Breaking News

ମାଳିକା କରିଲା ବଡ ଭବିଷ୍ୟବାଣୀ, ଜାଣନ୍ତୁ କେଉଁ ମାସରେ ଜନ୍ମ ନେବେ କଳ୍କୀ ? ଭକ୍ତି ର ସହ ଏହି ବାର୍ତ୍ତାକୁ ଗୋଟିଏ ସେୟାର କରନ୍ତୁ

୬ ବର୍ଷ ତଳର କଥା ସେଇ ପୋଥି ଲେଖା ଆଗତ ଭବିଷ୍ୟତ୍ ଯାହା ପଞ୍ଚସଖା ମାନେ ଆମ ମାନଙ୍କ ପାଇଁ ଓ ଆମକୁ ସଜାଡି ଦେବା ପାଇଁ ରଖିଛନ୍ତି ଆଗତ ଭବିଷ୍ୟତ ସେଇ ତ ପବିତ୍ର ମହାପୁରୁଷ ପବିତ୍ର ବାକ୍ୟ କୁ ବା ଆଗତ ଭବିଷ୍ୟତ କୁ ଅନେକ କଳ୍ପନା ଜପାନ ମହାପୁରୁଷ ଅଚ୍ୟୁତାନନ୍ଦ ସେଇ ପବିତ୍ର ମାଳିକା କୁ ନେଇ ।

ଯେଉଁ ମାଳିକା କଳ୍କୀ ଅବତାର ସଂପକ୍ ନେଇ କୋଉଠି ଜନ୍ମ ହେବେ କଳ୍କୀ ଅର୍ଥାତ୍ ପ୍ରଭୁଙ୍କର ସେ ଦଶମ ଅବତାର ଉପରେ ଆବିର୍ଭାବ ହେବେ କେଉଁଠି ପ୍ରକୃତରେ ଆବିର୍ଭାବ ବା ଅବସୀନ ହେବେ କୋଉଠି କଳ୍କୀ ଯାହା ମିଳେ ମ୍ଳେଚ୍ଛ ମାନଙ୍କୁ ସଂଘାର କରିବା ପାଇଁ କଳ୍କୀ ଙ୍କ ଅବତାର କଥା ଅନେକ ପୁରାଣରେ ବର୍ଣ୍ଣନା କରାଯାଇଛି।  ସେଇତ କଳ୍କୀ ଙ୍କ ଅବତାର କଥା ମହାପୁରୁଷ ସେଇ କଥା ଅନେକ ଜାଗାରେ ଲେଖି ଛନ୍ତି ।

 

ଆଜି ଆପଣମାନଙ୍କୁ ଏଭଳି ଜଣେ ପରମ ଭକ୍ତ ଭବିଷ୍ୟ ମାଳିକା କୁ ସେ ଆଉ କେହି ନୁହେଁ ବାଲିଆ ଗାଁର ଦାସିଆ ବାଉରୀ ଆଗତ ଭବିଷ୍ୟତ ରେ ଦାସେ କଣ ଲେଖିଛନ୍ତି ଆମ ଗାଁରେ ଏଥର ଆଉ କଳ୍କୀ ଅବତାର ଏଥର କେଉଁ ମାସରେ କଳ୍କୀ ଅବତାର ଆମେ ଆପଣ ମାନଙ୍କ ଆଗରେ କହିବି କଣ ଲେଖିଲି ସେ ।

କେଉଁ ମାସରେ କଳ୍କୀ ଅବତାର ନେବେ ତ ମାସକ ମହାପୁରୁଷ ବଡ଼ ସୁନ୍ଦର୍ ଭାବରେ କହୁଛନ୍ତି ବାଲି ଗାଁରେ ଦାସେ କଣ କହିଲେ “ଆମ୍ଭେ ଯେ ଫଗୁଣ ମାସରେ ଜନ୍ମ ହୋଇବୁ ଯାଜପୁରେ” କହିଲେ ଆମ୍ଭେ ଫଗୁଣ ମାସ ସେ ମାସ ହଉଚି ଫଗୁଣ ମାସ ଅର୍ଥାତ ଜନ୍ମ ହୋଇବୁ ଯାଜପୁରରେ ଏଥର ଜିଲ୍ଲା ର ନାମ ହେଉଛି ଯାଜପୁର ଯୋଉଠି ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଥିଲେ ସେ ଗ୍ରାମ ସମ୍ଭଲ୍ ଗ୍ରାମ ।

 

ଯାହାକୁ ଲେଖିଥିଲେ “ନୀଳଗିରି ଛାଡି ସମ୍ଭଲ୍ ଗ୍ରାମେ ଜନ୍ମ ହୋଇବେ ମହେନ୍ଦ୍ର ପର୍ବତ ଗୋପନେ ରହି ଯୋଗ ସାଧିବେ” ଅର୍ଥାତ୍ କହିଲେ ସମ୍ଭଲ୍ ଗ୍ରାମେ ଜନ୍ମିବେ ଅର୍ଥାତ୍ ଯାହା ପର୍ବତୀ ସମୟରେ ବିଷ୍ଣୁ ଜସାଙ୍କ ଘରେ ବୋଲି କୁହାଯାଇଛି ।ଅର୍ଥାତ୍ ମହେଣ୍ଡର ପର୍ବତ୍ ଗଞ୍ଜାମ ଯାହା ଆପଣ ଜାଣିଛନ୍ତି ମହେନ୍ଦର୍ ପର୍ବତ ଯୋଉଠି ପର୍ଶୁରାମ ଅସ୍ତ୍ର ଶସ୍ତ୍ର ରଖିଛନ୍ତି କଳି ଶେଷରେ ପର୍ଶୁରାମ ଯୋଉ ଶକ୍ତ ଚିରଞ୍ଜିବି,  ଭିତରେ ଆବିର୍ଭାବ ହେବେ ।

ଯେଉଁ ମହେନ୍ଦର୍ ପର୍ବତ ଭିତରେ ଯାହାଙ୍କ ପାଖରୁ ପଞ୍ଚୁ ପାଣ୍ଡବ ମାନେ ଯୋଉ ଯୁଦ୍ଧ ଶିଖିଥିଲେ ସେ ସମୟରେ ଯାହା ମାଳିକା ରେ ଏହା ବର୍ଣ୍ଣନା କରାଯାଇଛି । ମହାପୁରୁଷ ଠାର ଗାରରେ ଲେଖିଛନ୍ତି ଖଣ୍ଡଗିରୀ ରେ ବି ମହାପ୍ରଭୁ ଜନ୍ମ ନେଇ ପାରନ୍ତି । ଏହା ସହ ପ୍ରଭୁଙ୍କ ମାତାଙ୍କ ନାମ ପଦ୍ମାବତୀ, ପିତାଙ୍କ ନାମ ଅନନ୍ତ ହୋଇଥିବ । ଶଙ୍ଖ ଚକ୍ର ଚିହ୍ନ ସହିତ ପ୍ରଭୁ ଜନ୍ମ ହେବେ ।  ଭକ୍ତତ ସବୁ ବେଳେ କୁହେ ହେ ପ୍ରଭୁ ଜାହତ୍ ଦେଇଛ ତମେ ତ୍ ଦେଇଛ ଯାହା ନଉଛ ତୁମେ ବାକି ଯାହା ଅଛି ସବୁ ତ ତୁମର ର ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

କଣ ପାଇଁ ସବୁଠି ପୂଜା ପାଇଥାଏ ସାଇବାବାଙ୍କ ଏକାଭଳି ମୂର୍ତ୍ତି? ଜାଣନ୍ତୁ ଏହା ପଛରେ ଥିବା ବଡ ରହସ୍ୟ!

ହିନ୍ଦୁ ଧର୍ମ ଅନୁଯାୟୀ ସପ୍ତାହକରେ ଥିବା ସାତ ବାରକୁ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗ କରାଯାଇଛି। ସେହିପରି ଗୁରୁବାର …

Leave a Reply

Your email address will not be published. Required fields are marked *