Breaking News

ମୋତେ ବଞ୍ଚାଅ ମୁଁ ବୁଡିଯିବି, ଚିଲିକାରେ ଶୁଭୁଛି ଚିତ୍କାର..ହଠାତ୍ ଆସୁଛି କାଳବୈଶାଖୀ ନେଇଯାଉଛି ଜୀଵନ….

ଦର୍ଶକବନ୍ଧୁ ମା କାଳିଜାଇଙ୍କ ଦର୍ଶନ କରିବାକୁ ଚିଲିକା ହ୍ରଦକୁ ପାରେ କରିବାକୁ ପଡେ ଯେଉଁଠି ଗଲ ଗାଲ ଶବ୍ଦ ସହିତ କଳା ଆକାଶ ସହିତ କଳା ବାଦଲ ମଧ୍ୟ ଧାଇଁ ଆସେ ବର୍ଷା ପବନ ଆସିବା ଆସିବା ମାରୁ ମା କାଳିଜାଇ ନିକଟରେ ପହଞ୍ଚିବାକୁ ବାକୁ ପଡିଥାଏ ଜୀବନ ଅଛିତ ମା କାଳିଜାଇ ଦର୍ଶନ ମିଳିଥାଏ କାରଣ ଏତେ ଜଳ ରାଶି ଭିତରେ କେହି ପଡିଗଲେବି ତାର କିଛି ଖୋଜ ନାହିଁ ଯୁଆଡେ ଶୁଣିବେ ଖାଲି ଚିଲିକାର ଗୁଲୁ ଗୁଲୁ ଶବ୍ଦ ସେ ଦିନ ମା କାଳିଜାଇ ଦର୍ଶନ ପାଇଁ 10 ଜଣ ଯାତ୍ରୀ ପହଞ୍ଚି ଥିଲେ ଆଉ ଦର୍ଶନ ମଧ୍ୟ କରିଥିଲେ ଯାତ୍ରୀଙ୍କୁ ଧରି ମା କାଳିଜାଇଙ୍କ ପୀଠରୁ ବାଲୁଗାଁ ଚିଲିକା କୂଳରୁ ଫିରିବା ବେଳେ ହଟାତ ଏକ ଭୟଙ୍କର ଘଟଣା ଘଟି ଯାଇଥିଲା |

ହୋ ହାଲା ଜୀବନ ବଞ୍ଚାଇବା ପାଇଁ ଖାଲି ଚିତିକର ଶୁଭୁଥିଲା | କିଏ ପାଣିରେ ବୁଡି ଯାଇଥିଲା ତ ଆଉ କିଏ ଲାଇଫ ଯାକେଟ ପିନ୍ଧିପକାଉଥିଲା ଯେମିତିଵି ହଉ ଜୀବନ ଖାଲି ବଞ୍ଚିଯାଉ | କାଳ ବୈଶାଖୀର ମଝି ପାଣିରେ ଡଙ୍ଗାଟି ଉବୁଟୁବୁ ହୋଇ ଭାସି ଉଠିଲା ତେବେ ସେହି ଡ଼ଙ୍ଗାର ନାଉରିଆ ମିଶାଇ ସେଇ ଡଙ୍ଗାରେ 12 ଜଣ ଥିଲେ | 12 ଜଣ ଉବୁଟୁବୁ ହଉଥିବ ସମୟରେ ବାଲୁଗାଁ ପୋଲିସ ଏକ ଟିମି ଆସି 11 ଜଣଙ୍କୁ ଉଦ୍ଧାର କରିଥିଲେ |ସେଥିରେ ଥିବା ଗୁରୁତ୍ୱର ଆହତ ମାନଙ୍କୁ ବାଲୁଗାଁ ମେଡିକାଲରେ ଭର୍ତି କରାଗଲା |

ସେପଟେ ଜଣେ ବ୍ୟକ୍ତି ନିଖୋଜ ଥିଲେ ଏତେ ପାଣିରେ ସେହି ବ୍ୟକ୍ତି ଜଣକୁ ଖୋଜିବା ସମ୍ଭବ ନଥିଲା ଆଉ ପରେ ସେ ନିଖୋଜ ବ୍ୟକ୍ତି ଙ୍କର ଶବ ଉଦ୍ଧାର କରାଜିଥିଲା | ତେବେ ସେହି ମୂର୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ଏକ ଗ୍ରାମର ରଜାକିଶୋର ଖୁଣ୍ଟିଆ ଥିଲେ | ମୃତ ରଜୋକିଶୋରଙ୍କ ମା କାଳିଜାଇ ନିକଟରେ ଦିନ ମଜୁରିଆ ଭବରେ କାମ କରୁଥିଲେ | ଆଉ 20 ରୁ 25 ବର୍ଷ ହେବ ରଜୋକିଶୋର ସେଠାକୁ ଯାଆନ୍ତି ଓ ସନ୍ଧ୍ୟା ବେଳେ ଫରି ଆସନ୍ତି କିନ୍ତୁ ସେଦିନ ତାଙ୍କର ଶେଷ ଦିନଥିଲା |

ତେବେ କାଳିଜାଇ ଙ୍କୁ ନେଇ ଅନେକ ଘଟଣା ରହିଛି ଆଉ ଏହାକୁ ନେଇ ଲୋକ ମାନଙ୍କ ମନରେ ଅନେକ ଚର୍ଚ୍ଚା ରହିଛି | ମା କାଳିଜାଇ ଙ୍କ ଘଟଣାରେ କୁହାଯାଇଛି ଦିନେ ସେ ଶାଶୂଘର ଗଲାବେଳେ ଏମିତି କାଳ ବୈଶାଖୀର ପାଣିରେ ପଡି ତାଙ୍କ ଜୀଵନ ଚାଲି ଯାଇଥିଲା କୁହାଯାଏ କି ଏହି କାଳିଜାଇ ଆଜି ହିଁ ଶବ୍ଦ କରନ୍ତି |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.