Breaking News

ମହା ପଞ୍ଚୁକ 04 November ଆରମ୍ଭ ହୋଇସାରିଛି ମହା ପଞ୍ଚୁକ ରେ ଏହି କାମ କଲେ ମହାପୁଣ୍ୟ ପ୍ରାପ୍ତି ହେବ, ଏହି ସବୁ କାମ କଲେ ଜୀବନ ସାରା ପାପ ଆପଣଙ୍କ ପାଖ ଛାଡିଯିବ ନାହିଁ !

ନମସ୍କାର ବନ୍ଧୁଗଣ କାର୍ତ୍ତିକ ପୂର୍ଣ୍ଣିମା ଶୁକ୍ଳ ପକ୍ଷ ଏକାଦଶୀ ରେ ଯୁବକ ଓ ଯୁବତୀ ସମସ୍ତେ ଦୃଢ ବ୍ରତ ଭାବେ ପ୍ରତଃ ସ୍ନାନ ସହିତ ପାଞ୍ଚ ଦିନ ବ୍ୟାପୀ ପଞ୍ଚୁକ କରନ୍ତି ଭୀଷ୍ମ ବାସୁଦେବ କୃଷ୍ଣଙ୍କ ଠାରୁ ପ୍ରତି ବର୍ଷ କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବା ର ବ୍ରତ ରଖିଥିଲେ ସେହି ଅନୁସାରେ ବ୍ରତ ର ନାମ କରଣ ଭୀଷ୍ମ ପଞ୍ଚକ ବୋଲି ହୋଇଅଛି | ତେବେ ବନ୍ଧୁଗଣ ଆପଣ ଯଦି ନିଜର ସବୁ ମନସ୍କାମନା ପୂରଣ କରିବାକୁ ଚାହୁଥିଲି ତେବେ ଏହି ପଞ୍ଚୁକ ପାଳନ କରନ୍ତୁ କେବେଳ ପାଞ୍ଚ ଟି କାମ ଗୃହରେ କେବେ ବି ଧନ ର ଅଭାବ ରହିବ ନାହିଁ |

ମା ଲକ୍ଷ୍ମୀଙ୍କର କୃପା ରେ ଆପଣଙ୍କ ଘରେ ସର୍ବଦା ସୁଖ ସମୃଦ୍ଧି ବଢ଼ିଚଳିବ ଏବଂ ଏହା ସହିତ ଆମେ ଜାଣିବା ଅଞ୍ଚୁକ ସମୟରେ କେଉଁ ପାଞ୍ଚ ଟି କାମ ଆମକୁ ଭୁଲ ରେ ବି କରିବା ଉଚିତ୍ ନୁହେଁ ନହେଲେ ମା ଲକ୍ଷ୍ମୀଙ୍କର କ୍ରୋଧ ର ଶିକାର ହୋଇଯିବେ ଘରେ ଧନର ଘୋର ଅଭାବ ରହିବ ପ୍ରଥମ ଉପାୟ କାର୍ତ୍ତିକ ମାସ ପାଞ୍ଚୁକ ରେ ପ୍ରଭୁ ରାଧା କୃଷ୍ଣ କର ପୂଜା ଅର୍ଚ୍ଚନା କରୁ ପୂଜା କରିବା ବେଳେ ରାଧା କୃଷ୍ଣ କୁ ତୁଳସି କାଠ ରେ ଚନ୍ଦନ ଘୋରି ଲଗାନ୍ତୁ ଏହା କରିବେ ଦ୍ବାରା ପ୍ରଭୁ ରାଧା କୃଷ୍ଣ ଆପଣ କ ଉପରେ ପ୍ରସନ୍ନ ହୋଇଥାନ୍ତି |

ନମ୍ୱର୍ ୨ ମଧୁବନ ମହା ପଞ୍ଚୁକ ପାଞ୍ଚ ଦିନ ଆପଣ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସକାଳୁ ଭୋରୁ ଭୋରୁ ଉଠି ନିଜର ଘର ସଫା କାରିନିଆନ୍ତୁ | ଏହାପରେ ଘର ବାହାରେ ଚାରିପାଖେ ବାଡ଼ି ବଗିଚା ମନ୍ଦିର କିଛି ସ୍ଥାନ ତାକୁ ସଫା ରଖନ୍ତୁ ଏହା କଲେ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀ ତାଙ୍କର କୃପା ଦୃଷ୍ଟି ଆପଣ କ ଉପରେ ପକାଇଥାନ୍ତି କାହିଁକି ନା ମା ଲକ୍ଷ୍ମୀ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ସ୍ଥାନରେ ରହିବ କୁ ଇଚ୍ଛା କରିଥାନ୍ତି |

ନମ୍ୱର୍ ୩ ଆପଣ ଏହି ପଞ୍ଚୁକ ରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ପ୍ରାତଃ ସ୍ନାନ କରି ଚଉରା ପୂଜା ବା ତୁଳସୀ ପୂଜା କରନ୍ତୁ ପୂଜା କରିସାରିବା ପରେ ଆପଣ ଚଉରା ପାଖରେ ବା ରାଧା କୃଷ୍ଣ କ ପାଖରେ ମୁରୁଜ ରେ କିଛି ରଙ୍ଗୋଲି ବନାନ୍ତୁ ଏବଂ ସେହି ମୁରୁଜ ରେ ପଞ୍ଚୁକ ବୋଲି ମଧ୍ୟ ଲେଖାନ୍ତୁ ଏବଂ ଏହାକୁ ପାଞ୍ଚ ଦିନ ଯାକ କରନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବ ଏବଂ ଆପଣ କ ର ସେହି ଦିନ ଟି ଅତ୍ୟନ୍ତ ଶୁଭ ରେ ଯାଇଥାଏ |

ନମ୍ୱର୍ ୪ କାର୍ତ୍ତିକ ମାସ ପଞ୍ଚୁକ ପାଞ୍ଚ ଦିନ ରେ ଭଗବାନ ଶ୍ରୀ ଜଗନ୍ନାଥଙ୍କର କ ପାଖରେ ନୀଳ ଅପରାଜିତା ନେଇ ଅର୍ପଣ କରନ୍ତୁ ଏହା କାର୍ ବା ଦ୍ବାରା ଶ୍ରୀ ଜଗନ୍ନାଥଙ୍କ କ କୃପା ଆପଣ କ ଉପରେ ରହିବ କାହିଁକି ନା ନୀଳ ଅପରାଜିତା ଫୁଲ ପ୍ରଭୁ ଜଗନ୍ନାଥଙ୍କ କର ପ୍ରତୀକ ହୋଇଥାଏ | ତେଣୁ ଏହା କୁ ଶ୍ରୀ ଜଗନ୍ନାଥଙ୍କ କ ପାଖରେ ଅର୍ପଣ କରିବା ଦ୍ୱାରା ପ୍ରଭୁଙ୍କ କୃପା ଆପଣ କ ଉପରେ ପଡ଼ିଥାଏ |

Danga Bhasa Purnima – Kartika Purnima – Boita Bandana 2019
ନମ୍ୱର୍ ୫ ପଞ୍ଚିକ ପାଞ୍ଚ ଦିନ ରେ ଶେଷ ଦିନ ଡଙ୍ଗା ଭାଷା ଦିନ ହୋଇଥାଏ ଏହି ଦିନ ଛୋଟ ରୁ ବଡ ଯାଏ ସମସ୍ତେ ଡଙ୍ଗା କିଣି ତାକୁ ପୂଜା କରି ନଇ କିମ୍ବା ପୋଖରୀ ରେ ଭସାଇ ଥାଆନ୍ତି | ବନ୍ଧୁଗଣ ଆପଣ ଯଦି ଏହି ଦିନ କଦଳୀ ପାଟୁଆ ରେ ଡଙ୍ଗା ତିଆରି କରି ଭାସନ୍ତି ତେବେ ଆପଣଙ୍କର ସବୁ ଇଚ୍ଛା ଓ ମନସ୍କାମନା ପୂର୍ଣ୍ଣ ହୋଇଥାଏ | ଯଦି ପେପର ରେ ତିଆରି କିମ୍ବା ସୋଲ ରେ ତିଆରି ଡଙ୍ଗା କିଣି ଭାସାଇବେ ତେବେ ଧ୍ୟାନ ରହିବେ କି ଆପଣ ଯେଉଁ ଦୀପ ମହମବତୀ ସେଥିରେ ଲାଗିଥିଲେ ଧ୍ୟାନ ରଖିବେ କି ତାହା କିଛି ବାଟ ବାସି ଯାଇ ତାହା ଯେମିତି ଜାଳି ନ ଯାଏ ଏହା ହେବ ପରେ ଆପଣ କ ମନସ୍କାମନା ଅଧୁର ରହି ଯାଇଥାଏ କାହିକି ନା ଡଙ୍ଗା ଜଳିଯିବ ଗୋଟିଏ ଅଶୁଭ ର ସଂକେତ ଦେଇଥାଏ |

ଏବେ ଜାଣିବା ମହା ପଞ୍ଚକ ସମୟରେ କେଉଁ କାମ କୁ କରିବା ଉଚିତ୍ ନୁହେଁ ଭାରତୀୟ ପରମ୍ପରା ଅନୁସାରେ କିଛି ଶୁଭ କାର୍ଯ୍ୟ କରିବା ଆଗରୁ ଜୋଟିଷ ଗଣନା କରି ଶୁଭ ଏବଂ ଅଶୁଭ ମୁହୂର୍ତ୍ତ ସ୍ଥିର କରାଯାଇଥାଏ ଜ୍ୟୋତିଷଙ୍କ ଅନୁସାରେ ଶୁଭ ମୁହୂର୍ତ୍ତ ରେ କରାଯାଇଥିବା କାର୍ଯ୍ୟ ଭଲ ହୋଇଥାଏ | ଏହି ବର୍ଷ ର ପଂଚୁକ ରେ ଏହି ପାଞ୍ଚ ଟି କାମ କରିବା ଉଚିତ୍ ନୁହେ ପଂଚୁକ ସମୟରେ ନିଜ ଖଟ ଉପରେ ବସି କୌଣସି ମନ୍ତ୍ର ଜପ କରନ୍ତୁ ନାହିଁ ଦୁତିୟ ରେ ହେଉଛି ପଂଚୁକ ସମୟରେ ଜଳୁଥିବା ଜିନିଷ କୁ ଏକାଠି କରନ୍ତୁ ନାହିଁ ଏହା ଛଡ଼ା ପଞ୍ଚୁକ ରେ ମଧ୍ୟ ଦକ୍ଷିଣ ଦିଗ କୁ ଗତି କରିବା ଉଚିତ୍ ନୁହେଁ |

କାରଣ ଏହି ଦିଗରେ ଜମ କର ବାସ ହୋଇଥାଏ ଏହି ୧୫ ନଭେମ୍ବର ଠାରୁ ୧୯ ନଭେମ୍ବର ପର୍ଯ୍ୟନ୍ତ କୌଣସି ଦକ୍ଷିଣ ଦିଗ କୁ ଗତି କରନ୍ତୁ ନାହିଁ ୪ ଥ ରେ ପଂଚୁକ ରେ ଯେବେ ରେବତୀ ନକ୍ଷତ୍ର ଲାଗି ଥାଏ ସେହି ସମୟ ରେ ଘର ର ଛାତ ବନାଇବା ଉଚିତ୍ ନୁହେଁ | ପଞ୍ଚମ ରେ ବା ଶେଷ ରେ ହେଉଛି | ଏହା ମଧ୍ୟ ଶାସ୍ତ୍ର ରେ ଉଲ୍ଲେଖ ରହିଛି ପଂଚୁକ ରେ ସବ ର ସତ୍କାର ବା ଦାହ କରିବା ପୂର୍ବରୁ କୌଣସି ବଡ ପଣ୍ଡିତ ର ପରାମର୍ଶ ନେବା ଦରକାର ଏହା ଛଡ଼ା ଏହି ପଂଚୁକ ରେ ମଧ୍ୟ କିଛି ଶୁଭ କାର୍ଯ୍ୟ କରିବା ଦରକାର |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.