Breaking News

ମହିଳାମାନେ ମରିଗଲେବି କାଟନ୍ତୁ ନାହିଁ ଏହି ପନୀ ପରିବା ଭୟଙ୍କର ବିପଦ ଆସି ପାରେ !

ଦର୍ଶକବନ୍ଧୁ ଆମେ ଜାଣିବାଯେ ଘରର ମହିଳା ମାନେ ସେ ଝିଅ ହୁହନ୍ତୁ କିମ୍ବା ବହୂ ହୁହନ୍ତୁ କେଉଁ ସବୁ ପନିପରିବା କାଟିବା ଅନୁଚିତ ହୋଇଥାଏ | ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ବହୁତ ସାରା କାର୍ଯ୍ୟ ଅଛି ଯାହା ମହିଳା ମାନଙ୍କ ପାଇଁ ବର୍ଜିତ ଅଟେ ତେଣୁ କୌଣସି ମହିଳା ଜଣାନ୍ତରେ ହଉ କିମ୍ବା ଅଜଣାତରେ ହଉ ଏହି ସବୁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ | ଯେଉଁ ଭଳି ମହିଳା ମାନେ ଘର ସମ୍ଭାଳିବା କାମ ନିଜ ହାତରେ କରିଥାନ୍ତି ଠିକୀ ସେହିପରି ମହିଳା ମାନେ ନିଜର କିଛିଟା ଭୁଲୁ ପାଇଁ ନିଜର ଘରକୁ ଖରାପ ଆଡକୁ ଟାଣି ନେଇଯାନ୍ତି ତେବେ ସେହି ସବୁ ଭୁଲୁ ମଧ୍ୟରେ ଗୋଟିଏ ଭୁଲୁ ହେଉଛି ପରିବା କାଟିବାକୁ ନେଇ |

ତେବେ ଘରର ମହିଳା ମାନେ ପାରିବ କଟା କାଟି ସମୟରେ କେଉଁ ସବୁ ପନିପରିବା ନିଜ ହାତରେ ଦୁଇ ଖଣ୍ଡ କରିବା ଆନୁଚିତ ବା କାଟିବା ଅନୁଚିତି | ପ୍ରଥମେ ହେଉଛି ପାଣି କଖାରୁ ବନ୍ଧୁଗଣ ଓଡ଼ିଶାରେ ପାଣି କଖାରୁକୁ କେତକ ସ୍ଥାନରେ କଖାରୁ ନାମରେ କହିଥାନ୍ତି କିନ୍ତୁ ଏହି ପାଣି କଖାରୁ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି ରୋଷେଇ କରିବା ସମୟରେ ଘରର ମହିଳା ମାନେ ଏହି ପାଣି କାଖରୁ ନିଜ ହାତରେ କାଟିବା ଅନୁଚିତି ଏହା ଆମ ଓଡ଼ିଆ ପରମ୍ପରା ରେ ଅଛି |

ପାଣି କଖାରୁ କୁ ରୋଷେଇ କରିବା ପାଇଁ ଘରର ପୁରୁଷ ମାନଙ୍କ ଠାରୁ ଦୁଇ ଖଣ୍ଡ କରି କାଟି ସାରିବା ପରେ ମହିଳା ମାନେ କାଟିବା ଉଚିତି ଶାସ୍ତ୍ର ଅନୁଯାଇ ମହିଳା ମାନେ ଏହାକୁ କାଟିବାର ଅର୍ଥ ବଡ ପୁଅକୁ କାଟିବା କିମ୍ବା ବଳିଦାନ ଦେବା ଭଳି ହୋଇଥାଏ ତେଣୁ ଯଦି ଘରର ମହିଳା ମାନେ କାଖରୁ କାଟନ୍ତି ତେବେ ଘର ଉପରେ ବିପଦ ପଡେ ଘରର ବଡ ପୁଅ ଉପରେ ସବୁ ଅସୁବିଦା ଦୁଃଖର ପାହାଡ଼ ଭାଙ୍ଗି ପଡେ ତେବେ କଖାରୁ ଓ ପାଣି କାଖରୁ କୁ ହିନ୍ଦୁ ମହିଳା ମାନେ କାଟନ୍ତି ନାହିଁ |

ନଢ଼ିଆ ଭାଙ୍ଗିବା ବନ୍ଧୁଗଣ ନଡ଼ିଆର ଅନ୍ୟ ନାମ ହେଉଛି ନାରିକେଳ ଆପଣ ମାନେ ମନ୍ଦିର ଗୁଡିକରେ ଦେଖିଥିବେ ଅଧିକା ଅଂଶ ସମୟରେ ପୁରୁଷ ମାନେ ନଢ଼ିଆ ଭାଙ୍ଗି ଥାନ୍ତି ଏପରିକି କୌଣସି ଶୁଭ କାର୍ଯ୍ୟରେ ମଧ୍ୟ ମହିଳା ମାନେ ନଢ଼ିଆ ଭାଙ୍ଗନ୍ତି ନାହିଁ କାରଣ ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀ ନିଜ ସହିତ ନାରିକାଳ ବୁର୍କ୍ଷ୍ୟ ଏବଂ କାମଧେନୁ ଗାଈ କୁ ଧରା ପୁଷ୍ଟକୁ ଆଣିଥିଲେ ତେଣୁ ନଡ଼ିଆକୁ ମାତା ଲକ୍ଷ୍ମୀ ଓ ଉର୍ବରାର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ ସେହି ଭଳି ନଡ଼ିଆକୁ ସୃଷ୍ଟିର ମୂଳ ବୋଲି କୁହାଯାଇଥାଏ |

ହିନ୍ଦୁ ଶାସ୍ତ୍ର ଅନୁସାରେ ସୃଷ୍ଟିରେ ହେଉଥିବା ପ୍ରଥମ ଫଳ ହେଉଛି ନଢ଼ିଆ ଯେଉଁଠାରେ ନଡ଼ିଆର ବିଧି ଅନୁସାରେ ସ୍ଥାପନ କରାଯାଏ ସେଠାରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ତେଣୁ ଏହି କାରଣ ପାଇଁ ମହିଳା ମାନଙ୍କୁ ନଢ଼ିଆ ଭାଙ୍ଗିବାକୁ ଶାସ୍ତ୍ରରେ ବାରଂ କରାଯାଇଛି |

About odisha news

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.