Breaking News

ମହାନଦୀ କୂଳରେ ସୋଉଥିବା ମା ଚନ୍ଦ୍ରହାସିନୀ ଙ୍କର କେମିତି ହେଲା Mandir ଆରମ୍ଭ, ଶିଶୁ କୁ ମା ଚନ୍ଦ୍ରହାସିନୀ କଲେ ଉଦ୍ଧାର…. ଦେଖନ୍ତୁ କଣ କରିଛି ଶିଶୁ ଫିଙ୍ଗିବାର ଘଟଣା !

ଦର୍ଶକବନ୍ଧୁ ମା ଚନ୍ଦ୍ରହାସିନୀ ଏଭି ଭବ୍ୟ ମନ୍ଦିର କିପରି ଭାବରେ ଗଠିତ ହୋଇଥିଲା ଠାରେ ସମ୍ବଲପୁରର ରାଜା ଚନ୍ଦ୍ର ହାସ ଚନ୍ଦ୍ର ପୁର ବାଟ ଦେଇ ଯାଉଥିବା ବେଳେ ବାଟରେ ଗଲା ବେଳେ ମା ଚନ୍ଦ୍ରହାସିନୀ ମହାନଦୀ କୂଳରେ ଶୟନ କରୁଥିଲେ କାରଣ ମହାନଦୀ କୂଳରେ ଶୋଇବା ଦ୍ୱାରା ଶୀତଳ ଜଳ ଶୀତଳ ପବନ ମାଙ୍କ ଦେହରେ ବାଜୁଥିଲା ସେଥିପାଇଁ ସେ ମହାନଦୀ କୂଳରେ ସୋଇଥାନ୍ତି ଏମିତି ମହାନଦୀ ବାଟ ଦେଇ ଗଲା ବାଟରେ ମା ଙ୍କ ପାଦରେ ବାଜିଲା ରାଜାଙ୍କ ରଥର ଚକ ଅଜୀବ ମାତ୍ରେ ମା କିଛି ପ୍ରତିକ୍ରିୟା ରଖିଲେ ନାହିଁ | କିନ୍ତୁ ଏମିତି କିଛି ଦିନ ଗଲା ତାହାରେ ରାଜାଙ୍କ ସ୍ୱପ୍ନରେ ମା ଚନ୍ଦ୍ରହାସିନୀ ଆସିଲେ |

ମା ଆସି କହିଗଲେ କେତୋଟି ବାକ୍ୟ ସେ ବାକ୍ୟ ଗୁଡୀକ ହେଲା ଯେ ଚନ୍ଦ୍ର ପୁରର ମାଣ୍ଡବ ମହାନଦୀ ସଙ୍ଗମ ସ୍ଥଳରେ ମୋର ଏକ ଭବ୍ୟ ମନ୍ଦିର ତିଆରି କାରିକୁ ତା ସହିତ ମୋର ମୂର୍ତି ସ୍ଥାପନ କରିବୁ | ଏତିକି କହି ମା ସ୍ବପ୍ନ ରୁ ଚାଲିଗଲେ ଏହା ପରେ ରାଜା ସେଠାରେ ଏକ ଜମିଦାର ସହିତ କଥା ବ୍ରାତା ହେଲେ ଆଉ ଜମିଦାରଙ୍କୁ ଦାୟିତ୍ୱ ମଧ୍ୟ ଦେଲେ ସେହି ଜମିଦାର ସୁଚାର ରୂପେ ସେହି ମନ୍ଦିରାକୁ ନିର୍ମାଣ କଲେ ମା ଚନ୍ଦ୍ରହାସିନୀଙ୍କୁ ନିଜ କୁଳ ଦିଅ ଭାବରେ ପୂଜା ଅର୍ଚନା କଲେ |

ସେହି ଦିନ ଠାରୁ ନେଇ ଆଜି ପର୍ଯ୍ୟନ୍ତ ମା ଚନ୍ଦ୍ରହାସିନୀ ଙ୍କ ପୂଜା ଅର୍ଚନା ଚାଲିଛି ଇଏ ଥିଲା ମା ଙ୍କ ମନ୍ଦିର ସ୍ଥାପନ | ଏଇ ମନ୍ଦିରରେ ଏହି ପରି ଭାବରେ ଅନେକ ଘଟଣା ଓ ଦୃଘଟଣା ଘଟି ସାରିଛି ସେଥିମଧ୍ୟରୁ ଆମେ ଆଜି ଏକ ଅନ୍ୟତମ ଘଟଣା ଉପରେ ଆଲୋଚନ କରିବା | କେତେକ ସ୍ଥାନୀୟ ଲୋକଙ୍କ ମତରେ ଠାରେ ଗୋଟେ ଶିଶୁର ପିତା ଶିଶୁକୁ ମହାନଦୀକୁ ଫିଙ୍ଗିବା ପାଇଁ ଜୀବନରୁ ମାରି ଦେବା ପାଇଁ ମଗାନଦୀ ଅଭିମୁକେ ଆସୁଥିଲା | ସମସ୍ତ ଵେବସ୍ତ ପରେ ଯେତେବେଳେ ଶିଶୁର ପିତାଟି ମହାନଦୀ ସେତୁ ଉପରକୁ ଆସିଲେ ସେ ଆଉ କିଛି ନଭାବି ଶିଶୁଟିକୁ ମହାନଦୀ ଗର୍ଭରେ ଫିଙ୍ଗିଦେଲେ |

ଶିଶୁକୁ ଫିଙ୍ଗିଦେବା ପରେ ଶିଶୁଟି ଯାଇ ମହାନଦୀ ଗର୍ଭରେ ପଡିଗଲା ଠିକି ସେଥିକି ବେଳେ ଚନ୍ଦ୍ରପୁରର ମା ଚନ୍ଦ୍ରହାସିନୀ ଙ୍କର ଅପାର କୃପା ଦେଖିବାକୁ ମିଳିଲା ହଟାତ ସେହି ମହାନଦୀ ଗର୍ଭରେ ଯାଇ ମା ପ୍ରକଟ ହେଲେ ସଙ୍ଗେ ସଙ୍ଗେ ସେହି ଛୁଆଟିକୁ ମହାନଦୀ ଗର୍ଭରୁ ଉଦ୍ଧାର କରି ମହାନଦୀ କୂଳକୁ ଆଣିଲେ ସ୍ଥାନୀୟ ଲୋକ ମାନେ କୁହନ୍ତି ସେହି ଶିଶୁଟିକୁ ଉଦ୍ଧାର କଲା ପରେ ଶିଶୁଟି ଆଜି ମଧ୍ୟ ମା ଚନ୍ଦ୍ରହାସିନୀ ହାସିନୀଙ୍କ ସେବା ଯନ୍ତ୍ରରେ ମଗ୍ନ ହୋଇ ରହିଛି |

About odisha news

Check Also

ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଦୁର୍ଗା ପୂଜା ଅଫର କମିଲା ସୁନା (Gold) ଦର ଭୁବନେଶ୍ୱର ର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ବନ୍ଧୁଗଣ ରାଜ୍ୟରେ ଆଜି ପୁଣିଥରେ ସୁନା ଦର କମିଥିବାର ଦେଖିବାକୁ ମିଳିଛି 22 ଏବଂ 24 କ୍ୟାରେଟ ସୁଦ୍ଧ ସୁନା …

Leave a Reply

Your email address will not be published.