Breaking News

ମନ୍ଦାର ଫୁଲ ଆପଣଙ୍କୁ କରିବ ଧନୀ ଜାଣନ୍ତୁ କେମିତି !

ବନ୍ଧୁଗଣ ପୂଜା ପଠାରେ ଫୁଲର ବହୁତ ଅବଶକ୍ୟ ରହିଥାଏ କେଉଁ ଭଗବାନଙ୍କୁ କେଉଁ ଫୁଲ ଚଢାଇଲେ ସେ ପ୍ରସନ ହୋଇଥାନ୍ତି ଏହି ବିଷୟରେ ନିହାତି ଜାଣିବା ଅବଶକ୍ୟ | ବନ୍ଧୁଗଣ ସେହି ଫୁଲ ମଧ୍ୟରୁ ଆଜି ଆମେ ଜାଣିବା ଅଧି ଦୁର୍ଲଭ ଫୁଲ ମନ୍ଦାର ଫୁଲ ବିଷୟରେ ଯାହାର ଅନ୍ୟ ନାମ ହେଉଛି ପାରିଜାତ ଫୁଲ ଦେବୀଙ୍କ ପୂଜାରେ ନାଲି ରଙ୍ଗର ଫୁଲ ବହୁତ ଅବଶକ୍ୟତା ରହିଥାଏ ଏବଂ ଦେବତାଙ୍କ ପୂଜାରେ ହଳଦୀ ରଙ୍ଗର ଫୁଲ ବହୁତ ଶୁଭ ମାନି ଥାନ୍ତି |

ତେଣୁ ଆମେ ଆଜି ଆଲୋଚନ କରିବା ମନ୍ଦାର ଫୁଲର କିଛି ଚମତ୍କାରୀ ବିଷୟରେ ଏହି ମନ୍ଦାର ଫୁଲ ଦ୍ୱାରା କିଭଳି ଦରିଦ୍ର ଦୂରକରି ମଣିଷକୁ ଧନୀ କରିଥାଏ | ଦେବୀ ନବଦୁର୍ଗା ଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ 9ଟି କିମ୍ବା 11ଟି କିମ୍ୱା 21ଟି ମନ୍ଦାର ଫୁଲ ମାଲ ଅର୍ପଣ କରନ୍ତୁ ଦେଖିବେ ସମସ୍ତ ପ୍ରକାରର ମନସ୍କାମନା ପୁରଣ ହେବ |

ଆପଣ ଦେବୀ ମାତାଙ୍କ ପାଖରେ 56 ପ୍ରକାରର ଭୋଜ ଲଗାନ୍ତୁ କିନ୍ତୁ ମାତା ତାହା ଗ୍ରହଣ ନକରି ମନ୍ଦାର ଫୁଲର ମାଳାକୁ ଅତି ଶ୍ରଦ୍ଧାର ଗ୍ରହଣ କରିଥାନ୍ତି ଏବଂ ଆମର ସମସ୍ତ ପ୍ରକାରର ମନସ୍କାମନା ପୁରଣ କରିଥାନ୍ତି | ଆଜି ଆପଣଙ୍କୁ ଏହା ଚମତ୍କାରୀ ଗୁଣ ବିଷୟରେ ଜଣାଇବାକୁ ଚାହୁଁଛି |

ବନ୍ଧୁଗଣ ମା ଦୁର୍ଗା ଓ ମାତା ଲକ୍ଷ୍ମୀ ଏହି ଦୁହେଁ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ ଏବଂ ଏହା ସହିତ ହନୁମାଙ୍କର ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ କାହଁକିନା ହନୁମାନ ଆକୃଷ୍ଟ ଅଟନ୍ତି ମଙ୍ଗଳବାର ଦିନ ହନୁମାନଙ୍କୁ କିମ୍ବା ନବଦୁର୍ଗା ଙ୍କୁ ଏହି ମନ୍ଦାର ଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ କିମ୍ବା ମନ୍ଦାର ଫୁଲର ମାଳାକୁ ଅର୍ପଣ କଲେ ସୁଖ ସମଭୂତି ହୋଇଥାଏ |

ଏବଂ ପରିବାର ସମସ୍ତ ଲୋକମାନେ ମିଳିମିଶି ଚାଲିବାକୁ ପସନ୍ଦ କରିଥାନ୍ତି ଯଦି ଘରେ ସ୍ୱମୀ ସ୍ତ୍ରୀର ଝଗଡା ଲାଗି ରହୁଥାଏ ସର୍ବଦା ଦୁଃଖ ଓ ନିରାଶରେ ସମୟ ବିତୁଥାଏ ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ 11ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ ତେବେ ଦାମ୍ପତ୍ୟ ଜୀବନ ଥିବା ସମସ୍ତ ସମସ୍ୟ ଦୂର ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ଫୁଣି ଥରେ ଖୁସିର ଜୀବନ ଆରମ୍ଭ କରିଥାନ୍ତି |

ପ୍ରତେକ ଫୁଲ ଗଛ ମାନଙ୍କରେ ଅନେକ ପ୍ରକାରର ଦେବୀ ଏବଂ ଦେବତାଙ୍କର ଶକ୍ତି ସମାନତ ହୋଇଥାଏ କେବଳ ଆମ ମାନଙ୍କୁ ତାହା ଜାଣିବାର ଅଛି | ତେବେ ବନ୍ଧୁଗଣ ଏହାତ ଥିଲା ମନ୍ଦାର ଫୁଲକୁ ନେଇ କିଛି ମହତ୍ୱ ପୁର୍ଣ କଥା |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.