Breaking News

ମହାଦେବଙ୍କ ଭୁତ ଆତ୍ମା ମାନେ ବଞ୍ଚାଇଲେ ମହାଦେବ ଙ୍କର ଭକ୍ତଙ୍କ ଜୀବନ, ତାପରେ ଯାହା ହେଲା ଆପଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ଜଣେ ଲୋକ ମଶାଣିରେ କାମ କାରୁଥିଲେ ସେ ଜଣେ ଲୋକ ହେଉଛି ନିଶାନ୍ତ ମଶାଣି ଘାଟରେ ନିଜ ଇଚ୍ଛାରେ କାମ କରୁଥିଲେ ତାଙ୍କ ପାଖରେ ପଇସାର ଅଭାବ ବହୁତ ଥିଲା ସେଥିପାଇଁ ସେ ଏହି ମଶାଣି ଚାକିରୀକୁ ବାଧ୍ୟରେ ନେଇଥିଲେ ତାଙ୍କ ପରିବାରରେ ଏହି ଚାକିରୀ ଏହି କାମ କେହିବି କରିନଥିଲେ ତାଙ୍କ ପରିବାର ବାଲେଶ୍ୱର ରେ ଥିବା ଆଜଙ୍ଗ ଗଡରେ ରହୁଥିଲେ ଯେଉଁଠି ତାଙ୍କ ସ୍ତ୍ରୀ ଓ ତାଙ୍କ ଦୁଇ ପୁଅ ତାଙ୍କ ପରିବାରରେ ତାଙ୍କ ମା କେବଳ ରହୁଥିଲେ |

ବନ୍ଧୁଗଣ ନିଶାନ୍ତ ମଶାଣି ଘାଟକୁ ଆସି ସମସ୍ତ ଲାଶ ର କ୍ରିୟା କର୍ମ କରୁଥିଲେ ସେଠାରେ ଉପସ୍ଥିତ ଥିବା ପଣ୍ଡିତ ମନାକର ସାହାଯ୍ୟ କରୁଥିଲେ ରାତି ହେଉହେଉ ହିଁ ନିଶାନ୍ତକୁ ମଶାଣି ଘାଟରେ ଶୋଇବାକୁ ପଡୁଥିଲା କାହିଁକି ନା ତାଙ୍କ ପାଖରେ ଏତେ ପଇସା ନଥିଲା କି ସେ ଶୋଇବା ପାଇଁ ଘର କିମ୍ବା କୌଣସି ଜାଗା ଖୋଜିନେବେ | ବନ୍ଧୁଗଣ ଶୋଇବା ସମୟରେ ନିଶାନ୍ତକୁ ତାଙ୍କ ଛାତିରେ ଅଚାନକ ଛାତି କାଟିବା ଦରଜ ଅନୁଭବ ହେଲା ଯେବେ ସେ ଉଠିବାକୁ ଚାହିଁଲେ | ସେତେବେଳେ ତାଙ୍କ ହାତ ଗୋଡ କାମ କରିଲା ନାହିଁ ଯେମିତିକି ତାଙ୍କ ହାତ ଗୋଡ କୌଣସି ଖରାପ ଶକ୍ତି ଆଉ କାହା ଆୟତନରେ ତାଙ୍କ ହାତ ଗୋଡ ଅଛି |

ନିଶାନ୍ତ ଏହି କଟହ ଜଣେ ପଣ୍ଡିତକୁ କହିଲେ ପଣ୍ଡିତ ନାନା ଏହା ପରେ ଯାହା କହିଲେ ତାହାକୁ ଶୁଣି ନିଶାନ୍ତ ଙ୍କର ମୁଣ୍ଡ ଖରାପ ହୋଇଗଲା | ପଣ୍ଡିତ ନାନା ତାଙ୍କୁ କହିଲେକି କୋଉ ଭୁତ ଆତ୍ମା ତମ ଶରୀରକୁ ତା ଆୟତନ ରେ କରିବାକୁ ବସିଛି ଓ ତୁମେ ଯୁଆଡେ ଯିବ ସେ ତମ ପଛେ ପଛେ ଯିବା ଏହି ଆତ୍ମ ତୁମ ପିଚା କେବେ ଛାଡିବ ନାହିଁ ଏହା ଶୁଣି ନିଶାନ୍ତ ପୁରା ଚିନ୍ତାରେ ପଡିଗଲା ସେ ଯେତିକି ଦରିଥିଲା ସେ ଆହୁରି ଡରିଗଲା | ସେ ପଣ୍ଡିତଙ୍କ ଠାରୁ ଡରି ଉପାୟ ମାଗିଲା ତାପରେ ପଣ୍ଡିତ ନାନା କହିଲେକି ମୋ ହିସାବରେ ଏବେ ଠାରୁ ତମ ଜୀବନର ଶେଷ ପର୍ଯ୍ୟନ୍ତ ଶିବଙ୍କ ଭକ୍ତିରେ ପୁରା ଲୀନ ହେବାକୁ ପଡିବ |

ଯେତେବେଳେ ସେ ଶିବ ମନ୍ଦିର ପାହାଚରେ ଚଢିଲା ସେତେବେଳେ ସେ ପଛୁଆ ପଡିଗଲା ତାପରେ ସେ ବହୁତ ଚେଷ୍ଟା କଲା ମନ୍ଦିର ଭିତରକୁ ଯିବା ପାଇଁ କିନ୍ତୁ ସେ ସେହି ମନ୍ଦିର ଭିତରକୁ ପ୍ରବେଶ କରି ପାରୁନଥିଲା ଆଉ ତା ପାଦ ଉଠିଲା ନାହିଁ | ଏବେ ନିଶାନ୍ତ କେବଳ ମହା ମୂର୍ତଞ୍ଜୟ ମନ୍ତ୍ର ଜପକଲା ମନ୍ତ୍ର ଜୋରେ ଜୋର ଜପିବାକୁ ଲାଗିଲା ସେହି ମନ୍ତ୍ର ଶୁଣି ସେହି ସଇତାନ ପୁରା ରାଗିଗଲା ସେ ରାଗିକି ନିଶାନ୍ତର ଆଙ୍ଗୁଠିକୁ ମୋଡି ଦେଲା ଓ ତାର ଆଙ୍ଗୁଠି ଭାଙ୍ଗିଗଲା ତାପରେ ନିଶାନ୍ତଙ୍କୁ ବହୁତ ଜୋରରେ କଷ୍ଟ ହେଲା |

ନିଶାନ୍ତ ମହାଦେବଙ୍କ ଆଗରେ କାନ୍ଦିକି ଆଣ୍ଠେଇ ପଡିଲା ମହାଦେବ ମତେ ବଞ୍ଚାଇ ଦିଅ ମହାଦେବ ତାପରେ ତାକୁ ବଞ୍ଚାଇ ଦେଲେ ତାପରେ ନିଶାନ୍ତ ମହାଦେବଙ୍କୁ କହିଲା ମୋ ଜିଅବଂ ବଞ୍ଚାଇଥିବାରୁ ବହୁତ ବହୁତ ଧନ୍ୟବାଦ | ତାପରେ ଭଗବାନ ଶିବ ହସିକି କହିଲେ ସେ ଆତ୍ମା ନିଜର ଲୋଭ କାରଣରୁ ପୃଥିବୀରେ ବୁଲୁଥିଲା ଏଥିଲାଗି ସେ ହଇରାଣ କରୁଥିଲା ଏବେ କିଛି ଚିନ୍ତାର କଥା ନାହିଁ ଏବେ ତମେ ତମେ ଶୋଇପଡ |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.