ଦର୍ଶକବନ୍ଧୁ ମରିଗଲେ ବି ଭୁଲରେ ବି ମଧ୍ଯ ଏହି ୨ ଟି ଜିନିଷ ଏକାସାଙ୍ଗରେ ରଖନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କିଛି ଛୋଟିଆ ଭୁଲ କରିବା ଦ୍ଵାରା ଆମଘରେ ଆସନ୍ତି ଲାଗିରହିଥାଏ। ଅନେକ ସମୟ ରେ ଆମେମାନେ ଘର ର ଆବଶ୍ୟକତା ଅନୁସାରେ ଘର କାରଣ ଜିନିଷ କିଣିଥାଉ | ଯାହା ଆବଶ୍ୟକ ହୋଇଥାଏ ତାହା ଆମେ ବଜାର ରୁ କିଣି ଘରକୁ ଆଣିଥାଉ।
ଶାସ୍ତ୍ର ଅନୁସାରେ ବଜାର ରେ କିଣାକିଣି କରିବା ସମୟ ରେ ବିଭିନ୍ନ ଦୃଷ୍ଟି ପ୍ରତି ଟିକେ ଧ୍ୟାନ ଦେବା ଉଚିତ ଏମିତି କିଛି ଘର କାରଣ ଜିନିଷ ରହିଛି ଯାହାକୁ ଏକା ସମୟ ରେ କିଣିବା ବା ରଖିବା ଦ୍ଵାରା ଆମର ବୋହୁତ ଅମଙ୍ଗଳ ହୋଇଥାଏ।
ନମ୍ବର ୧ ଝାଡୁ ଏବଂ କୁଲା ଜତେବଳେ ଆପଣ କୌଣସି ଜିନିଷ କିଣାକିଣି କରୁଛନ୍ତି । ତେବେ ଆକାସମୟ ରେ କେବେବି ଝାଡୁ ଏବଂ କୁଳା କିଣନ୍ତୁ ନାହିଁ | ଝାଡୁ ଏବଂ କୁଲା କୁ କେବେବି ଏକାଠି ସ୍ଥାନ ରେ ରଖନ୍ତୁ ନାହିଁ । ଏହା ଦ୍ଵାରା ପରିବାର ପ୍ରତି ଅସୁବିଧା ହେଇଥାଏ।ଘରେ ଯଦି ଆପଣ ଝାଡୁ ଏବଂ କୁଳ ରଖିଥିବା ଦେଖୁଛନ୍ତି ତେବେ ତାହାକୁ ତୁରନ୍ତ ଅଲଗା କରିଦିଅନ୍ତୁ। କାରଣ ଏପରି ରହିବା ଦ୍ଵାରା ଘରେ ଅଶାନ୍ତି ହୋଇଥାଏ।
ଘରେ ଏପରି କଳିଝଡ଼ ଓ ଅଶାନ୍ତି ହେବାଦ୍ବାରା ଘରେ କେବେବି ମାତାଲକ୍ଷ୍ମି ଙ୍କର ବାସ ହୋଇନଥାଏ।ଫଳରେ ଘରେ ସବୁବେଳେ ଅଭାବ ଓ ଅସୁବିଧା ଗ୍ରାସ ହୋଇଥାଏ। ଯଦି ଆପଣଙ୍କୁ ଏହି ଦିନିଷ କୁ ଏକାଠି ରଖିବାକୁ କହୁଥାଏ ତେବେ ଭୁଲରେ ବିଏପରି ଭୁଲୁ କରିବେ ନାହିଁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କର ପରିବାର ଉପରେ କ୍ଷତି ହୋଇଥାଏ ।
ନମ୍ବର ୨ ଝାଡୁ ଏବଂ ଜୋତା ଝାଡୁ ଓ ଜୋତା ଏହା ସବୁବେଳେ ଅଲଗା ରହିବା ଉଚିତ। ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଗୃହ ରେ ଜୋତା ଏବଂ ଝାଡୁ ଏକାଠି ରହିଥାଏ ତେବେ ଆପଣଙ୍କ ଘରେ ସବୁବେଳେ ସ୍ୱାସ୍ଥ୍ୟ ଗତ ସମସ୍ୟା ଲାଗିରହେ। ଯେବେବି ଆପଣ କୌଣସି ଜିନିଷ କିଣାକିଣି କରିଚନ୍ତି ତେବେ କବେହେଲ ଜୋତା ଓ ଝାଡୁ କିଣନ୍ତୁ ନାହିଁ।
ନଚେତ୍ ଆପଣଙ୍କ ଘରେ ସବୁବେଳେ ଅସୁବିଧା ଲଗୀରହିବ। ଏହି ଛୋଟ ଛୋଟ କଥା କୁ ଦୃଷ୍ଟି ଦେଲ ଆପଣଙ୍କ ଘରେ ସବୁବେଳେ ଖୁସି ଲାଗିରହିବ। ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଗୃହ ରେ ବାସକରିବେ।