ବନ୍ଧୁଗଣ ମହାଶିବ ରାତ୍ରିରେ କରନ୍ତୁ ନାହିଁ ଏହି ସାତଟି ଭୁଲ ନହେଲେ ଆପଣ ମଧ୍ୟ ସ୍ୱୟଂ ଭୋଳା ନାଥଙ୍କ ଶିକାର ହୋଇ ପାରନ୍ତି ମହା ଶିବରାତ୍ରି ହିନ୍ଧୁ ମାନଙ୍କର ମହାନ ପର୍ବ ହୋଇଥାଏ ଭଗବାନ ଶିବଙ୍କୁ ପୂଜା କରିବାର ଏକ ସବୁଠୁ ବଡ ଦିନ ହେଉଛି ମହା ଶିବରାତ୍ରି ଫଗୁଣ ମାସରେ ମହା ଶିବରାତ୍ରି ପାଳନ କରାଯାଏ ଏହି ବର୍ଷ ମହା ଶିବରାତ୍ରି 1 ମାର୍ଚ୍ଚ ମଙ୍ଗଳବାର ଦିନ ପଡ଼ିବାକୁ ଯାଉଛି |
ମାନ୍ୟତା ଅଛିକି ସୃଷ୍ଟିର ପ୍ରାରମ୍ଭରେ ଏଦିନ ରାତ୍ରିରେ ଭଗବାନ ଶିବ ବ୍ରହ୍ମରୁ ରୁଦ୍ର ରୂପ ଧାରଣ କରି ଥିଲେ ଏମିତିରେ ଭଗବାନ ଯେତେ ଶୀଘ୍ର ପ୍ରସନ୍ନ ହୋଇ ଥାନ୍ତି ସେତେ ଶୀଘ୍ର କ୍ରୋଧିତ ମଧ୍ୟ ହୋଇଥାନ୍ତି | ଏଥି ପାଇଁ ଯେତେବେଳେ ଆପଣ ଶିବଙ୍କୁ ପୂଜା କରୁଛନ୍ତି କିଛି କଥା ଉପରେ ମଧ୍ୟ ଅପାଣଙ୍କୁ ବିଶେଷ ରୂପରେ ଧ୍ୟ୍ୟନ ଦେବାକୁ ପଡିବ ଆସନ୍ତୁ ଜାଣିବା କଣ ରହିଛି ସେସବୁ କଥା |
ମାନ୍ୟତା ଅନୁସାରେ ଶିବ ଲିଙ୍ଗରେ ଛଡା ଯାଇଥିବା ପ୍ରସାଧକୁ ମହା ଶିବରାତ୍ରି ଦିନ ଗ୍ରହଣ କରିବ ଆଦୌ ଉଚିଛି ନୁହେଁ କାରଣ ଏହା ଦ୍ବାରା ଦୃଭାଗ୍ୟ ବୃଦ୍ଧି ହୋଇଥାଏ ଧନହାନି ହେବ ସହ ରୋଗ ମଧ୍ୟ ବୃଦ୍ଧି ହୋଇଥାଏ | ପଞ୍ଚାମୃତ ଶିବଙ୍କ ପାଖରେ ଥିବା ପ୍ରସାଦକୁ ଗ୍ରହଣ କରିବା ଦରକାର କିନ୍ତୁ ଶିବଲିଙ୍ଗ ଉପରେ ଥିବା ପ୍ରସାଦକୁ ଗ୍ରହଣ କରିବାକୁ ଉଚିଥି ନୁହେଁ ଭଗବାନ ଶିବଙ୍କୁ ପୂଜା କଲାବେଳେ ତିନି ପତ୍ର ଥିବା ବେଲପତ୍ର ପୂଜା କରିବା ଉଚିତ ତା ସହ ଧଳା ଫୁଲ ଅର୍ପଣ କରନ୍ତୁ |
ଏବଂ ଚନ୍ଦନର ଟୀକା ମଧ୍ୟ ଲଗେଇ ଦିଅନ୍ତୁ କିନ୍ତୁ ଭୁଲୁରେ ବି ଏଦିନ କୁକୁମ ଲଗାନ୍ତୁ ନାହିଁ ତା ସହିତ ଶିବରାତ୍ରି ଦିନ କ୍ଷୀର ମହୁ ଧୋଇ ଚିନି ଜଳରେ ଭଗବାନ ଭୋଳ ନାଥଙ୍କୁ ଜଳା ଅଵିଶେକ କରନ୍ତୁ | ଏହା ପରେ ଦକ୍ଷିଣ ଦିଅନ୍ତୁ ଶିବରାତ୍ରି ରେ ବେଳପତ୍ରର ବହୁତ ମହତ୍ୱ ରହିଛି ବେଲର ଅର୍ଥ ଚିର କାଳ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ବହୁ ଜନ୍ମର ଫଳ ପ୍ରାପ୍ତ ହୋଇଥାଏ |
ଯେଉଁ ମାନେ ଚାରି ପ୍ରହର ପୂଜା କରନ୍ତି ସେମାନେ ପ୍ରଥମ ପ୍ରହରରେ ଜଳା ଅଵିଶେକ କରନ୍ତି, ଦ୍ୱିତୀୟ ପ୍ରହରେ ଦହିର ଅଵିଶେକ କରନ୍ତୁ ତୃତୀୟ ପ୍ରହରରେ ଦହି ଅଭିଶେକ କରନ୍ତୁ ଏବଂ ଚତୁର୍ଥ ରେ ମହୁର ଅଵିଶେକ କରନ୍ତୁ | ଶିବଙ୍କୁ ଅକ୍ଷତ ଚାଉଳ ଅର୍ପଣ କରନ୍ତୁ ଏହା ସହ ତୁଳସୀ ମଧ୍ୟ ଅର୍ପଣ କରନ୍ତୁ କେବେବି ଚମ୍ପା ପୁଲ ଅର୍ପଣ କରନ୍ତୁ ନାହିଁ | ପୂଜା କଲାବେଳେ ତମ୍ବା କିମ୍ୱା ରୁପା ପାତ୍ର ବ୍ୟବହାର କରନ୍ତୁ |
ଶିବରାତ୍ରି ଦିନ ଭୁଲୁରେ ବି କଲା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ ଚାଉଳଗହମ ଡାଲିରେ ପ୍ରସୁତ ଖ୍ୟଧ୍ୟ ଗ୍ରହଣ କରିବା ଏଦିନ ଅନିରବର୍ଯ୍ୟ ଅଟେ ଏଦିନ କ୍ଷୀର ଓ ଫଳ ଖାଇ ପାରିବେ |