Breaking News

ମୄ-ତ୍ୟୁ ବରଣ କରିଥିବା ରାଜେଶ୍ୱରୀ ଘର ଧନ ସମ୍ପତି ଦେଖିଲେ, ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ !

ରାଜେଶ୍ୱରୀ ରାୟ ମହାପାତ୍ର ଓଡ଼ିଆ ସିରିଏଲ ଜଗତର ଜଣେ ଚର୍ଚିତ ଖଳନାୟିକା ମସ୍ତିକ ଓ ହୃଦୟର କ୍ୟାନ୍ସର ଯୋଗୁଁ ଶେଷରେ କ୍ୟାନ୍ସର ହାରିଗରଲେ ରାଜେଶ୍ୱରୀ ବହୁତ ଲଢ଼ିଛନ୍ତି ଏବଂ ଏକାଠି ଲଢ଼ି ଲଢ଼ି ଶେଷରେ ମୄତ୍ୟୁ ବରଣ କଲେ ରାଜେଶ୍ଵରୀ ମହାପାତ୍ର ଏବଂ ରାଜେଶ୍ୱରୀ ଙ୍କ ମୄତ୍ୟୁ ପରେ କେତେ ସମ୍ପତି ସେ ଛାଡି ଯାଇଛନ୍ତି ତାଙ୍କ ଘର ଓ ସମ୍ପତି ତାଙ୍କ ପରିବାର ଜାଣିବା | ତେବେ ରାଜେଶ୍ଵରୀଙ୍କର ଦୁଇ ମହଲା ଘର ବାଲେଶ୍ୱରରେ ରହିଅଛି ଯାହାକି ତାଙ୍କ ବାପ ଘର | ଏବେ ତାଙ୍କ କୌଣସି ସନ୍ତାନ ନାହିଁ ଏପର୍ଯ୍ୟନ୍ତ ସେ କୌଣସି ସନ୍ତାନ ର ମା ହୋଇ ନାହାନ୍ତି ରାଜେଶ୍ୱରୀ !

ତେବେ ରାଜେଶ୍ୱରୀ ଓ ତାଙ୍କ ସ୍ୱାମୀ ଦୁଇ ଜଣ ଏକ ମେଟ୍ରୋ ମନି ସାଇଟିରୁ ହିଁ ବିବାହ କରିଥିଲେ ଦୁଈ ଜଣ ଗୋଟେ ମେଟ୍ରୋ ମନି ସାଇଟିରେ ଭେଟ ହେଲା ପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଓ ମିଳାମିଶା ପରେ ଦୁଇ ଜଣ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | ଏବଂ ରାଜେଶ୍ୱରୀଙ୍କୁ ବିବାହ କରି ସରିଲା ପରେ ତାଙ୍କ ପରିବାର ସହିତ ବେଶେ ଖୁସିରେ ଦିନ କାଟୁଥିଲେ ରାଜେଶ୍ୱରୀ |

ତେବେ ରାଜେଶ୍ୱରୀ ପରିବାର ଶାଶୁ କହିଲେ ସ୍ୱାମୀ ଶାଶୁ ଶଶୁର ଦିଅର ଏବଂ ରାଜେଶ୍ୱରୀ ଦୁଇ ଜଣ ଏହି ପରିବାର ଭିତରେ ବେଶେ ଖାସୁରେ ରହୁଥିଲେ ସ୍ୱାମୀଙ୍କ ସହ ରାଜେଶ୍ୱରୀ ବେଶେ ଖୁସିରେ ଥିଲେ ଏବେ ଶାଶୁ ଘର ଲୋକ ବେଶେ ଭଲ ପାଉଥିଲେ ରାଜେଶ୍ଵରୀଙ୍କ କହିବା ଅନୁସାରେ ଶାଶୂଘରେ ତାଙ୍କୁ କେହି କାମ କରିବାକୁ ଦିଅନ୍ତି ନାହିଁ | ସେ ସିରିଏଲ ରୁ ସୁଟିଂ ସାରି ଫେରିଲା ପରେ ତାଙ୍କୁ ରେଷ୍ଟ ନେବାକୁ କୁହନ୍ତି ଏବଂ ବେଶେ ଖୁସିରେ ଥାନ୍ତି ଶାଶୂଘରେ |

ତେବେ ଅଚାନକ କଲା ମେଘର କୁହୁଡି ଖେଳିଗଲା ରାଜେଶ୍ୱରୀ ଜୀବନରେ ଏବଂ ସେ ଚାଲି ଗଲେ ରାଜେଶ୍ୱରୀଙ୍କୁ ହରାଇ ପୁରା ପରିବାର ସ୍ଵଧ ରାଜେଶ୍ଵରୀଙ୍କ ସମ୍ପତି କହିବାକୁ ଗଲେ ଗୋଟେ କାର ଅଛି ଯାହା ସ୍ୱାମୀଙ୍କ ଅଟେ ଏବଂ ରାଜେଶ୍ଵରୀଙ୍କ ଚଳାଇବା ପାଇଁ ଗୋଟେ ସ୍କୁଟି ମଧ୍ୟ ଅଛି ତେବେ ରାଜେଶ୍ଵରୀଙ୍କ ଶାଶୂଘର ହେଉଛି ବ୍ରହ୍ମପୁର ଏବଂ ସ୍ୱାମୀ ସିଙ୍ଘାପୁରରେ ହିଁ ରୁହନ୍ତି ଏବଂ ରାଜେଶ୍ଵରୀଙ୍କ ବାପ ଘର ହେଉଛି ବାଲେଶ୍ୱର | ରାଜେଶ୍ଵରୀଙ୍କ ଅଭିନୟ ଆପଣଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ମତାମତ ଦେଇ ଜଣାନ୍ତୁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.