Breaking News

ମନୁଷ୍ୟ ପାଇଁ କୌଣସି ବରଦାନଠୁ କମ ନୁହେଁ ଏହି Patra , ମୋଟାପଣ ସହ ୧୦୦ ପ୍ରକାର ରୋଗ ଠିକ ହେବ, ନିଶ୍ଚିନ୍ତ ପଢନ୍ତୁ, ନଚେତ କରିବେ ପଶ୍ଚାତାପ

ବନ୍ଧୁଗଣ ମନୁଷ୍ୟ ଜାତି ପାଇଁ କୌଣସି ବରଦାନ ଠୁ ବି କମ୍ ନୁହେଁ । ଏହି ଗଛ ଆମ ଭାରତ ରେ ବିଭିନ୍ନ ପ୍ରକାର ଔଷଧୀୟ ଚେର ମୁଲିରେ ଭର୍ତ୍ତି ହୋଇଚି ଆମଦେଶ ରେ ଯେତିକି ପ୍ରକାର ଗଛ ଅଛି ଅନ୍ୟ କୌଣସି ଦେଶ ରେ ବି ନାହିଁ ସେଥି ପାଇଁ ଆମ ଦେଶ କୁ ଚେର ମୁଲି ସଂଗ୍ରହଲାୟ ମଧ୍ୟ କୁହାଯାଏ ଏହି ସବୁ ଆମ ଦେଶ ଆଖ ପାଖରେ ମିଳି ଥାଏ ଏହି ଗଛ କେଉଁ କାମରେ ଲାଗେ ଆମେ ଜାଣି ନଥିବାରୁ ଉପାଡ଼ି ଫିଙ୍ଗି ଦେଇଥାନ୍ତି ।

ଆଜି ଆମେ ବର କୋଳି ଗଛର ଫାଇଦା ବିଷୟରେ ଜାଣିବା ତେବେ ଆସନ୍ତୁ ଜାଣିବା ଏହାକୁ ସେବନ କଲେ କଣ ହୋଇ ଥାଏ କିପରି ରୋଗ କମେଇ ଥାଏ ବର କୋଳି ପତ୍ର ଆପଣଙ୍କ ଚର୍ବି କୁ କମ କରିଥାଏ ନ ସୁଖୁ ଥିବା ଘା କୁ ମଧ୍ୟ ଶୁଖେଇ ଦିଏ ତେବେ ଆସନ୍ତୁ ଜାଣିବା ବର କୋଳିର 10ଟି ଉପଯୋଗୀତା ବିଷୟରେ ବରକୋଳି ପତ୍ର ରେ ଆଣ୍ଟିବାୟୋଟିକ ତତ୍ତ୍ଵ ମିଳିଥାଏ ।ଯାହା ଦ୍ଵାରା ଘା କୁ ବି ଠିକ୍ କରିଦିଏ ।

ଏହି ପତ୍ର ଟି କୁ ବାଟି ଘା ରେ ଲଗେଇଲେ ଖୁବ୍ ଶୀଘ୍ର ସୁଖୀ ଯାଏ ଯଦି ଆପଣଙ୍କ ଆଖିରେ ଆଲୁଅ ବାହାରିଛି ତେବେ ବର କୋଳି ପତ୍ର କୁ ବାଟି ରସ ବାହାର କରି ଆଲୁଅରେ ଲଗାନ୍ତୁ ଆଲୁଅ ଭଲ ହୋଇ ଯିବ ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଥିବ ତାହେଲେ ବର କୋଳି ପତ୍ର କୁ ବାଟି ତାହା ରସ ବାହାର କରି ଗରମ ପାଣି ରେ ପିଅନ୍ତୁ ଏହି ସମସ୍ୟା ଦୂର ହେବ ବୋହୁତ ଲୋକଙ୍କର ହାତ ଗୋଡ ଜଳା ପୋଡ଼ା କରିଥାଏ ବେସୀ ବୟସ୍କ ଲୋକଙ୍କୁ ହୋଇଥାଏ ଏହା କୁ ଲଗାନ୍ତୁ ଭଲ ହୋଇ ଯିବ ।

ଯଦି ଆପଣଙ୍କ ବାର ମୁଳି ବାହାରୁଚି ତେବେ ପତ୍ର କୁ ବାଟି ସେହି ଜାଗାରେ ଲଗାନ୍ତୁ ଦେଖିବେ ଭଲ ହୋଇ ଯିବ ଯଦି ଆପଣଙ୍କର ଦାନ୍ତ ବିନ୍ଦା ହେଉଛି ତେବେ କିଛି ବରପତ୍ର କୁ ନେଇ ତାକୁ ଭଲସେ ଥୋଇ ଗୋଟେ ପାତ୍ର ରେ ଫୁଟ୍ଇ ସେହି ପାଣି କୁ କୋଲା କରନ୍ତୁ ଦେଖିବେ ଦାନ୍ତ ବିନ୍ଧା କମିଯିବ ହୋଇଜିବ ଯଦି ଆପଣଙ୍କ ଗଲା ଦରଜ ହୋଇଥାଏ ଦେବେ ଏହା କୁ ବି କରି ପାରନ୍ତି ଫୁଟାଇବା ସମୟରେ ଗୋଲମରିଚ ଲୁଣ ମଧ୍ୟ ପକେଇ ପାରିବେ ।

ଆସନ୍ତୁ ଜାଣିବା ଆପଣଙ୍କର ବଢି ଥିବା ଚର୍ବି ଉପରେ କିଭଳି ପ୍ରଭାବ ପକାଇବ ପ୍ରଥମେ ବରକୋଳି ପତ୍ର କୁ ଏକ ମିଠା ଆଣି ତାକୁ ପିସନ୍ତୁ ତାପରେ 250ml ପାଣିରେ ରାତି ସାରା ଭିଜେଇ ରଖନ୍ତୁ ଯେମିତି ଏହି ପତ୍ର ର ସଂପୂଣ୍ଣ ଅଂଶ ଏହି ପାତ୍ର କୁ ଆସିଯିବ ଏହା ପରେ ସକାଳୁ ପିଅନ୍ତୁ ଦେଖିବେ ମୋଟା ପଣ ସହିତ ଚର୍ବି ମଧ୍ୟ 21ଦିନ ସେବନ କଲେ ଏହି କମିଯିବ ଏହି ଉପାୟରେ ବିଭିନ୍ନ ରୋଗକୁ ଭଲ କରି ପାରିବେ ।

About odisha news

Check Also

ଘରେ କରନ୍ତୁ ଏହି ସହଜ ଓ ସରଳ ଉପାୟ ମୋତି ପରି ଚମକିବ ଆପଣଙ୍କ ଦାନ୍ତ (Teeth) ଥରକରେ ହୋଇଯିବ ଧଳା…

ନମସ୍କାର ବନ୍ଧୁଗଣ ଅନେକ କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ପଡ଼ିଯାଏ ଏବଂ କଳା ପଡ଼ିବାରେ ଲାଗେ ଯାହା ଫଳରେ …

Leave a Reply

Your email address will not be published.