Breaking News

ମାଳିକା ଦେଇଛି ଚେତାବନୀ ନଭେମ୍ବର ମାସ ରେ Heba ମହାତାଣ୍ଡବ, ବାତ୍ୟା ଭାଙ୍ଗିବ ଘର ଦ୍ୱାରା ଚାରିଆଡ ହେବ ଜଳମଗ୍ନ !

ନମସ୍କାର ବନ୍ଧୁଗଣ ୨୦୨୨ ମସିହା ଅକ୍ଟୋବର ମାସରେ ପ୍ରବଳ ବର୍ଷା ହୋଇପାରେ ତେଣୁ ଏ ସତର୍କ ଘଣ୍ଟି ସରକାର ବି ଦଉଚି ଏବଂ ଚାରିଆଡ଼େ ମଧ୍ୟ ଶୁଣିବାକୁ ମିଳୁଛି ରାଜ୍ୟ ରେ ଲଘୁଚାପ ଜନିତ ବର୍ଷା ନେଇପାରେ ବାତ୍ୟା ରୂପ ଏହି ସମେତ ପବିତ୍ର ମାଳିକା ରେ ଲେଖାଅଛି ୨୦୨୨ ଟା ବହୁତ୍ ବିପଦ ରହିଛି ଜ୍ଞାନୀ ମାନେ ଯାହା ଦେଖିବେ ଅଜ୍ଞାନୀ ମାନେ ମଧ୍ୟ ସେଇଆ ଦେଖିବେ ପୂର୍ବରୁ ଯେଉଁ ବାତ୍ୟା ହୋଇଥିଲା୧୯୯୯ ମସିହାରେ ନସତ୍ ରେ ୩ ୩ ଥିଲା |

ଏବେ ୨୦୨୨ ତ ୩ ଟା ୨ ହୋଇଯାଇଛି ବତମନ୍ ବହୁତ୍ ମାତ୍ରା ରେ ରାଜ୍ୟ ରେ ଘଡଘଡି ସ ବର୍ଷା ହେବାର ସମ୍ଭାବନା ରହିଛି ପଶ୍ଚିମ ଓଡ଼ିଶା ରେ ଘଡଘଡି ସହିତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ ମାଳିକା ରେ ମଧ୍ଯ ଲେଖାଅଛି ତେଣୁ ରାଜ୍ୟ ରେ ଏବେ ବିପତି ୨୦୨୩ କଟିବା ପର୍ଯ୍ୟନ୍ତ ଖରାପ ସମୟ ଅଛି |

ତେବେ ଲଘୁଚାପ ଦ୍ଵାରା ବାତ୍ୟା ର ରୂପ ନେବ ୨୦୨୫ ମସିହାରେ ବଡ଼ ଧାରଣ ର ବାତ୍ୟା ହବ ଯେତେବେଳେ ଲୋକ ମାନେ ଖାଇବା ପାଇଁ ପାଇବେନି ସେତେବେଳେ ମହାମାରୀ ବି ସୃଷ୍ଟି ହେବ ତେବେ ସେ ସମୟ ତ ରହିଛି ଆଗକୁ ଆସନ୍ତା ଅକ୍ଟୋବର ନଭେମ୍ବର ଗୋଟେ ଗୋଟେ ବାତ୍ୟା ସୃଷ୍ଟି ହୋଇପାରେ |

ତେବେ ଲଘୁଚାପ ବଳୟ ଭୟାନକ ରୂପ ଧାରଣ କରିବ ବନ୍ଧୁଗଣ ୧୯୯୯ ଭଳି ତ ବାତ୍ୟା ହବନି କିନ୍ତୁ ଯେତିକି ହବ ତାହା ବହୁତ୍ ଭୟାନକ ଘର ଦ୍ଵାରା ଭଙ୍ଗିଦେଇପରେ କୌଣସି ଜିନିଷ ନଷ୍ଟ କରିଦେଇପରେ ୨୦୩୫ ମସିହା ଠାରୁ ବିନାଶ ଆରମ୍ଭ ହେବେ ବର୍ତ୍ତମାନ୍ ପାକିସ୍ତାନ ରେ ଜଳମଗ୍ନ ହେଲା |

ଆମର ବି ସେମିତି ଦିନ ଜଳମଗ୍ନ ହେବ ୨୦୨୨ ରେ ଦେଶ ଭିତରେ ଟିକେ ସଂପର୍କ ରହୁନାହିଁ ମାଳିକା ରେ ଲେଖା ଅଛି ଯେ ଫିରିଂ ଆସିବେ ମାଡ଼ି ଦେଶ ଦେଶ ଭିତରେ ଯୁଦ୍ଧ ଲାଗିବ ତେବେ ବନ୍ଧୁଗଣ ଏଥିରୁ ରକ୍ଷାପାଇବା ପାଇଁ ଗୋଟେ କାର୍ଯ ତାହା ହେଉଛି ଭଗବାନ ଙ୍କୁ ଜପ କରିବା ଏବଂ ଏ ଦୁନିଆ ରୁ ପାଇଯିବ ରକ୍ଷା |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.