ଦର୍ଶକବନ୍ଧୁ ଏକ ଘୁଷୁରୀ ଛୁଆ ମଣିଷ ମୁହଁ ନେଇ ଜନ୍ମ ହେଲା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ମଣିଷ ମୁହଁ ନେଇ ଜନ୍ମ ନେଇଥିବା ଘୁଷୁରୀ ଛୁଆ ଅନ୍ୟ କିଛି ଘୁଷୁରୀ ଛୁଆଙ୍କ ସହ ଜନ୍ମ ହୋଇଥିଲେ ମଧ୍ୟ ତାର ଶରୀରରେ ହିଁ ପଡି଼ବର୍ତନ ଦେଖା ଯାଇଛି ମଣିଷ ଭଳି ଆଖି ରହିବ ସହ ମୁହଁ ମଧ୍ୟ ମଣିଷ ଭଳି ଦେଖା ଯାଉଛି ତେବେ ଘୁଷୁରୀ ଛୁଆର ଏଭଳି ଜନ୍ମ ହେବ ପଛର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି |
ଦକ୍ଷିଣ ଆମେରିକାରେ ଅଧିକ ପରିମାଣରେ କୀଟନାଶକ ବେବହାର କରାଯାଉଥିବା ହେତୁ ଘୁଷୁରୀ ଛୁଆର ଶରୀରରେ ଏଭଳି ପରିବର୍ତନ ଆସିଥିବା ଚର୍ଚ୍ଚା ହେଉଛି ଘଟଣା ଟି ଘଟିଛି ଭେଲେଜୁଲା ରାଲାରାଜ୍ୟର କେବେରେଡା ଅଞ୍ଚଳର ଅରିବାରେ | ମାନବ ଚେହେରା ବିଶାଳ ଆଖି ଏବଂ କେଶ ସହିତ ଜନ୍ମ ଗ୍ରହଣ କରିଛି ଘୁଷୁରୀ ଛୁଆ | ଘୁଷୁରୀର କିଛି ଫୋଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି |
ଯେଉଁଥିରେ ଜଣେ ଲୋକ ଘୁଷୁରୀ ଛୁଆ ଟିକୁ ହାତରେ ଧରି ଥିବା ଦେଖା ଯାଉଛି | ଘୁଷୁରୀର ରଙ୍ଗ ଧୂସର ହୋଇଥିଲା ବେଳେ ତାର ମଣିଷ ଭଳି ଜିଭ ରହିଥିବା ଦେଖା ଯାଇଛି | ତେବେ ଏଭଳି ଭିଡିଓ ଟୁଇଟର ରେ ଭାଇରାଲ ହେବାକୁ ଲାଗିଛି | ଜଣେ ବେବହାର କାରି ଲେଖି ଛନ୍ତି ଏହା ସ୍ପଷ୍ଟ ଭାବରେ ପରିବର୍ତନ ଯଦି ପଶୁ ପକ୍ଷୀ ମାନଙ୍କର ଜିନି ଉପରେ ଧ୍ୟାନ ନଦିଅନ୍ତି ତେବେ ଏହା ଭୟଙ୍କର ହେବ |
ଆଉ ଜଣେ ବେବହାର କରି ଲେଖିଛନ୍ତି ଭେଲେଜୁଲା ସହରରେ ଖାଦ୍ୟ ଏତେ ଖରାପ ପଶୁ ମାନଙ୍କୁ ମଧ୍ୟ ସୁସ୍ତ ସନ୍ତାନ ଜନ୍ମ ହେବା ପାଇଁ ପର୍ଯ୍ୟପ୍ତ ପରିମାଣର ଭିଟାମିନି ଏବଂ ମିନେରାଲସ ମିଳିପାରୁ ନାହିଁ | ତେବେ ଏହି ଖବରଟି ସୋସିଆଲ ମିଡିଆରେ ଖୁବୁ ଭାଇରାଲ ହେବାରେ ଲାଗିଛି |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …