Breaking News

ମାଲିକା କରିଲା ବଡ ଭବିଷ୍ୟବାଣୀ, ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ମିଳିଗଲେ, ଦେଖନ୍ତୁ କିଏ ହେବେ ଆଗାମୀ ପ୍ରଧାନମନ୍ତ୍ରୀ

“ସଂପୂଣ୍ଣ ଯେ ନେତ୍ରେ ଦିଗ ଅଙ୍କଟି ପ୍ରମାଣ ଶାସନ ନରହି ଲୋକେ ହେବେ ରଣଭଣ ସରିବ ରାଜନ୍ ଭୋଗ ଜାଣେ ସେ ସମୟେ ସର୍ତକ ଯେ ବାରେ ଫୁଣି ବାହାର ରାଜ୍ୟ ରେ ସାନ ବଡ଼ ସମ୍ ସରୀ ସପ୍ତ ଦୀପରେ ରାଜା ଅନନ୍ତ କେଶରୀ” ମହା ପୁରୁଷ ଯୋଉ ଠାର ଟି ଦେଇଛନ୍ତି ଭାରତ ବର୍ଷର ଆଗାମୀ କିଏ ପ୍ରଧାନ ମନ୍ତ୍ରୀ ଆସିବେ ମାଯାକ୍ ରେ ସୁଚେଇ ଦେଇଛନ୍ତି ।

ମୋ କଥାଟା ଭଲ ନା ଲାଗିପାରେ ତା ପରେ ବି ମହା ପୁରୁଷ ଲେଖିଛନ୍ତି “ତରକ୍ ତେରୁଆ ଆଗେ କହିବୁ କହିଲେ ସାପ ପାଇବୁ ଉତ୍ତମ ଭୂମିରେ ବିହନ ବୁନିଲେ ସୁଖେନା ସିନା ଗାଇବୁ” କହିଲେ ଯିଏ ତାରକ୍ କହିଥିବ ତର୍କ କରିବୁ ମଞ୍ଜି ଆଗ ନା ଗଛ ଆଗ ବାପା ଆଗ ନା ପୁଅ ଆଗ ତରକ ତେରୂଆ ଲୋକ ଏ କାନରେ ପୁରେଇକି ସେ କାନରେ ବାହାର କରିବ ।

 

କିନ୍ତୁ ଯିଏ ବିଶ୍ବାସୀ ଲୋକ ମହା ପୁରୁଷ କହିଲେ ୩୬୫ ଅଧ୍ୟାୟ ଭାଗବତ ଲେଖିଲି ମୂଳ ଅଟଇ ବିଶ୍ବାସୀ କହଇ ଜଗନ୍ନାଥ ଦାସମହା ପୁରୁଷ ଯୋଉ ମାନେ ବିଶ୍ୱାସ କରିବେ ସିଏ ହେଉଛନ୍ତି ଭକ୍ତ । ସେ ଭକ୍ତ ଙ୍କ ବିଷୟରେ ଭୀମ ବାଇ ପଦେ ଲେଖିଲେ ଚିତ ବୃତ୍ତି ଦେଇ ପ୍ରଭୁ ପାଦ ଦେଇ ରହି ଥାଇ ଲେଞ୍ଚ ତଳେ ଭାଇ ମାନେ ରହିଥାଏ ଲେଞ୍ଚ୍ ତଳେ ବୃତ୍ ଙ୍କ ଦେବାନା ଶୂନ୍ୟ ବାଣୀ ତଳେ ବୁଝିବାକୁ ନାହିଁ ଜଣେ ।

ଶାନ୍ତ ଭୀମ ବାଇ କହୁଛନ୍ତି ହେ ସମାଜ ତମେ ମନେ ବେସ୍ତ ହୁଏନାହିଁ ତମେ ମାନେ କାତର ହୁଏ ନାହି । ହେ ସାଧୁ ସମାଜ ହେ ବ୍ରାହ୍ମଣ ସମାଜ ଆଉ ଭୟଭୀତ ହୁଏ ନାହିଁ ଏଇ କୁ ଶାସନ ଦେଶରୁ ନିଶ୍ଚିତ ଭାବରେ ଦୂରେଇ ହେଇଯିବ । ସୁ ଶାସକ ଆସିବେ ସୁଶାସକ୍ ଆସିଲେ ଆମେ ଅପେକ୍ଷା କରିବା ସେ ଶୁ ଶାସକ କିଏ ଗୋଟେ ସଂକେତ ଦେଇଛନ୍ତି ନା କଣ ସେ ସଂକେତ ଦେଇଛନ୍ତି ସଂପୂଣ୍ଣ ଯିଏ ନେତ୍ର ଦିଗ ଅଙ୍କ ଟି ପ୍ରମାଣ ।

 

ସେଥିରୁ ଟିକେ ବ୍ୟାଖ୍ୟା କରିବା ନେତ୍ରର ଅର୍ଥ ହେଉଛି ଆଖି ସମସ୍ତଙ୍କ ଯୋଡିଏ ଲେଖାଏଁ ଆଖି ଅଛି ତା ମାନେ ଆମେ ସଂଖ୍ୟା ଲେଖିବା ୨ ଦିଗ ଟି ପ୍ରମାଣ ଦିଗ ଅର୍ଥ ହେଉଛି ପୂର୍ବ , ପଶ୍ଚିମ, ଉତ୍ତର, ଦକ୍ଷିଣ ୨ ରେ ୪ ହୋଇଥିଲେ ସଂଖ୍ୟା ହବ ୨୪ ସଂପୂଣ୍ଣ ଯେ ଦିର୍ଗ ନେତ୍ରେ ହେବ ପ୍ରମାଣ ଶାସନ ନରହି ହେବେ ଲୋକ ରଣ ଭଣ ।

ଯୋଉ ୨୦୨୪ ରୁ ୨୦୨୯ ଭିତରେ ଯୋଉ ରାଜନୀତି ହବ ଆଜି ଏଇ ଏ ଦଳରେ ଥିବେ କାଲି ସିଏ ସେ ଦଳରେ ଥିବ ଆଜି ସେଥି କାଲି ସେଠୀ ଥିବା ଶାସନର ସ୍ତିରତା ନଥିବ ହୁଏତ ମହା ପୁରୁଷ ମଜାକ୍ କରିଛନ୍ତି ।୨୪ ରୁ ୨୯ ସମୟ ଭିତରେ କୌଣସି ରାଷ୍ଟ୍ ପ୍ରତି ଶାସନ ହୋଇପାରେ ।

 

ଏ କଥା ଆମର ନୁହେଁ ମହା ପୁରୁଷ ଅଚ୍ୟୁତ ନନ୍ଦ କହିଛନ୍ତି । ଶାସନ ନରହି ଲୋକେ ହେବେ ରଣଭଣ ସରିବ ରାଜନ୍ ଭୋଗ ଜାଣେ ସ ସମୟ ନା କୋଉ ରାଜନ୍ ଭୋଗ,ରାଜନ୍ ଭୋଗ ଅର୍ଥ କଣ ନା ସମ୍ରାଟ ଅର୍ଥ କୁହାଯାଇନି ବଳ ଭଦ୍ର ରାଜା ହେବେ ଦିଲ୍ଲୀ ସିଂହାସନ ଶାସନ କଥା ନେଇ ରାଜ୍ୟ କଥା କୁହାଯାଇଛି । କୌଣସି ନା କୌଣସି ରାଜ୍ୟର କ୍ଷମତା ଶାଳୀ ରାଜା ମାନଙ୍କର ପ୍ରଶାସନ ମାନଙ୍କର ଶାସନ ମଧ୍ୟ ସରିଯିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

କଣ ପାଇଁ ସବୁଠି ପୂଜା ପାଇଥାଏ ସାଇବାବାଙ୍କ ଏକାଭଳି ମୂର୍ତ୍ତି? ଜାଣନ୍ତୁ ଏହା ପଛରେ ଥିବା ବଡ ରହସ୍ୟ!

ହିନ୍ଦୁ ଧର୍ମ ଅନୁଯାୟୀ ସପ୍ତାହକରେ ଥିବା ସାତ ବାରକୁ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗ କରାଯାଇଛି। ସେହିପରି ଗୁରୁବାର …

Leave a Reply

Your email address will not be published. Required fields are marked *