ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେକି ତାରିଣୀ ଆଖିର ତାରା ସିରିଏଲ ଆରମ୍ଭ ହେବ ପୂର୍ବରୁ ତାର ତାରିଣୀ ସିରିଏଲ ରେ କୁନି ଅଭିନେତ୍ରୀ ଭାବେ ସୁଶାନ୍ତିୟ ମହାନ୍ତି ଓ ନେହା ଅଭିନୟ କରୁଥିଲେ ହେଲେ ଆଜି ଏହି କୁନି ଅଭିନେତ୍ରୀ କୁ ନେଇ ଆସିଛି ବଡ଼ ଖବର ମାତ୍ର 14ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ନେହା ଓ ସୁଶାନ୍ତିୟ ମହାନ୍ତି |
ହେଲେ ଏହି ଖବରଟି ସମସ୍ତେ ଜାଣିଲା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି କାହିଁକି ନ ମାତ୍ର 14 ବର୍ଷ ପରେ କଣ ପାଇଁ ବିବାହ କରି ନେଲେ ଏହି ଅଭିନେତ୍ରୀ ଜଣଙ୍କ ଏହା ପାଇଁ ସମସ୍ତେ ଶୁଣିବାକୁ ଇଛୁକ ଅଛନ୍ତି ଆଉ ସେଥି ପାଇଁ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ଏହି ଲୋକ ପ୍ରିୟ କୁନି ଅଭିନେତ୍ରୀ ବିଷୟରେ |
ଆପଣ ମାନେ ଜାଣିବାକୁ ଚାହୁଁଛନ୍ତି କୁନି ଅଭିନେତ୍ରୀ ଜଣଙ୍କ ଆରେଞ୍ଜ ମେରାଜେ କରିଛନ୍ତି ନା love ମେରାଜେ କାରଣ 14 ବର୍ଷ ବୟସରେ ବିବାହ କରି ନେଲେ ତେବେ ଦର୍ଶକବନ୍ଧୁ ଆପଣ ମାନେ ଦେଖି ପାରୁଥିବେ ଅଭିନେତ୍ରୀ ସୁଶାନ୍ତିୟ ମହାନ୍ତି ଓ ନେହା କିପରି ବଧୂ ବେଶରେ ସଜେଇ ହୋଇ ବାହାହେବାକୁ ଅନେଇ ବସିଛନ୍ତି ତାଙ୍କର ଏହି ଫୋଟ ଗୁଡିକ ସୋସିଆଲ ମିଡିଆରେ ଛାଡି ମେରାଜେ କରିସାରିଛନ୍ତି ବୋଲି କହିଛନ୍ତି |
ଯେତେବେଳେ ଏହାକୁ ନେଇ ଆମେ ମାନେ ତରଜାମା କଲୁ ଶେଷରେ ଜଣା ପଡିଲା ଯେ ଅଭିନେତ୍ରୀ ନେହା ସମସ୍ତଙ୍କୁ ଏପ୍ରିଲ ମାସର ଏପ୍ରିଲ ଫୁଲୁ ଜଣାଇ ଛନ୍ତି ସୋସିଆଲ ମିଡିଆରେ ବିବାହ ଫୋଟ ଛାଡି ଆଜି ସମସ୍ତଙ୍କୁ ବୋକା ବାନେଛନ୍ତି ଅଭିନେତ୍ରୀ ନେହା ଆପଣ ମାନେ ଅଭିନେତ୍ରୀ ନେହାଙ୍କ ଏହି ଦୁଷ୍ଟାମୀକୁ କଣ କହିବି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |