Breaking News

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଲୌକିକ ଲୀଳା କୁନି Bhakta ର କଷ୍ଟ ସହି ନ ପାରି କଲେ ଏମିତି ଦେଖିଲେ ଆଖିରେ ଲୁହ ରହିବ ନାହିଁ !

ବନ୍ଧୁଗଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରହିଛି ଅନେକ ଅଲୌକିକ ଘଟଣା କିନ୍ତୁ ଆଜି ଆମେ ଏହି ଖବର ମାଧ୍ୟମରେ ଯେଉଁ କାହାଣୀ କହିବାକୁ ଯାଉଛୁ ତାହା ଆପଣଙ୍କ ମାନଙ୍କୁ ନିଶ୍ଚିତ ଛୁଇଁବ ଏବଂ ଏଭଳି ଏକ ଅଲୌକିକ ଘଟଣା ବିଷୟରେ ଆପଣ ଆଗରୁ କେବେ ଶୁଣିନଥିବେ ତେବେ ଆସନ୍ତୁ ଆରମ୍ଭ କରିବ ଶ୍ରୀଜଗନ୍ନାଥଙ୍କର ଅଲୌକିକ କାହାଣୀ |

ଦର୍ଶକବନ୍ଧୁ ଗୋଟେ ଛୋଟଛୁଆଟେ ଡହଡହ ଖରାରେ ବଡ଼ଦାଣ୍ଡରେ ଛିଡ଼ାହୋଇ ବତୀ ବିକୁଥାଏ ପାଦ ଜଳିଯାଇ ଥାଏ ଆମେ ସମସ୍ତ ଜାଣିଛୁ ଖରାରେ ବଡଦାଣ୍ଡ କେତେ ତାତିଥାଏ ସେ ଛୁଆଟି ମଝିରେ ମଝିରେ ଯାଇକିରି ଗୋଟେ ବୋତଲରେ ପାଣିରଖିଥାଏ ସେଥିରୁ ଟିକେ ପାଦରେ ଢ଼ାଲିଦେଉଥାଏ ଯେମିତି ଟିକେ ପାଦଟା ଥଣ୍ଡା ଲାଗୁଥାଏ ପୁଣି ଆସିକି ବତୀ ବିକୁଥାଏ |

ଜଣେ ବୃଦ୍ଧ ବ୍ୟକ୍ତି ଏହା ଦେଖିକି ସେ କଣ କଲେ ସେହି ଛୁଆଟି ପାଖକୁ ଗଲେନି ସେ ଚାଲିଗଲେ ସିଧା ଦୋକାନକୁ ସେଠୁ ଯାଇକି ହଳେ ଚପଲ ଆଉ ଗୋଟେ ଛାତ ମଧ୍ୟ ଆଣି ଛୁଆଟି କୁ ଦେଲେ ଯେମିତି ଦେଇଛନ୍ତି ଛୁଆଟି କାନ୍ଦିବାକୁ ଅଟାରମ୍ଭ କଲା ଆଉ କହିଲା ତମେ ଜଗନ୍ନାଥନ ଏହା ଶୁଣି ସେଲୋକ ଜଣକ ବିହୁତ ଆଶ୍ଚର୍ଯ୍ୟ ହୋଇଗଲେ |

ଆଉ ସେ କହିଲେ ନଈରେ ମା ମୁଁକାହିଁକି ଜଗନ୍ନାଥ ନୁହେଁ ମୁଁ ତୋରି ଭଳିଆ ଜଣେ ସାଧାରଣ ମଣିଷ ତାହାଲେ ଠିକ ଅଛି ତମେ ଯଦି ଜଗନ୍ନାଥ ନୁହଁ ତାହାଲେ ତମେ ତାଙ୍କ ସାଙ୍ଗ କାଲିପାର ରାତିରେ ଜଗନ୍ନାଥ ଆସିଥିଲେ ମୋ ସ୍ୱପ୍ନରେ ଆଉ ମୁଁ ତାଙ୍କୁ କହିଥିଲି ମୋତେ ହଳେ ଚପଲ ଦିଅ ମୋ ପାଦ ବହୁତ ତାତି ଯାଉଛି ବତୀ ବିକିଲେବେଳେ ଆଉ ସେ ହଁ ବି କହିଥିଲେ |

ବନ୍ଧୁଗଣ ହୁଏତ ସେ ନିଜେ ଆସିପାରିଲେନି କେତେ କାମ ତାଙ୍କର କେତେଲୋକ ତାଙ୍କୁ କେତେ କଣ କହୁଛନ୍ତି ସେଥିପାଇଁ ତମକୁ ପଟେଇଦେଲେ ତମେ ତାଙ୍କ ସାଙ୍ଗନା ଏତିକି କହି ସେହି ଛୁଆଟି ଚାଲିଗଲା କିନ୍ତୁ ସେହି ଲୋକଜଣଙ୍କ ସେଠି ଠିଆ ହୋଇ ଗଲେ ତାଙ୍କ ଆଖିରୁ ଲୁହ ବହିଚାଲିଥାଏ |

ଆଉ ସେ ଭାବୁଥାନ୍ତି ଯେ ସତରେ ଜଗନ୍ନାଥ ନହେଲେ କଣ ହେଲେ ଆମେ ସମସ୍ତେ ଜଗନ୍ନାଥଙ୍କର ବନ୍ଧୁ ହୋଇପାରିବ ବନ୍ଧୁଗଣ ଛୋଟ ଜିନିଷ କାହାପାଇଁ କରିଦେଲେ ତାହା ମନରେ ଯେଉଁ ଖୁସି ଆଣିଥାଉ ତାର ଯେଉଁ ଭଗବାନଙ୍କ ଉପରେ ବିଶ୍ୱାସ ବାଡ଼ିଯାଉଛି ସେହିଟାହିଁ ବିହୁତ ବଡ କଥା ତେବେ ଆପଣଙ୍କୁ ଏହି କାହାଣୀ ଟି କେମିତି ଲାଗିଲା ଆମକୁ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ମିଳିଲା ଦୁନିଆର ସବୁଠାରୁ ବଡ଼ 425 Feet ଲମ୍ବ ର ସାପ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼, ଦେଖିଲେ କହିବେ ହେ ଭଗବାନ ଏତେ ବଡ ସାପ…

ଦର୍ଶକବନ୍ଧୁ ପୃଥିବୀରୁ ବିଲୁପ୍ତ ହୋଇଥିବା ଟାଇଟାନୋବିଆ ସାପକୁ ଦୁନିଆର ସବୁଠାରୁ ବଡ଼ ସାପ ବୋଲି କୁହାଯାଇଥାଏ କିନ୍ତୁ ବର୍ତ୍ତମାନ ଗୁଗଲ …

Leave a Reply

Your email address will not be published.