧନୁ ରାଶି
କଠିନରୁ କଠିନ ପରିଶ୍ରମ ହିଁ ଆପଣଙ୍କୁ ଏହି ମାସରେ ସଫଳତା ମିଳିବ କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ୱ ବଢି ଯାଇପାରେ ମାସର ମଧ୍ୟ ଭଗରେ ଧନର ଅଭାବ ଦେଖା ଦେବାରୁ ଆପଣଙ୍କର ମାନସିକ ଚିନ୍ତା ବଢିପାରେ ଏମିତିକି ଧାର କରଜ କରିବାକୁ ପଡିପାରେ |

ମକର ରାଶି
ଏହି ରାଶି ମନକୁ ଖୁବୁ ସତର୍କତାର ସହିତ କାମ କରିବାକୁ ଉଚିତି କାମର ଚାପ ପଡିବାରୁ ଆପଣଙ୍କୁ ଥକା ଲାଗିପାରେ ଧନର ଅଭାବ ଆପଣଙ୍କୁ ଦେଖା ଦେଇପାରେ ତେଣୁ ସତର୍କତାର ସହିତ ଖର୍ଚ କରିବା ସହିତ ଅନବଶକ୍ୟ ଖର୍ଚ ଆଦିରୁ ଦୁରେଇ ରୁହନ୍ତୁ |

କୁମ୍ଭ ରାଶି
ଭାଗ୍ୟ ବଦଳରେ ନିଜର କର୍ମ ଉପରେ ଅଧିକ ବିଶ୍ୱାସ ରଖନ୍ତୁ କୌଣସି ପଦ ଖେପ ବୁଝି ବିଚାରି ନେବା ଉଚିତି କାର୍ଯ୍ୟ କ୍ଷେତ୍ରରେ ବିରୋଧୀ ମାନେ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରି ପାରନ୍ତି ତେଣୁ ଧାର୍ଯ୍ୟ ନହରି ବୁଝି ବିଚାରି ପଦ ଖେପ ମନେବା ଉଚିତି ହୋଇଥାଏ |

ମୀନ ରାଶି
ଦର୍ଶକବନ୍ଧୁ ଆପଣ ମାନେ ଜାଣି ରଖ୍ଗନ୍ତୁ କି ଆପଣଙ୍କ କଥାରୁ ପରିସ୍ଥିତି ସୁଧୁରି ଯାଇପାରେ ଅଥବା ପରିସ୍ଥିତି ବିଗିଡି ଯାଇପାରେ ତେଣୁ ନିଜ ଜିଭ ଉପରେ ଯଥା ସମ୍ଭବ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରନ୍ତୁ ନିଜର ଅଭିମାନ କ୍ରୋଧ ଆଦିକୁ ଦୂର କରି ଲୋକ ମାନଙ୍କ ସହିତ ପ୍ରେମ ଓଉର୍ବକ କଥା କହିବା ସିକନ୍ତୁ ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ବଢିପାରେ କିନ୍ତୁ ଏହି ସବୁ ଦିଗ ପ୍ରତି ଧ୍ୟାନ ନଦେଇ ନିଜର କର୍ମ ଉପରେ ବିଶ୍ୱାସ ରଖନ୍ତୁ | ଦର୍ଶକବନ୍ଧୁ ଏହି ଥିଲା ସେହି 12 ଗୋଟି ରାଶି ମେ ମାସରେ କଣ ରାହିବ କିପରି ରହିବ ଓ କଣ ସବୁ ଶୁଭ ଫଳ ମିଳିବ ଓ କଣ ସବୁ ଅଶୁଭ ଫଳ ମିଳିବ ତାହା ସବୁ ଆପଣ ଜାଣି ନେଲେ |

About odisha news

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.