Breaking News

ମାର୍ଗଶୀର ମାସ ଗୁରୁବାର ଦିନ ଭୁଲୁରେ କରନ୍ତୁ ନାହିଁ ଏହି 10ଟି କାମ, ନହଲେ ଆପଣଙ୍କ ଘରକୁ ଜୀବନ ସାରା ମା Lakhmi ଆସିବେ ନାହିଁ ଦେଖନ୍ତୁ କଣ ସେହି ସବୁ ଭୁଲୁ !

ନମସ୍କାର ବନ୍ଧୁଗଣ ମାର୍ଗଶିର ମାସ ଗୁରୁବାର ଭୁଲ ରେ ବି ମାରନ୍ତୁ ନାହିଁ ଏହି ସବୁ କାମ | ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଦେବ ଗୁରୁ ବୃହସ୍ପତି କୁ ପୂଜା ଅର୍ଚ୍ଚନା କର ଯାଏ ଗୁରୁବାର ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମାତା ଲକ୍ଷ୍ମୀ କର ବୋହୁତ ପ୍ରିୟ ଦିନ ହୋଇଥାଏ ଏହି ଦିନ ମାତା ଲକ୍ଷ୍ମୀ କୁ ପୂଜା ଅର୍ଚ୍ଚନା କରିବା ଦ୍ଵାରା ଗୃହକୁ ମାତା ଲକ୍ଷ୍ମୀ କର ଆଗମନ ହୋଇଥାଏ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି କୁ ସାଧୁ ସନ୍ଥ କ ଗୁରୁ ବୋଲି କୁହାଯାଏ |

ଏପରି ଆମ ଜୀବନ ରେ ସମସ୍ତ ସୁଖ ର ଚାବି କାଠି ବେହସ୍ପରି କ ପାଖରେ ଥିବା ର ବୋଲି କୁହାଯାଏ ଜ୍ୟୋତିଷ ଶାସ୍ତ୍ର ରେ ଏହା ମଧ୍ୟ କୁହାଯାଏ ଯେଉଁ ବ୍ୟକ୍ତି କର ଉପରେ ବୃହସ୍ପତି କର କୃପା ଦୃଷ୍ଟି ରହିଥାଏ | ସେହି ବ୍ୟକ୍ତି କର ଜୀବନ ରେ ଦୁଃଖ ପ୍ରବେଶ କରେ ନାହିଁ ତେବେ ଆଜି ଆମେ ଜାଣିବା ଯେ ଗୁରୁବାର ଦିନ କଣ କରିବ ଉଚିତ୍ ଏବଂ କଣ କରିବ ଉଚିତ୍ ନୁହେଁ ଏଥି ସହିତ ବୃହସ୍ପତି ବାର ଅର୍ଥାତ୍ ଗୁରୁବାର ରେ କଣ କଲେ ଶୁଭ ଫଳ ମିଳିଥାଏ | ତେବେ ଆସନ୍ତୁ ଜାଣିବା ନମ୍ୱର୍ ୧ ଗୁରୁବାର ରେ ବିଳମ୍ବ ଯାଏ ସୁଅନ୍ତୁ ନାହିଁ | ଏହି ଦିନ ସକଲୁ ଉଠି ପ୍ରଥମେ ଘର ଦୁଆର ସଫା କରିବା ଆବଶ୍ୟକ |

ନମ୍ବର୨ ସକାଳେ ଉଠିବା ପରେ ବାସି ବିଛଣା ପଡ଼ିଥିବା ଅବସ୍ଥା ରେ ପୂଜା କରନ୍ତୁ ନାହିଁ ପ୍ରଥମେ ବାସି ବିଛଣା ଉଠାଇ ଖଟକୁ ଝାଡୁ କରନ୍ତୁ ପରେ ଘର ପୋଛିବା ପରେ ସ୍ନାନ କରି ପୂଜା କରନ୍ତୁ ନମ୍ୱର୍ ୩ ଗୁରୁବାର ଦିନ ପ୍ରଥମେ ତୁଳସୀ ଚଉଁରା ମୂଳେ ପୂଜା କରିବା ପରେ ଠାକୁର ଘରେ ପୂଜା କରନ୍ତୁ | ନମ୍ୱର୍ ୪ ଗୁରୁବାର ବୃହସ୍ପତି କୁ ସମ୍ପର୍ପିତ ହୋଇଥିବାରୁ ଦେବ ଗୁରୁ କର ପ୍ରିୟ ହଳଦିଆ ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ ଭଗବାନ ବିଷ୍ଣୁ କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ ତେଣୁ ଗୁରୁବାର ଭଗବାନ ବିଷ୍ଣୁ କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ନମ୍ୱର୍ ୫ ଗୁରୁବାର ରେ ହଳଦିଆ ରଙ୍ଗ ର ବସ୍ତୁ ଅର୍ପଣ କରନ୍ତୁ ଏହି ଦିନ ହଳଦୀ ଚଣା ଡାଲି କିମ୍ବା କଦଳୀ ଦାନ କରନ୍ତୁ ଏହା ସହିତ ଗୁରୁବାର ଦିନ ବୃହସ୍ପତି ଦକର ମନ୍ତ୍ର ୧୦୮ ଥର ଜପାଙ୍କରନ୍ତୁ ନିଶ୍ଚିତ ଭାବରେ ଶୁଭ ଫଳ ମିଳିବ |

ନମ୍ୱର୍ ୬ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କର ବାର ବୋଲି ମଧ୍ୟ କୁହାଯାଏ ତେଣୁ ଏହି ଦିନ ଏକ ଲାଲ୍ ରଙ୍ଗର କପଡ଼ା ଉପରେ କିଛି ସ୍ଵତ୍ତ ରଙ୍ଗର ଧାନ ରଖି ଲକ୍ଷ୍ମୀ କର ପ୍ରତିମା ନିକଟ ରେ ପୂଜା କରନ୍ତୁ ଏବଂ କିଛି ଧଳା ଫୁଲ ମଧ୍ୟ ମା କ ଉପରେ ଚଢ଼ନ୍ତୁ | ନମ୍ୱର୍ ୭ ଗୁରୁବାର ଦିନ ଭୁଲ ରେ ବି ଘରେ ଆମିଷ ରାନ୍ଧନ୍ତୁ ନାହିଁ କିମ୍ବା ଆମିଷ ଖାଆନ୍ତୁ ନାହିଁ ନମ୍ୱର୍୮ ଗୁରୁବାର ଦିନ ୧୨ ପରେ କାହାକୁ ବି ଭିକ୍ଷା ଦିଅନ୍ତୁ ନାହିଁ କାହିଁକି ନା ଏହି ଦିନ ରେ କାହାକୁ ତାଙ୍କ ଧାର ଦିଅନ୍ତୁ ନାହିଁ ଏପରି କଲେ ଘରୁ ମାତା ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି ନମ୍ୱର୍ ୯ ଗୁରୁବାର ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡେଇବା ଓ ଶୋଇବା ନିଷେଧ ନମ୍ୱର୍ ୧୦ ସନ୍ଧ୍ୟା ସମୟରେ ଝୁଣା ଜାଳି ଘର ସାରା ବୁଲାନ୍ତୁ ଏହା ଦ୍ବାରା ଅଖ ପାଖରେ ଥିବା ବାତା ବାରଣ ସୁଧ ହେବ ସହିତ ନକାରାତ୍ମକ ଶକ୍ତି ଘର ମଧ୍ୟରୁ ଦୂରେଇ ଯାଇଥାଏ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.