Breaking News

ମହା ଶିବରାତ୍ରୀ ଜାଗର ଦିନ ନନ୍ଦିଙ୍କ କାନରେ ଚୁପ ଚାପ କୁହନ୍ତୁ ଏହି ମନ୍ତ୍ର ଆଉ ଦେଖନ୍ତୁ ଚମତ୍କାର

ଦର୍ଶକବନ୍ଧୁ ଆପଣଙ୍କ ମନରେ ଆସୁଥିବ କି ସବୁ ଶିବ ମନ୍ଦିରରେ ନନ୍ଦୀ କାହିଁକି ଥାଆନ୍ତି ଏମିତି କଣ କଥା ଅଛି ପ୍ରଥମ କଥା ଏହା କି ସବୁ ଶିବ ମନ୍ଦିରରେ ନନ୍ଦୀ ନିଶ୍ଚିତ ଥାଆନ୍ତି | ଶାସ୍ତ୍ର ଅନୁସାରେ ଆପଣ ନନ୍ଦୀ କାନରେ ଚୁପ ଚାପ ଯାହାବି ମାଗିବେ ତାହା ନିଶ୍ଚୟ ପୁରଣ ହୋଇପାରେ ସେହି ବିଷୟରେ ଆମେ ଆପଣଙ୍କୁ କହିବୁ ଯାହା ଦ୍ୱାରା ଆପଣଙ୍କର ମନସ୍କାମନା କହିଦିଅନ୍ତୁ ତାହା ବହୁତ ଶୀଘ୍ର ସଫଳ ହୋଇଯିବ |

ବନ୍ଧୁଗଣ ଗୋଟେ ମୁନି ଥିଲେ ସେ ତପସ୍ୟା କରି କରି ବହୁତ ସମୟ ବିତିଯାଇଥିଲେ ତାଙ୍କର ଯେଉଁ ପିତୃଗଣ ଥିଲେ ସେମାନେ ଭାବିଲେ ସେ ଏଭଳି ତପସ୍ୟା କଲେ ତାଙ୍କ ବଂଶ ଆଗକୁ ବଢିବ ନାହିଁ ତେଣୁ ସେମାନେ କହିଲେ ସିଲାକ ଆପଣ ଏପରି ପୁତ୍ର କୁ ଜଣ ଦିଅନ୍ତୁ ଯିଏ ଚିରଜୀବ ହୋଇଥିବ ଯାହାର ମୃତ୍ୟୁ ହେବ ନାହିଁ ତେଣୁ ସିଲାକ ମୁନି ଭଗବାନ ଇନ୍ଦ୍ର ଙ୍କୁ ତପସ୍ୟା କରି ଇନ୍ଦ୍ରଙ୍କୁ ପ୍ରସନ୍ନ କଲେ |

ଇନ୍ଦ୍ର ପ୍ରକଟ ହୋଇ ବରଦାନ ମାଗିବାକୁ କହିଲେ ତ ସିଲାକ ମୁନି ଚିରଞ୍ଜୀବ ପୁତ୍ର ପାଇଁ ବର ମାଗିଲେ ଇନ୍ଦ୍ର କହିଲେ ମୁ ଏପରି ବରଦାନ ଦେଇପାରିବି ନାହିଁ ଆପଣ ଭଗବାନ ଶିବ ଙ୍କର ଉପାସନା କରନ୍ତୁ ତ ସିଲାକ ମୁନି ବହୁତ ବର୍ଷ ଭଗବାନ ଶିବଙ୍କର ପୂଜା କରି ତାଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କଲେ ଭଗବାନ ଶିବ ସିଲାକ ମୁନିଙ୍କର କଠିନ ତପସ୍ୟା ଦେଖି ପସନ୍ନ ହୋଇ ବରଦାନ ଦେଇଥିଲେ |

କିଛି ସମୟ ଆରେ ସେଠାରେ କିଛି ବଡ଼ ଆୟୋଜନ କରାଯାଉଥିଲା ସେହି ସମୟରେ ତାଙ୍କୁ ଗୋଟେ ବାଳକ ମିଳିଲା ଯାହାର ନାମ ନନ୍ଦୀ ରଖାଗଲା ବଡ଼ ହେବା ପରେ ମିତ୍ର ଏବଂ ବରୁଣ ନାମ ରେ ଦୁଇମୁନି ସିଲାକ ମୁନିଙ୍କ ଆଶ୍ରମ ଆସିଲେ ସେମାନେ ନନ୍ଦୀ ଙ୍କୁ ଦେଖି କହିଲେ କି ଏହାର ଆୟୁ କମ ଅଟେ ତାଙ୍କୁ ଯେଉଁ ଅମର ବର ଦିଆଯାଇଥଲା ତାହା ହେଲା ନାହିଁ |

ନନ୍ଦୀ ଙ୍କୁ ଯେତେବେଳେ ଜଣାପଡିଲା କି ସେ ପିଲାଦିନୁହିଁ ତାଙ୍କର ମୃତ୍ୟୁ ହୋଇଯିବ ସେ ଭଗବାନ ଶିବଙ୍କ ଆରାଧନା କଲେ ମନରେ ସେ ଶିବଙ୍କୁ ଧ୍ୟାନ କରିବାକୁ ଲାଗିଲେ ଭଗବାନ ଶିବ ନନ୍ଦୀଙ୍କ ତପସ୍ୟାରେ ପ୍ରସନ୍ନ ହେଲେ ଏବଂ ବରଦାନ ଦେଲେ ନନ୍ଦୀ ତୁମେ ମୃତ୍ୟୁ ରୁ ମୁକ୍ତ ହେଲ ମୃତ୍ୟୁ ର ଭୟ ତୁମକୁ ଛୁଇଁପାରିବ ନାହିଁ ତୁମେ ହଜାର ହଜାର ବର୍ଷ ଅମର ରହିବ |

ଏହା ପରେ ନନ୍ଦୀ ଭଗବାନ ଶିବଙ୍କ ପାଖରେ ରହିଲେ ଓ ଶିବ ଯୁଆଡେ ଯାଆନ୍ତି ତାଙ୍କ ପିଠି ରେ ବସି ଯାଆନ୍ତି ଏହି କାରଣରୁ ନନ୍ଦୀ ଶିବଙ୍କ ବାହାନ ଅଟନ୍ତି ଶିବ ଙ୍କୁ ଯଦି ଆମକୁ କିଛି କହିବାର ଅଛି ଜଣାଇବାର ଅଛି ତେବେ ପ୍ରଥମେ ଆମକୁ ନନ୍ଦୀ ଙ୍କୁ ଜଣାଇବାକୁ ପଡିବ ତେବେ ବନ୍ଧୁଗଣ ଏହି ବର୍ଷ ଶିବ ରାତ୍ରି 1 ମାର୍ଚ୍ଚ 2022 ମଙ୍ଗଳବାର ଦିନ ପଡିବ |

ଆପଣ ଏହି ଦିନ ଭଗବାନ ଶିବଙ୍କ ମନ୍ଦିର ଯାଆନ୍ତୁ ଆଉ ସେଠାରେ ବିଧି ବିଧାନ ଅନୁସାରେ ପୂଜାପାଠ କରନ୍ତୁ ଓ ଆପଣଙ୍କର ମନସ୍କାମନା ପ୍ରଥମେ ଚୁପ ଚାପ ନନ୍ଦୀଙ୍କ କାନ ରେ ଜଣାନ୍ତୁ ଓ ଏହା ପରେ ଆପଣ ଭଲମନରେ ପୂଜାପାଠ କରନ୍ତୁ ଦେଖିବେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.