ଦର୍ଶକବନ୍ଧୁ ବହୁ ଶ୍ରଦ୍ଧା ଓ ଭକ୍ତିରେ ବାହାରି ଥିଲେ ମହାଦେବଙ୍କ ପାଖକୁ ଶ୍ରାବଣର ପ୍ରଥମ ସୋମବାରରେ ନିଜର ମନସ୍କମାନ ପୁରାଣ ପାଇଁ ଦେବ ଦେବ ମହାଦେବ ଉପରେ ପାଣି ଢ଼ାଳିବା ସମୟରେ ମହାଦେବଙ୍କ ଦର୍ଶନ କରିବାକୁ ଧାଇଁ ଯାଇଥିଲେ କିନ୍ତୁ ସେ କଣ ଜାଣିଥିଲେ ମହାଦେବଙ୍କ ଦର୍ଶନ ନୁହେଁ ବରଙ୍ଗ ମୃ-ତ୍ୟୁ ତାଙ୍କୁ ଜଗି ବସିଥିଲା ବାଟରେ | ମହାଦେବଙ୍କୁ ଦର୍ଶନ କରି ପାଣି ଢାଳିବାର ଶେଷ ଇଚ୍ଛା ଇଚ୍ଛାରେ ହିଁ କରିଗଲା ଅଧାବାଟରେ ଚାଲିଗଲା ଜୀବନ |
ଏବେଲି ଦୁଃଖ ଖବର ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହ ବ୍ଲକ ଅଧିନସ୍ତ ଶ୍ୟାମସୁନ୍ଦର ଗ୍ରାମରେ | ସୂଚନା ଅନୁସାରେ ଶ୍ୟାମସୁନ୍ଦର ଗ୍ରାମର ଠକ ନାୟକନଙ୍କ ପୁଅ ବୁଟୁ ନାୟକ ଗତ କଲି ସନ୍ଧ୍ୟା ସମୟରେ ନିଜ ସାଙ୍ଗ ମାନଙ୍କ ସହ ବୋଲଭୋମ ଯିବା ପାଇଁ ଘରୁ ବାହାରି ଆସିଥିଲେ କିନ୍ତୁ ଭାଗ୍ୟରେ ଲେଖା ବୋଧ ହୁଏ ଆଗରୁ ତାଙ୍କୁ ଜଗି ବସିଥିଲା ଜମ ବୋଲବମ ପାଇଁ ଥିଓବା ପିକପ ଗାଡ଼ିରେ ଚଡି ପାଲ ଭିଡିବା ସମୟରେ ହଟାତ ତାଙ୍କ ଗୋଡ ଖସି ଯିବାରୁ ମୁଣ୍ଡ ମାଡ଼ ହୋଇ ସେ ତଳେ ଖସି ପଡ଼ିଥିଲେ |
ମୁଣ୍ଡ ମାଡାହେବାରୁ ମୁଡାରୁ ଅତ୍ୟଧିକ ରକ୍ତ ସ୍ରାବ ହୋଉଥିଲା ପରିବାର ଲୋକ ଓ ସାଙ୍ଗ ମାନେ ମିଶି ତୁରନ୍ତ ତାଙ୍କୁ ବଡମ୍ବା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ ନେଇଥିଲେ ସେଠାରେ କିଛି ସମୟ ଚିଖିଚ୍ୟ ପରେ ଡାକ୍ତର ତାଙ୍କୁ ମୃ-ତ୍ୟୁ ଘୋଷଣା କରିଥିଲେ |
ତେବେ ପିଲାଟିର ମୃ-ତ୍ୟୁ ଖବର ପାଇବା ପରେ ସାନିୟା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …