Breaking News

ମହିଳା ମାନଙ୍କ ପାଇଁ କେନ୍ଦ୍ର ସରକାର ଆଣିଲେ ବହୁତ Bada ଖୁସି ଖବର, ଏମାନଙ୍କୁ ମିଳିବ ଫ୍ରି ସିଲେଇ ମେସିନ କେମିତି ପାଇବେ !

ଦର୍ଶକବନ୍ଧୁ ଏବେ ଏବେ ଆସିଲା ଖୁସି ଖବର କେନ୍ଦ୍ର ସରକାର ପ୍ରତ୍ୟେକ ମହିଳାଙ୍କୁ ଏବେ ପ୍ରଧାନ ମନ୍ତ୍ରୀ ଫ୍ରି ମେସିନ ଯୋଜନା ରେ ମାଗଣା ମେସିନ ଯୋଗାଉଛନ୍ତି ତେବେ ଆପଣ କେମିତି ଏହି ଯୋଜନା ର ଲାଭ ଉଠାଇବେ ଓ ଏହା ପାଇଁ କଣ କଣ ସବୁ ଡକ୍ୟୁମେଣ୍ଟ ଆବଶ୍ୟକ ଆସନ୍ତୁ ଜାଣିବା |

ତେବେ ବନ୍ଧୁଗଣ କେନ୍ଦ୍ର ସରକାର ଏବେ ସମସ୍ତ ରାଜ୍ୟର 50 ହଜାର ମହିଳାଙ୍କୁ ପ୍ରଧାନ ମନ୍ତ୍ରୀ ଫ୍ରି ସିଲେଇ ମେସିନ ଯୋଜନାରେ ଅନ୍ତର୍ଭୁକ୍ତ କରାଉଛନ୍ତି ଯାହାର ଆପ୍ଲାଏ ଏବେ ଆରମ୍ଭ ହୋଇ ସାରିଛି |

ତେବେ ବନ୍ଧୁଗଣ ଯଦି ଆପଣ ମାନେ ଏହି ଯୋଜନା ର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହାର ଲାଭ କିପରି ଉଠାଇବେ ତେବେ ଦର୍ଶକବନ୍ଧୁ ଆପଣଙ୍କୁ କହି ରଖୁଛୁ କି ପ୍ରଧାନ ମନ୍ତ୍ରୀ ଫ୍ରି ମେସି ଯୋଜନା ର ଲାଭ ଉଠାଇବାକୁ ହେଲେ ଆପଣଙ୍କ ବୟସ 20 ବର୍ଷ ରୁ ଆରମ୍ଭ କରି 40 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଯଦି ଆପଣଙ୍କ ବୟସ ଠିକ ତେବେ ଆପଣ ରହକୁ ଆପ୍ଲାଏ କରିପାରିବେ |

ବନ୍ଧୁଗଣ ଆପଣଙ୍କୁ ଏହି ଯୋଜନା ରେ ଆପ୍ଲାଏ କରିବାକୁ ହେଲେ ଆପଣଙ୍କୁ କଣ ସବୁ ଡକ୍ୟୁମେଣ୍ଟ ଦବାକୁ ପଡିବ ତେବେ ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ଆପଣଙ୍କ ଆଧାରକାର୍ଡ଼ ଦେବାକୁ ହେବ ଏବଂ ଜନ୍ମ ପ୍ରମାଣପତ୍ର ସହ ଆପଣଙ୍କ ପାସପୋର୍ଟ ସାଇଜ ଫୋଟୋ ଓ ଯଦି ଆପଣ ବିଧବା ଓ ଆପଣଙ୍କ ବିଧବା ଭତ୍ତା ଥିବ ତେବେ ଆପଣ ଏହି ଡକ୍ୟୁମେଣ୍ଟ ମଧ୍ୟ ଦେଇପାରିବେ |

ବନ୍ଧୁଗଣ ଆପଣଙ୍କ ଏହି ସବୁ ଡକ୍ୟୁମେଣ୍ଟ ଥିଲେ ଆପଣ ଏହାର ଲାଭ ଉଠାଇ ପାରିବେ ଏହା ପାଇଁ ଆପଣଙ୍କୁ ପ୍ରଥମେ ସେରଚ କରିବାକୁ ପଡିବ www.india.giv.in ଓ ଏହା ପରେ ଆପଣଙ୍କୁ ଏକ ଫର୍ମ ମିଳିଯିବ ଏହାକୁ ଡାଉନଲୋଡ କରିସାରି ଆପଣଙ୍କୁ ଏହାକୁ ଫିଲଭ କରିବାକୁ ପଡିବ ଓ ଏହା ପରେ ଆପଣଙ୍କୁ ଆପଣଙ୍କ ସମସ୍ତ ଡକ୍ୟୁମେଣ୍ଟ ଆଟାଚ କରିବାକୁ ପଡିବ |

ବନ୍ଧୁଗଣ ଏହା ପରେ ଆପଣ ଏହାକୁ ଆପ୍ଲାଏ କରିବେ ଯଦି ଆପଣଙ୍କ ଡକ୍ୟୁମେଣ୍ଟ ସବୁ ଠିକ ଥିବ ଓ ଆପଣ ସିଲାଇ ମେସିନ ପାଇବା ପାଇଁ ଯୋଗ୍ୟ ଥିବେ ତେବେ ଆପଣମାନେ ଏହାର ଲାଭ ପାଇ ପାରିବେ ଓ ଆପଣଙ୍କୁ ବହୁତ ଶୀଘ୍ର ସିଲେଇ ମେସିନ ମିଳିଯିବ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.