Breaking News

ଅଲୌକିକ ମହିମା ! ମହାଦେବଙ୍କ ପାଦୁକା ପାଣି ପିଇଲେ ଦୂର ହୁଏ ସବୁ ରୋଗ

ସଦୃଶ୍ୟ ମନ୍ଦିର ମନ୍ଦିର ଉପରେ ଉଡୁଛି ନେତ ଆଉ ଏହି ନେତ ହିଁ ସ୍ପଷ୍ଟ ବୟାନ କରୁଛି କେତେ ମହାନ ଏହି ପୀଠ ର ମାହାତ୍ମ୍ଯ | ମନ୍ଦିରର ପ୍ରତ୍ଯେକଟି କୋଣରେ ଭରି ରହିଛି | ଆଧ୍ୟାତ୍ମିକର ପରିଭାଷା ଭକ୍ତ ଙ୍କ ଭକ୍ତି ଭାବନାରେ ଭରି ଉଠୁଛି ଏକ ଭାବମୟ ପରିବେଶ | ଏ ହେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗାଁରେ ଥିବା ପଶ୍ଚିମା ଶମ୍ଭୁ ସୋମନାଥ ଦେବ ଙ୍କ ମନ୍ଦିର |

ଏହି ମନ୍ଦିର ୧୨୦୦ ଖ୍ରୀଷ୍ଟାବ୍ଧ ର ହୋଇ ଥିବା ବେଳେ ପୁରୀ ଗଜପତି ପ୍ରଥମ ରାମଚନ୍ଦ୍ର ଦେବ ଏହାକୁ ନିର୍ମାଣ କରିଥିବା କିମ୍ବଦନ୍ତୀରୁ ଶୁଣିବାକୁ ମିଳେ | ତେବେ ଏହି ପୀଠରେ ବର୍ଷ ତମାମ ବିଭିନ୍ନ ପର୍ବପର୍ବାଣି ପାଳନ କରାଯାଏ | ଠାକୁର ଙ୍କ ରୀତି ନୀତି ମଧ୍ୟ ସମୟାନୁସାରେ କରାଯାଇଥାଏ |


ସକାଳ ମଙ୍ଗଳ ଆରତି , ମଇଲମ , ତଡପ ଲାଗି ସହିତ ସର୍ବସାଧାରଣ ଦର୍ଶନ ଦିଆଯାଇଥାଏ | ଠାକୁରଙ୍କ ମୁଖ୍ୟ ଭୋଗ ଭାବେ ଅର୍ଣ୍ଣ ଏବଂ ଡାଲମା ଭୋଗ ଲାଗି ହୁଏ | ଏହି ପୀଠର ରହିଛି ସ୍ଵତନ୍ତ୍ର ମାହାତ୍ମ୍ଯ | ଠାକୁର ଙ୍କ ମନ୍ଦିର ପରିସରରେ ରହିଛି ଏକ ନୀଳ ପୋଖରୀ | ଯାହା ନିଜର ଗୁରୁତ୍ଵ ବହନ କରିଥାଏ ଶ୍ରଦ୍ଧାଳୁ ଙ୍କ ପାଇଁ | ଏହି ନୀଳ ପୋଖରୀରେ ସ୍ନାନ କରି ପଣି ପିଇଲେ ଜ୍ଵର ଭଲ ହେବା ସହ ବିଭିନ୍ନ ରୋଗରୁ ଉପସମ ମିଳିଥାଏ | ସେଥିପାଇଁ ଶ୍ରଦ୍ଧାଳୁ ଙ୍କର ବେସ ଭିଡ ଜମିଥାଏ ଏଠି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About mahendra kumar

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *