Breaking News

ମହିଳାଙ୍କ ହସରେ ରହିଥାଏ ଅନେକ ଗୁପ୍ତ ସଙ୍କେତ, ଶୀଘ୍ର ଦେଖନ୍ତୁ କଣ ସେହି ଗୁପ୍ତ ସଙ୍କେତ !

ହସ ଯାହା ମଣିଷର ସୁନ୍ଦର୍ଯ୍ୟ କୁ ଦୂର କରିଥାଏ ହସ ଯାହା ଦୁଃଖକୁ ବୋଲି ନୂଆ ଜୀବନ ବଞ୍ଚିବାକୁ ରାହା ଦେଖାଇଥାଏ ମଣିଷ ଯେତେ କଷ୍ଟରେ ଥାଉ ନ କାହିଁକି ତା ଅନ୍ୟ ମୁହଁରେ ଟିକେ ହସ ଦେଖିବା ପାଇଁ ସବୁ କଥା ଭୁଲିଯାଏ ହସ ହେଉଛି ମଣିଷର ଏକ ସୋଭାବିକ ଗୁଣ ହସ ମନୁଷ୍ୟର ସୁନ୍ଦର୍ଯ୍ୟକୁ ଦୁଇଗୁଣ କରିଥାଏ କେତକ ଗବେଷଣା ଜଣାପଡିଛି ପ୍ରତେକ ବ୍ୟକ୍ତିଙ୍କ ଶୋଭାବ ତାଙ୍କ ଚାଲି ଚଳନରୁ ଜଣ ପଡିଥାଏ | ସେହି ପରି ପ୍ରତେକ ମନୁଷ୍ୟର ହସରେ ମଧ୍ୟ ତାହାର ଶୋଭାବ ଜଣ ପଡିଥାଏ |

ସାଧାରଣତଃ ମଜାଦାର କଥା ଶୁଣିଲେ ହସ ଆପେ ଆପେ ଆସିଥାଏ ସେହି ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଗୁରୁତ୍ୱ ପୁର୍ନ କଥା କହିଛନ୍ତି ତେବେ ଚାଣକ୍ୟ ନୀତିରେ ନାରୀ ଏବେ ପୁରୁଷ ସହ ଜଡିତ ଅନେକ କଥା ମାନ ବର୍ଣ୍ଣନା କରାଯାଇଅଛି | ଚାଣକ୍ୟ କିଛି ମହିଳା ସମ୍ପର୍କୀୟ କିଛି କଥା କହିଛନ୍ତି ଚାଣକ୍ୟଙ୍କ ମତରେ ନାରୀ ଶୋଭାବକୁ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ ଅନେକ ସମୟରେ ଏହା ତାଙ୍କ ହସରେ ପରି ଲିଖିତ ହୋଇଥାଏ | ଆସନ୍ତୁ ଜାଣିବା ନାରୀର ହସ ବିଷୟରେ |

ଯେଉଁ ନାରୀ ମୁହଁ ବନ୍ଦ କରି ହସୁ ଥାନ୍ତି ସେହି ନାରୀ କାମ ହାସଲ କରିବାରେ ମାହିରି ହୋଇଥାନ୍ତି ଏହି ମହିଳା ମାନେ ମୌକାର ଫାଇଦା ଉଠାଇବା ପାଇଁ ମହିରି ହୋଇଥାନ୍ତି | ଏହି ଭଳି ନାରୀ କେବେବି ଅନ୍ୟର ଭଲ ଚାହାନ୍ତି ନାହିଁ ଓ ଆପଣଙ୍କ ଗୁପ୍ତ କଥା ମଧ୍ୟ ଅନ୍ୟ ଆଗରେ ବଖାଣି ଥାନ୍ତି ଏହି ମହିଳା ବହୁତ ଚାଲାଖ ହୋଇଥାନ୍ତି ସେମାନଙ୍କ ମନରେ ଦାୟର ମୋନ ଭାବ ନଥାଏ ଏବଂ ଏପରିକି ନିଜ ବନ୍ଧୁ ମାନଙ୍କୁ ମଧ୍ୟ ଏମାନେ ଧୋକା ଦେଇଥାନ୍ତି ଏପରି ମହିଳା ମାନଙ୍କ ଠାରୁ ସାବଧାନ ରହିବ ଉଚିତି ହସିବା ଦେହ ପାଇଁ ହିତ କାରକ ଏବଂ ହସିବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ |

କିନ୍ତୁ ଯେଉଁ ମହିଳା ଠୋ ଠୋ କରି ହସିବା ବା ଚିଲେଇ ହସନ୍ତି ଏହିଭଳି ମହିଳାଙ୍କୁ ଦେଖିବା ମାତ୍ରେ ବନ୍ଧୁତା ସ୍ଥାପନ ହୋଇଥାଏ କାରଣ ଚାଣକ୍ୟ ନୀତି ଅନୁସାରେ ଏହି ଭଳି ନାରୀ ମନଙ୍କର ବେବହାର ବହୁତ ଭଲ ହୋଇଥିବା ସହ ହୃଦୟରୁ ସେମାନେ ବହୁତ ଭଲ ସହନ ସିଲଟ ଦୟାଳୁ ଓଏ ଆତ୍ମା ବିଶ୍ଵସ ହୋଇଥାନ୍ତି ଏହି ଭଳି ନାରୀ ଆପଣଙ୍କୁ କେବେବି ଧୋକା ଦିଅନ୍ତି ନାହିଁ ଏମାନଙ୍କ ସହିତ ମିତ୍ରତା ସ୍ଥାପନ କରିଲେ ଆପଣଙ୍କର ଲାଭ ହୋଇଥାଏ ଏବଂ ଏମାନେ ଆପଣଙ୍କ ପାଇଁ କିଛି ବି କରିବା ପାଇଁ ପଛ ଘୁଞ୍ଚା ଦେବେ ନାହିଁ ଏବଂ ସାରାଜୀବନ ଆପଣଙ୍କ ସହ ରହିବେ | ଏମାନେ ମନରେ ଭଲ ପୈଆ ମମତା ଭରପୁର ପରିମାଣରେ ରହିଥାଏ ଏଭଳି ମହିଳା ମାନେ ଉଚ୍ଚ ଚିନ୍ତା ଧାର ହେବା ସହିତ ମନରେ କୌଣସି କଥା ନରଖି ଖୋଲା ହୃଦୟର ସହ କଥା ହୋଇଥାନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.