ନମସ୍କାର ବନ୍ଧୁଣ ଜତିଷଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ନିଜର ନିର୍ଧାରିତ ସମୟରେ ଚଳପ୍ରଚଳ କରିଥାନ୍ତି | ଆଜି ମଙ୍ଗଳ ସିଂହ ରାଶିରେ ପ୍ରବେଶ କରିବେ ଜତିଷଶାସ୍ତ୍ର ଅନୁସାରେ ମଙ୍ଗଳର ଚଳ ପ୍ରଚଳ ବହୁତ ଲାଭ ଦେଇଥାଏ ମଙ୍ଗଳ ଉର୍ଜା ଅଗ୍ନି ଯୁଦ୍ଧର ପ୍ରତୀକ ଅଟେ ମଙ୍ଗଳ 10 ଅଗଷ୍ଟ ଶନିବାରରେ କର୍କଟ ରାଶି ସିଂହ ରାଶିରେ ପ୍ରବେଶ କରିବେ ଏହି ମଙ୍ଗଳଗ୍ରହ ଗୋଟିଏ ରାଶିରେ ପାଖ ପାଖି 45 ଦିନ ପର୍ଯନ୍ତ ରହିଥାନ୍ତି ମଙ୍ଗଳ ସିଂହ ରାଶିରେ ପ୍ରବେଶ କଲାପରେ ଏହି 12ଟି ରାଶି ମଧ୍ୟରୁ 6ଟି ରାଶିର ଆଗାମୀ 45 ଦିନ ପର୍ଯ୍ୟନ୍ତ ବହୁତ ଶୁଭ ଓ ମଙ୍ଗଳ କରି ରହିବ |
ତେବେ ଆସନ୍ତୁ ଜାଣିବା କେଉଁସବୁ ରାଶିମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି ଆଉ କିଭଳି ଭାବରେ କାଟିବା ଆଗାମୀ 45 ଦିନ |
କର୍କଟ ରାଶି
ଏହି ରାଶିର ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ | ଟଙ୍କା ପ୍ରସଙ୍ଗରେ ଟିକେ ସତର୍କ ହେବା ଉଚିତ କାରଣ ଟଙ୍କା ହରାଇବାର ସମ୍ଭାବନା ଅଛି|ଘର ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ରହିବ ଯାହା ବିଷୟରେ ଆପଣ ଅଧିକ ଚିନ୍ତିତ ହେବେ | ପ୍ରେମ ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ, ଆପଣ କୌଣସି ପ୍ରକାରର ବିତର୍କକୁ ପ୍ରୋତ୍ସାହିତ କରିବା ଉଚିତ୍ ନୁହେଁ |
ମେଷ ରାଶି
ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ରହିଛି I ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି I ଆମଦାନୀ ଓ ଖର୍ଚ୍ଚ ସନ୍ତୁଳିତ ରହିବ I ଆଗାମୀ ଦିନ ରେ ଆପଣ ବିଶେଷ ଅନୁଭବୀ ହେବେ I ଆପଣ ଅନ୍ୟ ର ଭାବନା କୁ ସଂମାନ ଦେବେ I ଆପଣ କରିଥିବା କାର୍ଯ୍ୟ ରୁ ଲାଭବାନ ହେବେ I କୌଣସି ଯାତ୍ରା ଦ୍ୱାରା ଲାଭବାନ ହେବେ I
ସିଂହ ରାଶି
ଏହି ରାଶିର ଲୋକମାନେ ନିଜ ବ୍ୟକ୍ତିତ୍ଵ ଏବଂ କ୍ଷମତା ପାଇଁ ବୋହୁତ ପପୁଲାର୍ ହୋଇଥାନ୍ତି | ଏମାନଙ୍କ ପାଖରେ ଲିଡରସିପ୍ କରିବାର କ୍ଷମତା ରହିଥାଏ | ଏମାନେ ଏକଲା ହିଁ ସବୁ ପ୍ରୋବଲେମ୍ ର ସାମ୍ନା କରିଦେଇଥାନ୍ତି | ଏମାନେ କେବେବି ଧନର ପଛରେ ଗୋଡାନ୍ତି ନାହିଁ କିନ୍ତୁ ନିଜର ଭଲ ଫାଇଲ ପାଇବା ପାଇଁ ବୋହୁତ ପରିଶ୍ରମ କରିଥାନ୍ତି | ଏମାନଙ୍କ ଉପରେ ସର୍ବଦା ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ |
ଧନୁ ରାଶି
ଏହି ରାଶି ର ଲୋକେ ଆଗାମୀ ସମୟ ରେ ଉତ୍ତମ ସମୟ ଦେଇ ଗତି କରିବେ | ଆପଣ ଭଗବାନ ଗଣେଶ ଓ ମାତା ଲକ୍ଷ୍ମୀ ଙ୍କ ର ବିଶେଷ କୃପା ପ୍ରାପ୍ତି କରିବେ | ଆପଣ କୌଣସି ବିଶେଷ ଖୁସି ର ସମୟ ଦେଇ ଗତି କରିବେ | ଆପଣ ଙ୍କ ର ବ୍ୟକ୍ତିଗତ ଜୀବନ ରେ ଅଚାନକ କୌଣସି ଖୁସି ଖବର ପ୍ରାପ୍ତି କରିବେ | ଆଗାମୀ ସମୟ ବିଶେଷ ରୂପେ ଲାଭଦାୟକ ରହିବ |
କୁମ୍ଭ ରାଶି
ଏହି ରାଶି ର ଲୋକେ ଭଗବାନ ଗଣେଶ ଓ ମାତା ଲକ୍ଷ୍ମୀ ଙ୍କ ର ବିଶେଷ କୃପା ପ୍ରାପ୍ତି କରିବେ I ପୁରୁଣା ଶାରୀରିକ ସମସ୍ୟା ଦୂର ହେବ I ଭୌତିକ ସୁଖ ସାଧନ ରେ ସଫଳ ହେବେ I କାର୍ଯ୍ୟ କ୍ଷେତ୍ର ରେ କୌଣସି ପଦୋଉର୍ନତି ର ଯୋଗ ରହିଛି I ଆପଣ କୌଣସି ମହତ୍ବପୂର୍ଣ କାର୍ଯ୍ୟ ହେଇଯିବ I
ତୁଳା ରାଶି
ଏହି ରାଶି ର ଲୋକେ ଆଗାମୀ ସମୟ ରେ ନୂତନ ଯୋଜନା କରିପାରନ୍ତି | ମାତା ଲକ୍ଷ୍ମୀ ଙ୍କ ର ବିଶେଷ କୃପା ପ୍ରାପ୍ତି କରିବେ | କାର୍ଯ୍ୟ କ୍ଷେତ୍ର ରେ ଶୁଭ ଫଳ ପ୍ରାପ୍ତି ହେବ | ଭାଗ୍ୟ ର ପୁର୍ଣ ସମର୍ଥନ ରହିବ | ଆପଣ କୌଣସି ମହତ୍ବପୂର୍ଣ କାର୍ଯ୍ୟ କରିପାରନ୍ତି | ବ୍ୟବସାୟ ରେ ବିଶେଷ ରୂପେ ଲାଭବାନ ହେବେ |
Check Also
ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…
ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …