Breaking News

ମାଳିକା ଦେଲା ସୂଚନା ଏହିଦିନ ଭାଙ୍ଗିବ ହୀରାକୁଦ ବନ୍ଧ !

ଦର୍ଶକବନ୍ଧୁ ୨୦୨୬ ରେ ଭାଙ୍ଗିବା ହୀରାକୁଦ ବନ୍ଧ ଚିତଳ ମାଛ ହାଡ଼ ରୁ ହେବ ନୂଆ କବାଟ | ବଦଳିବା କଟକ ର ନାମ ଏବଂ ହେବ ଏମିତି କିଛି କାଣ୍ଡ | ମାଳିକା ରେ କଣ ରହିଛି ବର୍ଣ୍ଣିତ ତାହା ଆସନ୍ତୁ ଜାଣିବ | ଆମେ ସମସ୍ତେ ଭଲ ଭାବରେ ଜାଣୁ କି ମାଳିକା ସମ୍ପୂର୍ଣ ପୃଥିବୀ ର ବିନାଶ ସମୟ ଆଉ ଅଧିକ ସମୟ ନାହିଁ | ତେବେ ମାଳିକା ଅନୁସାରେ ବର୍ତ୍ତମାନ ସମୟ ରେ ଅନ୍ୟାୟ ବଢ଼ି ଚାଲିଛି ଏହା ସହିତ ସମସ୍ତ ବିଶ୍ୱ ର ଶେଷ ସମୟ ପାଖେଇ ଆସିଲାଣି | ଏହା ସହିତ ବର୍ତ୍ତମାନ ଆଉ କିଛି ଟି ବର୍ଷ ମଧ୍ୟ ରେ ସମସ୍ତ ବିଶ୍ୱର ବିନାଶ ମଧ୍ଯ ହୋଇଯିବ ବୋଲି କୁହାଯାଇଛି।

ତେବେ ମାଳିକା ରେ ଯାହା ମଧ୍ୟ ବର୍ଣ୍ଣନା କରାଯାଇଛି ତାହା ସତ ମଧ୍ୟ ହୋଇଛି | ତେବେ ଏହା ଅନୁସାରେ ଏହା ମଧ୍ଯ କୁହାଯାଇଛି କି ମାଳିକା ଅନୁସାରେ ଆଉ ମାତ୍ର ୪ ବର୍ଷ ପରେ ତଥା ୨୦୨୬ ମସିହା ରେ ଭାରତ ରେ ତଥା ଏସିଆ ର ସବୁଠାରୁ ବଡ ନଦୀ ବନ୍ଧ ଭାଙ୍ଗିଯିବ । ଏହା ସହିତ ସମଗ୍ର ବିଶ୍ଵ ରେ ହାହାକାର ଛାଇଯିବ | ଏହା ସହିତ ବିଶ୍ୱ ରେ ସମସ୍ତ ଲୋକ ବଞ୍ଚିବା ପାଇଁ ସଙ୍ଘର୍ଷ କରିବେ।

ହୀରାକୁଦ ନଦୀବନ୍ଧ ଭାଙ୍ଗିବା ପରେ ଏକ ବିଶାଳ ଚିତଳ ମାଛ ସମୁଦ୍ର ଭିତରୁ ବାହାରି ଆସିବ ଏହା ସହିତ ଛତିଆ ଠାରେ ନିଜର ପ୍ରାଣ ତ୍ୟାଗ କରିବ | ଏହି ମାଛ ର ହାଡ଼ ରେ ହୀରାକୁଦ ବନ୍ଧ ପାଇଁ କବାଟ ତିଆରି କରାଯିବ | ମାଳିକା ରେ କୁହାଯାଇଥିବା ସମସ୍ତ କଥା ସତ୍ୟ ହଉଛି | ଏହା ସହିତ ସମ୍ପୂର୍ଣ୍ଣ ବିଶ୍ୱରେ ବର୍ତ୍ତମାନ ଅନେକ କଥା କୁ ନେଇ ଅନେକ କଳହ ମଧ୍ୟ ଲଗିରହିଛି | ଯଦି ଏହି ପରି ଭାବରେ ଯଦି ସବୁକିଛି ଚାଲୁରହିବ ତେବେ ବିଶ୍ୱରେ ବିନାଶ ସମୟ ଦୂର ହେବ ନାହିଁ |

ସମୁଦ୍ର ଅନେକ ଆଗକୁ ମାଡ଼ିଆସିବ ଏହା ଫଳ ରେ ଅନେକ ଲୋକ ପ୍ରାଣ ହରାଇବେ ଅନେକ ସହର ସମୁଦ୍ର ଲୀନ ହୋଇଯିବ | ଏହି ଘଟଣା ହେବ ସହ ବିଶ୍ୱରେ ଆହୁରି ଅନେକ ପ୍ରଳୟ ଆରମ୍ବ ହେବ | ଏହା ସହ ଅନେକ ପ୍ରକାର ରୋଗ ଏବଂ ଲୋକ ମାନେ ଅନେକ କଷ୍ଟ ପାଇବେ | ତେବେ ଏହି ସମସ୍ୟାର ର ଶେଷ ସମୟ ପାଖେଇ ଆସୁଛି ବୋଲି ମାଳିକା ଅନୁସରଣ ରୁ ଜଣାପଡିଛି | ତେବେ ଏହା କୁ ଅନେକ ଲୋକ ସତ ବୋଲି ବିଚାର କରୁଥିବା ସହିତ ଆମ ପାଇଁ ଏକ ସତର୍କ ଘାଣ୍ଟି ପରି କାର୍ଯ୍ୟ କରୁଛି ତେବେ ମାଳିକା ରେ କିଛି ବର୍ଣ୍ଣିତ ଅଛି ୨୦୨୬ କୁ ନେଇ |

About odisha news

Check Also

ଆସନ୍ତା କାଲିଠାରୁ ଏହି ୮ ଗୋଟି ରାଶିରେ ରାଜଯୋଗ ବନିବାକୁ ଯାଉଛି, ଦେଖନ୍ତୁ ଏଥି ମଧ୍ୟରୁ ଆପଣଙ୍କ ରାଶି !

ବନ୍ଧୁଗଣ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଏହି ୮ ଗୋଟି ରାଶି ଉପରେ ବର୍ଷିବା ପ୍ରଭୁ ଭଗବାନ ଶିବଙ୍କର କୃପା …

Leave a Reply

Your email address will not be published.