Breaking News

Odia Vastu : ମହିଳା ର ଏହି ଜାଗାରେ କଳାଜାଇ ଥିଲେ ସ୍ବାମୀ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଏ !

ନମସ୍କାର ବନ୍ଧୁଗଣ ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ସମୁଦ୍ର ଶାସ୍ତ୍ର ରେ ମନୁଷ୍ୟ ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ ଏବଂ ଅଙ୍ଗ ର ଆଧାର ରେ ହବିଷ କରିବାର ନୀତି କୁହାଯାଇଛି ସମୁଦ୍ର ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ର ଅଙ୍ଗ ରେ ଥିବା କଳା ଯାଇ ତାହାର ସ୍ଵଭାବ ଓ ତାର ଭବିଷ୍ୟତ ବିଷୟରେ ବହୁତ୍ କଥା କହି ଥାଏ ପ୍ରାଚୀନ ୠଷି କର ମାନ୍ୟତା ଥିଲା କି ଗ୍ରହର ସ୍ଥିତି କାରଣ ରୁ ହିଁ ମନୁଷ୍ୟ ଶରୀର ର ଅଲଗା ଅଲଗା ଅଙ୍ଗ ରେ କଳା ଯାଇ ତିଆରି ହୋଇଥାଏ ଶରୀର ରେ ବନିଥିବା କଳା ଯାଇ ଆଧାର ରେ ଆମେ ସେହି ବ୍ୟକ୍ତି ର ଭବିଷ୍ୟତ ସହିତ ଯୋଡ଼ି ହୋଇଥିବା କଥା ଜାଣି ପାରିବା |

ସେହି ବ୍ୟକ୍ତି କେବେ ଧନ ବାନ ବନିବ ତାକୁ କେବେ ଚାକିରି ମିଳିବ ତାହାର ଜୀବନ ସାଥି କିପରିହେବ ଶରୀର ଉପରେ ଥିବା କଳା ଯାଇ ବ୍ୟକ୍ତି ର ଭାଗ୍ୟ ସହ ଯୋଡ଼ି କିଛି ରାଜ୍ ଖୋଲି ଥାଏ ଆଜି ଆମେ ଜାଣିବା ଶରୀର ଉପରେ ଥିବା କଲା ଯାଇ ଆଧାର ରେ ଭବିଷ୍ୟତ ରେ ଯୋଡ଼ି ହୋଇଥିବା କଥା କହିବି ଚାଲନ୍ତୁ ଜାଣିବା ପ୍ରଥମ ହେଲା ମଥା ରେ କଳା ଯାଇ ସମୁଦ୍ର ଶାସ୍ତ୍ର ଅନୁସାରେ ମଥାରେ କଳା ଯାଇ ଥିଲେ ବୋହୁତ ଶୁଭ ମନା ଯାଏ ବୋହୁତ କମ ଲୋକ କ ମଥାରେ କଳା ଯାଇ ଥାଏ ମଥାରେ କଳା ଯାଇ ନେଇ ଜନ୍ମ ହୋଇଥିବା ଲୋକ ବୁଦ୍ଧିମାନ ହୋଇଥାନ୍ତି | ତା ସହ ଭର୍ ପୁର ଧନ କମେଇବା ବାଲା ହୋଇଥାନ୍ତି |

କିନ୍ତୁ ଏହା ବି ମହତ୍ତ୍ଵ ପୂର୍ଣ୍ଣ ହୋଇଥାଏ କି ମଥାର କେଉଁ ସ୍ଥାନ ରେ କଳା ଯାଇ ଅଛି ଯଦି ଆପଣ କ ମଥା ରେ ବାମ ପାଖରେ କଳା ଯାଇ ଅଛି ତ ଆପଣ କ ଆର୍ଥିକ ପରିସ୍ଥିତି ସୁଧୁରିବ ଯେମିତି ଯେମିତି ଆପଣ କ ବୟସ ବଢିବା ଆପଣ ଆହୁରି ଧନ ବାନ ହେବେ ତା ସହିତ ଆପଣ କୁ ଦୁନିଆ ବୁଲିବାର ସୁଯୋଗ ମିଳିପାରିବ ଯଦି ମଥା ର ଡାହାଣ ପାଖରେ କଳା ଯାଇ ଅଛି ତ ଆପଣ କଞ୍ଜୁସ୍ ବ୍ୟକ୍ତି ଅଟନ୍ତି ଆପଣ କୁ ଭବିଷ୍ୟତ ରେ ଧନ ପ୍ରାପ୍ତି ହେବ କିନ୍ତୁ ଆପଣ କେବଲ ଧନ ସଞ୍ଚୟ ହୀ କରିବେ ତାର ଲାଭ ଉଠାଇ ପାରିବେ ନାହିଁ କି ଅନ୍ୟ ର ସାହାଯ୍ୟ କରି ପାରିବେ ନାହିଁ ଯଦି ମଥା ର ମଝିରେ କଳା ଯାଇ ଅଛି ତ ଆପଣ ଜଣେ ମହାନ୍ ବ୍ୟକ୍ତି ଅଟନ୍ତି ତା ସହିତ ଆପଣ କୁ ଜଣେ ଭଲ ଜୀବନ ସାଥି ମିଳିବ ଯିଏ କି ଆପଣ କର ଭଲ ଯତ୍ନ ନେବ ବହୁ ଉପରେ କଳା ଯାଇ ଥିଲେ |

ବୋହୁତ ସୌଭାଗ୍ୟ ର ପ୍ରତୀକ ଯେଉଁ ମହିଳା ର ଦୁଇଟି ବହୁ ରେ କଳା ଯାଇ ଥାଏ ତାକୁ ବୋହୁତ ଭାଗ୍ୟ ଶାଳୀ ମନା ଯାଏ ଏପରି ମହିଳା ଯେଉଁ ଘରକୁ ବିବାହ କରି କି ଯାଆନ୍ତି ସେଠି ସୁଖ ସମୃଦ୍ଧି ଆଣିଥାନ୍ତି ଏବଂ ଏପରି ଘରେ ଧନ ର କମି କେବେ ହୁଏନାହିଁ ଯଦି ଡାହାଣ କିମ୍ବା ବାମ ବହୁ ଉପରେ କଲା ଯାଇ ଥାଏ ତ ବ୍ୟକ୍ତି କୁ ବାହାଘର ଆଗରୁ କିଛି ସମସ୍ୟା ର ସାମ୍ନା କରିବା କୁ ପଡ଼ିଥାଏ କିନ୍ତୁ ବାହାଘର ପରେ ଏମାନଙ୍କ ର ଭାଗ୍ୟ ବଦଳି ଯାଏ ଏବଂ ଆକସ୍ମିକ ଧନ ପ୍ରାପ୍ତି ହୋଇଥାଏ ଆଖି ଉପରେ କଳା ଯାଇ ସମୁଦ୍ର ଶାସ୍ତ୍ର ଅନୁଯାୟୀ ଡାହାଣ ଆଖିର ପଲକ୍ ରେ କଳା ଯାଇ ଥିଲେ ବୋହୁତ ଶୁଭ ମନା ଯାଏ ଏପରି ଲୋକ ଶୀଘ୍ର ଧନୀ ହୋଇଥାନ୍ତି ଏବଂ ଭବିଷ୍ୟତ ରେ ବୋହୁତ ନାମ ଅର୍ଜନ କରନ୍ତି କିନ୍ତୁ ତଳ ପଲକ୍ ରେ କଳା ଯାଇ ଥିଲେ ଏହି ପ୍ରକାର ବ୍ୟକ୍ତି ଅଧିକ ଖର୍ଚ୍ଚ କରିଥାନ୍ତି |

ଏହି ପରି ଲୋକ କ ହାତ ରେ ଧନ ବଞ୍ଚିନଥାଏ ଛାତି ରେ କଳା ଯାଇ ଥିଲେ ସୌଭାଗ୍ୟ ର ପ୍ରତୀକ ବୋଲି ମନା ଯାଏ ଯେଉଁ ମହିଳା ର ଛାତି ରେ କଳା ଯାଇ ଥାଏ ତାଙ୍କର ଭାଗ୍ୟରେ ସରକାରୀ ଚାକିରୀ ଥାଏ ପୁରୁଷ ର ଛାତି ରେ କଳା ଯାଇ ଥିଲେ ସେ ସାମର୍ଥ୍ୟ ଥାଏ ଏବଂ ମହତ୍ତ୍ଵ ବାନିଥାଏ ଏପରି ପୁରୁଷ ବୋହୁତ ପରିଶ୍ରମୀ ଅଟନ୍ତି ଏବଂ ନିଜର ଦମ୍ ରେ ଟଙ୍କା କମେଇ ଥାଆନ୍ତି କାନରେ କଳା ଯାଇ ସମୁଦ୍ର ଶାସ୍ତ୍ର ରେ କୁହାଯାଏ କି କାନ ରେ କଳା ଯାଇ ଥିବା ଲୋକ ବୋହୁତ ବୁଝିଲ ଶୁଖିଲା ହୋଇଥାଏ ଏପରି ଲୋକ କ ପାଖରେ ସବୁବେଳେ ଟଙ୍କା ଯିବା ଆସିବ କରେ ଏପରି ଲୋକ ଟଙ୍କା ର ସଦୁପଯୋଗ କିପରି କରାଯିବ ତାହା ଜାଣିଥାନ୍ତି ଏହି କାରଣ ରୁ ଏମାନ କୁ ଭବିଷ୍ୟତ ରେ ବୋହୁତ ଫାଇଦା ମିଳି ଥାଏ ଓଠରେ କଳା ଯାଇ ସମୁଦ୍ର ଶାସ୍ତ୍ର ଅନୁସାରେ ଓଠରେ କଳା ଯାଇ ଥିଲେ |

ବୋହୁତ ଅଧିକ ଭାଗ୍ୟ ଶାଳୀ ମନା ଯାଇଥାଏ ଏପରି ଲୋକଙ୍କ ଭାଗ୍ୟ ସବୁବେଳେ ଏମାନଙ୍କ ସାତ ଦେଇଥାଏ ଏପରି ଲୋକ କୁ ଟଙ୍କା କମେଇବା ପାଇ ଅଧିକ ପରିଶ୍ରମ କରିବାକୁ ପଡେନାହିଁ ଟିକେ ପରିଶ୍ରମ କଲେ ଏମାନଙ୍କୁ ତୁରନ୍ତ ସଫଳତା ମିଳିଥାଏ ଏପରି ଲୋକ ବୋହୁତ ଅଧିକ ଧନୀ ହୋଇଥାନ୍ତି କନ୍ଧ ଉପରେ କଳା ଯାଇ ପୁରୁଷ ମାନକର କାନ୍ଧ ରେ କଳା ଯାଇ ଥିଲେ ସେମାନେ କୁ ବୋହୁତ ଅଧିକ ପରିଶ୍ରମୀ ମନୁଷ୍ୟ ମନା ଯାଇଥାଏ ଏପରି ପୁରୁଷ ନିଜର କର୍ତ୍ତବ୍ୟ କୁ ଭଲ ରେ ଲିଭାଇ ଥାଆନ୍ତି ଯଦି ଆପଣ କର ଡାହାଣ କନ୍ଧ ରେ କଲା ଯାଇ ତେବେ ଆପଣ ଶୀଘ୍ର ସଫଳତା ଅର୍ଜନ କରିବେ କିନ୍ତୁ ବାମ କନ୍ଧ ରେ କଲା ଯାଇ ଥାଏ ତେବେ ଆପଣ କୁ ସଫଳତା ଅର୍ଜନ କରିବା ରେ ସମୟ ଲାଗିଥାଏ ହାତରେ କଳା ଯାଇ ଡାହାଣ ହାତରେ କଳା ଯାଇ ଥିଲେ ବୋହୁତ ଶୁଭ ହୋଇଥାଏ ସମୁଦ୍ର ଶାସ୍ତ୍ର ଅନୁଯାୟୀ ଏହି ପରି ଲୋକ ବୋହୁତ ଅଧିକ ଧନ ବାନ ହୋଇଥାନ୍ତି |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.