Breaking News

ମାତା ପାର୍ବତୀ ଏହି ସ୍ଥାନରେ କରିଥିଲେ ଭଗବାନ ଶିବଙ୍କୁ ତପସ୍ୟା, ଜାଣନ୍ତୁ କେଉଁଠି ହୋଇଥିଲା ବିବାହ !

ଭଗବାନ ଶିବ ଙ୍କୁ ମହାଦେବ କୁହାଯାଏ ସେ ବହୁତ ଭୋଳା ତେଣୁ ତାଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ ମାତା ପାର୍ବତୀ ଘୋର ତପସ୍ୟା କରି ଭଗବାନ ଶିବ ଙ୍କୁ ପାଇଥିଲେ ଯେଉଁଥିପାଇଁ ମହାଶିବ ରାତ୍ରି ରେ ମାତା ପାର୍ବତୀ ଓ ଭଗବାନ ଶିବ ଙ୍କ ବିବାହ ହୋଇଥିଲା ଯାହା ଜାଗର ଯାତ୍ରା ନାମରେ ଧୁମ ଧାମ ରେ ପାଳନ କରାଯାଏ |

ମାତା ପାର୍ବତୀ ଭଗବାନ ଶିବ ଙ୍କୁ ପାଇବା ପାଇଁ ଏହି ସ୍ଥାନରେ ଘୋର ତପସ୍ୟା କରିଥିଲେ | ମାତା ପାର୍ବତୀ ଏଇଠି କରିଥିଲେ ତପସ୍ୟା ମାତା ପାର୍ବତୀ ଯେଉଁଠି ତପସ୍ୟା କରିଥିଲେ ସେଇ ସ୍ଥାନ କେଦାରନାଥ ନିକଟରେ ଥିବା ଗୌରୀ କୁଣ୍ଡ ନାମରେ ପ୍ରସିଦ୍ଧ ଏଠାକାର ପାଇଁ ଥଣ୍ଡା ଦିନେ ମଧ୍ୟ ଗରମ ରହିଥାଏ |

ମାନ୍ୟତା ରହିଛି କି ମାତା ପାର୍ବତୀ ଓ ଭଗବାନ ଶିବ ଙ୍କ ବିବାହ ହିମାଳୟ ର ମନ୍ଦାକିନୀ କ୍ରିୟା ନାରାୟଣୀ ଗାଁ ରେ ସମ୍ପୂର୍ଣ୍ଣ ହୋଇଥିଲା ଏଠାରେ ଏକ ପର୍ବତ ଅଗ୍ନି ମଧ୍ୟ ଜଳି ରହିଥାଏ ଏ ସମ୍ପର୍କରେ କୁହାଯାଏ କି ତେତୟା ଯୁଗରୁ ଏହି ଅଗ୍ନି ଅନାବରତ ଜଳି ଆସୁଛି ଏହି ଅଗ୍ନି ସାମ୍ନାରେ ମାତା ପାର୍ବତୀଙ୍କ ସହ ଭଗବାନ ଶିବ ସାତ ଫେରି ନେଇଥିଲେ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.