ଦର୍ଶକବନ୍ଧୁ ମହିଳା ମାନେ ରାତିରେ ଶୋଇବା ପୂର୍ବରୁ ଏହି 7 ଟି କାର୍ଯ୍ୟ ଗୋଟାଏ ସ୍ତ୍ରୀ କିମ୍ବା ଗୋଟାଏ ଝିଅ ନିଜର ସବୁ କିଛି ଛାଡି ଅନ୍ୟ ଏକ ଅଜଣା ପୁଅର ହାତ ଧରି ବାହାଘରେ ପରେ ଗୋଟେ ବନ୍ଧନରେ ବାନ୍ଧି ହୋଇ ଗୋଟେ ଘରର ଗୃହ ଲକ୍ଷ୍ମୀ ସାଜିଥାଏ ଗୃହଲକ୍ଷ୍ମୀର ଆଖ୍ୟା ଦିଆଯାଇଥିବା ଏହି ସ୍ତ୍ରୀ ଘର ମଧ୍ୟରେ କରୁଥିବା ପ୍ରତେକ କାର୍ଯ୍ୟର ଶୁଭ ଏବଂ ଅଶୁଭ ପ୍ରଭାବ ଘର ଉପରେ ପଡିଥାଏ ଆପଣ ନିଶ୍ଚୟ ଯାଇଥିବେ ଯେ ଗୋଟେ ଝିଅ ଘରକୁ ସର୍ଗ କିମ୍ବା ନର୍କ କରିପାରିବ | ଘରର ଏହି ସ୍ତ୍ରୀ ଅଜାଣତରେ କରୁଥିବା ଏହି କେତଟି କାର୍ଯ୍ୟ ତାଙ୍କ ଶୋଇବା ପୂର୍ବରୁ ଏହି କାମ କରିବା ସେମାନଙ୍କ ଜୀବନ ଓ ପରିବାରକୁ ନଷ୍ଟ କରିଦେଇଥାଏ ଏବଂ ତା ସହିତ ସ୍ୱାମୀର ଉର୍ନତିରେ ବାଧା ସୃଷ୍ଟି କରିଥାଏ ଯାହାକି ଦରିଦ୍ରତା ଏବଂ ପାପ ଏବଂ ଆପଣଙ୍କର କରଜ ବଢିବାର କାରଣ ହୋଇଥାଏ |
ପ୍ରଥମ ସ୍ତ୍ରୀ କିମ୍ବା କୌଣସି ନାରୀକୁ ରାତିରେ ଶୋଇବା ପୂର୍ବରୁ ନିଜର ଶରୀରରେ କୌଣସି ପ୍ରକାରର ତେଲ ବେବହାର ନିଜ ଶରୀରରେ ଲଗେଇ ଶୋଇବା ଅନୁଚିତି ହୋଇଥାଏ ଏହି ସମୟରେ ନକାରାତ୍ମକ ଶକ୍ତି ଆସିଥାଏ | ଏହି ସମୟରେ ଶରୀରରେ ତେଲ ବେବହାର କରିବା ଦ୍ୱାରା ବୃହସ୍ପତି ଗ୍ରହ ଆସନ୍ତା ହୋଇଥାଏ ଜନ୍ମ କୁଣ୍ଡଳୀରେ ଗ୍ରହ ବୃହସ୍ପତି ଏକ ମୁଖ୍ୟ ଗ୍ରହ ଯାହାଙ୍କର ଅଶାନ୍ତ କ୍ଷଣ ମାତ୍ରାରେ ଆପଣଙ୍କ ଜୀବନରେ ରହିଥିବା ପ୍ରତେକ ଖୁସି ଆପଣଙ୍କ ଠାରୁ ଦୁରେଇ ଯାଇଥାଏ |
ରାତି ସମୟରେ ଘରର ସ୍ତ୍ରୀ କୁ ଦହି କ୍ଷୀର ଭଳି ଉପାଦାନର ବା ନିଜେ ସେବନ କରିବା ବା ଘରର ଅନ୍ୟ ସଦୃଶ୍ୟ କୁ ସେବନ କରିବା ପାଇଁ ଦେବା ଉଚିତି ହୋଇନଥାଏ ରାତିରେ ଆମେ ରୁଟି ସହିତ ଦହି କିମ୍ବା କ୍ଷୀର ଖାଇବା ପାଇଁ ପସନ୍ଦ କରୁ ଏପରି କରିବା ଦ୍ୱାରା ଘରର ବସ୍ତୁ ବିଗିଡି ଥାଏ ଯାହାକି ଘରର ଅଭାବ ଏବଂ କରାଜକୁ ବୃଦ୍ଧି କରାଇଥାଏ |
ସ୍ତ୍ରୀ ମନକୁ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରୁ ଅଳଙ୍କାର କାଢ଼ିବ ଶାସ୍ତ୍ରରେ ସ୍ତ୍ରୀର ଅଳଙ୍କାର ପବିତ୍ର ଓ ସୁନ୍ଦର କାର୍ଯ୍ୟରେ ଆଖ୍ୟା ଦିଆଯାଇଥାଏ | ଏହି ଅଳଙ୍କାର ସ୍ତ୍ରୀ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରୁ କାଢ଼ିଦେବା ସ୍ତ୍ରୀକୁ ଅପଵିତ୍ର କରାଇଥାଏ ଏପରି କରିବା ଦ୍ୱାରା ସ୍ତ୍ରୀ ନିଜର ସାନମାନ ହାନିର କାରଣ ଏବଂ ଅନ୍ୟ ଠାରୁ ଅପମାନିତ ହେବାର କରଣ ନିଜେ ହିଁ ସାଜିଥାଏ |
କୌଣସି ସ୍ତ୍ରୀ କିମ୍ବା ମହିଳାଙ୍କୁ ଶୋଇବା ପୂର୍ବରୁ ନିଜର ଶରୀରରେ କୌଣସି ସୁଗନ୍ଧ ଫୁଲର ବେବହାର କରନ୍ତୁ ନାହିଁ ରାତି ସମୟରେ ପ୍ରତେକ ନକରାତ୍ମକ ଶକ୍ତି ଗୁଡିକ ସୁଗନ୍ଧିତ ଆକାରକୁ ପ୍ରଭାବିତ ହୁହନ୍ତି | କିମ୍ବା କୌଣସି ଖାଇବା ବାସନ କିମ୍ବା ନଧୁଆ ବାସନ ରାତି ସାରା ରଖନ୍ତୁ ନାହିଁ ଏପରି କରିବା ଦ୍ୱାରା ଘରର ମଧ୍ୟରେ ଅଶାନ୍ତ ହୁହନ୍ତି ଏବଂ ସେହି ଘର ମଧ୍ୟରେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ ଏହା ଫଳରେ ଧନ ହାନି ଉର୍ନତିରେ ବାଧା ସୃଷ୍ଟି ହୋଇଥାଏ |