ଦର୍ଶକବନ୍ଧୁ ଏହି ମନ୍ଦିରରେ ପୂଜାରୀ ନଥିଲେ ମଧ୍ୟ ପୂଜା କରୁଛି ମାଙ୍କଡ଼ ଏହାକୁ ଦେଖି ଲୋକଙ୍କ ଭିଡ଼ ପ୍ରତି ଦିନ ଏଭଳି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଉଛି ଯାହାକୁ ଦେଖିଲେ ଆପଣ ବିଶ୍ବଶା କରିବେ ନାହିଁ | ବେଳେ ବେଳେ ଆମ ସାମନା କୁ ଏମିତି ଖବର ଆସିଥାଏ ଯାହାକୁ ଦେଖିଲେ କିମ୍ବା ଶୁଣିଲେ ବିଶ୍ବଶା କରିବା ନାହିଁ |
ତେବେ ଆଜି ଆପଣଙ୍କୁ ଏମିତି ମନ୍ଦିର ବିଷୟରେ କହିବୁ ଯେଉଁଠି ମାଙ୍କଡ଼ ପୂଜା କରୁଛି ଏହି ଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଆମର ଅଜିମିରିର ବଜରଙ୍ଗ ମନ୍ଦିରରେ ସେଠାରେ ଏକ ରାମ ନାମ ମାଙ୍କଡ଼ ରହିଛି | ଦେଖିବାକୁ ମିଳୁଛି ଏହି ମାଙ୍କଡ଼ ସେଠି ମନ୍ଦିର ପୂଜା କରୁଛି ସାଧାରଣତ ଆମ ମନ୍ଦିର ମାନଙ୍କରେ ପୂଜକ କିମ୍ୱା ବ୍ରାହ୍ମଣ ରହି ପୂଜା କରନ୍ତି |
ଏହି ଜାଗାରେ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ମାଙ୍କଡ଼ ପୂଜା କରୁଛି ତେବେ ସୂଚନା ଅନୁସାରେ ହନୁମାନ ଙ୍କର ଏହି ମନ୍ଦିର 7 ବର୍ଷ ହେଲା ପୂଜା କରିଆସୁଛି | ବର୍ତମାନ ରାମ ସେହି ମନ୍ଦିରରେ କାର୍ଯ୍ୟ କରିଆସୁଛି ସେଠାରେ ଦେଖା ଯାଉଛି ରାମ ଅନ୍ୟ ମାଙ୍କଡ଼ ଠାରୁ ସମ୍ପୂର୍ଣ ଭିନ୍ନ ଅଟେ ମାଙ୍କଡ଼ ସେହି ମନ୍ଦିରରେ ରହିଥାଏ ଓ ସେହିଟି ଖାଇଥାଏ |
ତେବେ ସୂଚନା ଅନୁସାରେ ମାଙ୍କଡ଼ 7 ବର୍ଷ ହେଲା ପୂଜା କରି ଆସୁଛି ବର୍ତମାନ ମାଙ୍କଡ଼ ସେହି ମନ୍ଦିରରେ ରକ୍ଷା କର୍ତା ଭାବେ ରହି ଆସିଛି ତେବେ ଦେଖା ଯାଇଛି ସବୁ ମାଙ୍କଡ଼ ମାନଙ୍କ ଠାରୁ ଭିର୍ଣ୍ଣ ଅଟେ ମାଙ୍କଡ଼ ସେହି ମନ୍ଦିରରେ ରହିଥାଏ |
ମାଙ୍କଡ଼ ପୂଜାରୀ ଭଳି ହନୁମାନଙ୍କ ପାଦ ଧେଇଥାଏ ଓ ତିଳକ ଲଗାଇଥାଏ ଘଣ୍ଟବଜାଇ ମଧ୍ୟ ଆଳତି କରିଥାଏ ଓ ଲୋକ ମାନଙ୍କୁ ନୁର୍ତ୍ୟ କରି ଦେଖାଇଥାଏ ମାଙ୍କଡ଼ ମନ୍ଦିରର ରକ୍ଷାକ ଭାବେ ରହିଥାଏ କେବଳ ଏତିକି ନୁହେଁ ଲୋକ ଙ୍କର ହଜିଯାଇଥିବ ଦିନିଷ ଖୋଜି ଆଣି ଦେଇଥାଏ ଏହା ସହିତ ନୀତି ଦିନ ଭଗବାନ ହନୁମାନଙ୍କୁ ପୂଜା କରିଥାଏ |ତେବେ ଦର୍ଶକବନ୍ଧୁ ଏହାକୁ ନେଇ ଅପାଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |