Breaking News

ମାନିନୀ ରେ ଅଭିନୟ କରୁଥିବା କୁନି ମାନି ଏବେ କଣ କରୁଛନ୍ତି ?

ବନ୍ଧୁଗଣ ଆପଣମାନେ ଆଗରୁ ଓଲିଉଡ଼ ରେ ପ୍ରସାରିତ ହେଉଥିବା ମାନିନୀ ସିରିଏଲ ତ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ସେଇ ସିରିଏଲ କୁ ପସନ୍ଦ ମଧ୍ୟ କରୁଥିବେ ତେବେ ଦର୍ଶକଙ୍କ ଭଲପାଇବା ଯୋଗୁ ସେ ସିରିଏଲ ଟି ସଫଳତା ପାଇଁ ବହୁତ ସାରା ଆୱାର୍ଡ ମଧ୍ୟ ନିଜ ନାଁରେ କରିବାରେ ସଫଳ ହୋଇପାରିଛି |

ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ଏଇ ସିରିଏଲ କୁ ବନ୍ଦ ହେବାର ପ୍ରାୟ 3 ରୁ 4 ବର୍ଷ ହୋଇଗଲାଣି ଆଉ ମାନିନୀ ସିରିଏଲ ବନ୍ଦ ହେବାପରେ କୁନି ମାନି ବର୍ତ୍ତମାନ ସମୟରେ କଣ କରୁଛନ୍ତି ଆପଣମାନେ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା କୁନି ମାନି ବର୍ତ୍ତମାନ ସମୟରେ କଣ କରୁଛନ୍ତି ବା କେଉଁ ସିରିଏଲ ରେ ଅଭିନୟ କରିବେ |

ବନ୍ଧୁଗଣ ଆପଣମାନେ ମାନିନୀ ସିରିଏଲ ରେ କୁନୀମାନୀ ଙ୍କର ଜବରଦସ୍ତ ଆକ୍ଟିଙ୍ଗ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କ ଅଭିନୟ କୁ ପସନ୍ଦ ମଧ୍ୟ କରିଥିବେ ତାହେଲେ ଏଇ ସିରିଏଲ ବନ୍ଦ ହେବାପରେ ମାନିନୀ ବର୍ତ୍ତମାନ ସମୟରେ ଆଉ କୌଣସି ସିରିଏଲ ରେ ଅଭିନୟ କରିବାକୁ ଚାନ୍ସ ମିଳିନାହିଁ ଟେ ଘରେ ତାଙ୍କ ପାଠପଢା ରେ ମନ ଦେବା ସହିତ ବହୁତ ସାରା ମଜାମସ୍ତି କରୁଥିବାର ନହାଜ ଆସିଛନ୍ତି |

ତେହେଲେ ବର୍ତ୍ତମାନ ସମୟରେ କୁନି ମାନି ନିଜ ଘରେ ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ବେଳେ ସେ ବହୁତ ସାରା ଡ୍ୟାନ୍ସ ରେ ଭାଗ ନେଉଛନ୍ତି ଆଉ ଏଥିରେ ସେ ବହୁତ ସୁନ୍ଦର ଅଭିନୟ କରି ଲୋକଙ୍କ ପ୍ରଶଂସା ଗୋଟାଇଛନ୍ତି ଓ ଦର୍ଶକମାନଙ୍କ ବହୁତ ସାରା ଭଲପାଇବା ମଧ୍ୟ ତାଙ୍କୁ ମିଳିଛି |

ବର୍ତ୍ତମାନ ସମୟରେ କୁନି ମାନି ସୋସିଆଲ ମିଡିଆରେ ବହୁତ ସମୟ ଆକ୍ଟିଭ ରହୁଛନ୍ତି ସେ ତାଙ୍କର ରିଲ ବଣାଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଓ ଦର୍ଶକମାନେ ତାଙ୍କ ପୋଷ୍ଟ କୁ ବହୁତ ସାରା ଭଲପାଇବା ଦେଉଛନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ କୁନି ମାନି ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.