Breaking News

ମହାପ୍ରଭୁ Jagannath ଙ୍କ ଅପାର ମହିମା ରୁଟି ରେ ଦେଖାଦେଲେ କାଳିଆ ସାଆନ୍ତେ, ଦେଖିବାକୁ ଲୋକମାନଙ୍କ ଲାଗିଛି ଭିଡ଼ !

ଦର୍ଶକବନ୍ଧୁ ଭକ୍ତ ବିଦୁର ଶାଗ ପଖାଳରେ ସେହି ଜଗତର ନାଥ ଜଗନ୍ନାଥଙ୍କୁ ଦେଖୁଥିଲା ଆଉ ତାଙ୍କ ଉପରେ ହସି ଥିଲେ ଅନେକ ବିଶ୍ଵାସରେ ଅଛନ୍ତି ଅନେକ ତର୍କେ ବୋହୂ ଦୂର ଭକ୍ତି ଆସୁ ଭକ୍ତକୁ କେବେ ତର୍କରେ ପରାଜିତ କରି ହେବ ନାହିଁ ଯଦି ପରାଜିତ ହେବେ ତାହା ତର୍କ ହିଁ ହେବ ତର୍କ କହେ ଈଶ୍ୱର ନାହାନ୍ତି କିନ୍ତୁ ଭକ୍ତି କହେ ସେହି ତର୍କର ବି ଈଶ୍ୱର ଅଛନ୍ତି ନହେଲେ ତର୍କ ମନୁଷ୍ୟ କରିଛି କେମିତି ଈଶ୍ୱର ଅଛନ୍ତି ପୁଣି ଈଶ୍ୱର ନାହାନ୍ତି ଖାଦ୍ୟର ସେହି କଣ କଣ ରେ ଈଶ୍ୱର ହିଁ ଅଛନ୍ତି |

ସେଥି ପାଇଁ ତ କୁହନ୍ତି ଅର୍ଣ୍ଣ ବ୍ରହ୍ମ ସେହି ଖାଦ୍ୟରେ ଆଜି ଈଶ୍ୱର ନିଜର ପ୍ରତି ଛବିରେ ଦର୍ଶନ ଦେଇଛନ୍ତି ତାଙ୍କ ଭକ୍ତଙ୍କୁ ଅନେକ ହେତିବାଦି ଏହାକୁ ଅନ୍ଧ ବିଶ୍ବାସ ବା ପିଲାଳିଆମି କହୁଥିବା ବେଳେ ଭକ୍ତ କିନ୍ତୁ ଦେଖୁଛି ତାର ଆରାଧ୍ୟ ଜଗନ୍ନାଥଙ୍କୁ ଇଏ ହେଉଛି ରୁଟି ଟିଏ ଆଉ ରୁଟି ରେ ଦେଖା ଯାଉଛି ଜଗନ୍ନାଥଙ୍କ ପ୍ରତିଛବି ଜଗନ୍ନାଥଙ୍କ ସେହି ଚକା ନୟନ ଦେଖା ଯାଉଛି ରୁଟି ରେ ଆଉ ସେହି ରୁଟି ଟିକୁ ଏବେ ପୂଜା କରୁଛନ୍ତି ଗ୍ରାମ ବାସି |

ଘଟଣାଟି ବାରିପଦା ଉପଖଣ୍ଡ ମୋରୋଡା ବ୍ଲକ ଅନ୍ତର୍ଗତ କୋହି ଗାଁ ରେ କୋହି ଗାଁ ର ସିତୁକାନ୍ତ ବେହେରା ଙ୍କ ବୋହୁ ଗତ କାଲି ରାତିରେ ରୁଟି ତିଆରି କରୁଥିଲେ ରୁଟି କରିବା ପାରେ ତାଙ୍କ ସ୍ଵାମୀ କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଖାଇବାକୁ ଦେବା ସମୟରେ କୃଷ୍ଣ ଚନ୍ଦ୍ର ଦେଖିଥିଲେ ଜଗନ୍ନାଥଙ୍କ ଛବି ଏହି ରୀତିରେ ହିଁ ହୋଇଛି ଜଗନ୍ନାଥଙ୍କ ସେହି ଛବିରେ କୃଷ୍ଣଙ୍କର ନଜର ଟି ସତେ ଅବା ଲାଖି ରହିଥିଲା |

ଆଖି ଓଦା ହୋଇଯାଇଥିଲା ଆଉ ମନ ଭାବ ବିହୋଳ ହୋଇଥିଲା ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଜଣାଇଥିଲେ ଏହି ଦିବ୍ୟ ଘଟଣା ବିଷୟରେ ତେବେ ସେହି ଜଗନ୍ନାଥଙ୍କର ଛବି ଥିବା ରୁଟି ଟିକୁ ଏବେ ପୂଜା କରୁଛନ୍ତି ନମିତା ଓ ଗ୍ରାମବାସୀ ଏବେ ସିତୁକାନ୍ତ ଙ୍କ ଘରକୁ ଏହି ଅଲୌକିକ ଘଟଣା ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ ଆଉ ରୁଟି ଟିରେ ଜଗନ୍ନାଥଙ୍କ ଛବି କୁ ସେ ଦେଖାଉଛନ୍ତି |

ସବୁ ଧର୍ମ କୁହେ ଈଶ୍ୱର ସବର୍ତ୍ତ ବିଦ୍ୟମାନ କିଏ କାଠ କିଏ ପଥର ଆଉ କିଏ ଖାଦ୍ୟରେ ସେହି ଈଶ୍ୱରଙ୍କୁ ଦେଖେ ଆସୁ କେହି ଈଶ୍ୱର ନିର୍ଗୁଣ ବ୍ରହ୍ମ କହି ତାଙ୍କ ନାମ ଙ୍କୁ ପୂଜା କରେ ଅନେକ କୁହନ୍ତି ଈଶ୍ୱର ଅଛନ୍ତି ଅନେକ କୁହନ୍ତି ପୁଣି ନାହାନ୍ତି ଈଶ୍ୱର ଏକ ଅନୁଭବର ବିଷୟ ଅନୁଭବ ରେ ଅଛନ୍ତି ଜଗନ୍ନାଥ ଏହି ଦିବ୍ୟ ଅନୁଭବ ର ଅଧିକାରୀ ହୋଇ ପାରିଛନ୍ତି କୃଷ୍ଣଚନ୍ଦ୍ର ବେହେରା ତାଙ୍କ ପତ୍ନୀ ଓ ପୁରା ପରିବାର ଏବଂ ଗ୍ରାମବାସୀ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.