ଦର୍ଶକବନ୍ଧୁ ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥଙ୍କୁ ସୃଷ୍ଟିର ଅଧି ପତି ବୋଲି ମାନିଥାଉ ମହାଦେବ ହିଁ ସୃଷ୍ଟିର ପାଳନ ହାର ବୋଲି କୁହାଯାଏ | ବନ୍ଧୁଗଣ ଭୋଳାନାଥ ଯେତେବେଳେ କୌଣସି ପର୍ସନ ହୁଅନ୍ତି ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷୀୟୀ ଥାନ୍ତି ଭଗବାନ ଭୋଳାନାଥ କୁ ପ୍ରଶ୍ନ କରିବା ଅତି ସହଜ ହୋଇଥାଏ |
ଆଉ ଏହା ମଧ୍ୟ ଜାଣି ରଖନ୍ତୁ ଯେ ମହାଦେବ ଏବେ କିଛି ରାଶିଙ୍କ ଉପରେ ପର୍ସନ ହୋଇଛନ୍ତି ମହାଦେବ ତାଙ୍କର ଭକ୍ତି ରେ ଖୁସି ହୋଇସାରିଛନ୍ତି | ଆଜି ରାତି ଠାରୁ ଏହି ରାଶି ମାଳା ମାଲେ ହେବାକୁ ଯାଉଛନ୍ତି ଭଗବାନ ଭୋଳାନାଥ ଙ୍କର କୃପାରୁ ଆପଣଙ୍କ ଦୁଃଖ କଷ୍ଟର ଦିନ ଏବେ ଶେଷ ହେବାକୁ ଯାଉଛି ଏବଂ ଭଲ ଦିନ ଖୁବୁ ଶୀଘ୍ର ଆସିବାକୁ ଯାଉଛି ଏବଂ ବେପାର ବାଣିଜ୍ୟ ରେ ଆପଣଙ୍କର ଦୁଇ ଗୁଣ ଆଗକୁ ବଢି ଚାଲିବ |
ବନ୍ଧୁଗଣ ଆପଣଙ୍କୁ ଟଙ୍କା ପଇସାର ଅଭାବ ରହିବ ନାହିଁ ଭଗବାନ ଭୋଳାନାଥ ଙ୍କ କୃପାରୁ ଆପଣଙ୍କର ଏସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ସେସବୁ ପୁରାଣ ହେବାରେ ଲାଗିବ ବା ଚଳିବାରେ ଲାଗିବ ଏବଂ ଆପଣଙ୍କ ଜୀବନରେ ଆସୁଥିବା ସବୁ ଅସୁବିଦା ସେ ସବୁ ଦୂର କରି ଦେବେ |
ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ତେବେ ଦୂରରେ ରହିବେ ସମାଜରେ ଆପଣଙ୍କୁ ଲୋକ ମାନେ ମାନସନମାନ ଦେବେ ଆପଣାକୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବ | ତେବେ ବନ୍ଧୁଗଣ ପ୍ରଭୁ ଭୋଳାନାଥ ଙ୍କର କୃପାରୁ ଯେଉଁ ଲୋକ ମାନେ ବେ ରୋଜଗାର ଅଛନ୍ତି ସେମାନଙ୍କୁ ଭଲ ଚାକିରୀ ମଧ୍ୟ ମିଳିଯିବ ଭୋଳାନାଥ ଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ ସଫଳତାମିଳିବା ପାଇଁ ଯାଉଛି |
ଲୋକ ମାନେ ଆପଣଙ୍କୁ ସବୁ କଷ୍ଟ ପଚାରି ବୁଝି କମା କରିବେ | ଆପଣଙ୍କ ଘର ପରିବାରରେ ଖର୍ଚ୍ଚ କାମ ହେବ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ିବାରେ ଲାଗିବ ଭୋଳାନାଥଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମ ବିଶ୍ବସ ବଢି ଯିବ ଏବଂ ପ୍ରେମ ସମନ୍ଦ ଆପଣଙ୍କର ମଧୁର ରହିବ ତେବେ ବନ୍ଧୁଗଣ ପ୍ରଭୁ ଭୋଳାନାଥଙ୍କ କୃପାରୁ ଯେଉଁ ରାଶି ଗୁଡିକ ଭାଗ୍ୟବାନ ହେବାକୁ ଯାଉଛନ୍ତି |
ସେହି ରାଶି ଗୁଡିକ ହେଲା କୁମ୍ଭ, ମିଥୁନ,କର୍କଟ,ସିଂହ,ବୃଷ ଏବଂ ତୁଳା ରାଶି ଲୋକ ମାନେ ବନ୍ଧୁଗଣ ଆପଣ ମାନେ ଜାଣିଲେ ଏହି 6 ରାଶି ପ୍ରଭୁ ଭୋଳାନାଥଙ୍କର ଆଶିଷ ଏବଂ କୃପା ଦୃଷ୍ଟି ରହିବ ଯାହା ଫଳରେ ଏମାନେ ପ୍ରଚୁର ଧନ ଲାଭ କରି ପାରିବେ |