Breaking News

ମହାଦେବଙ୍କ ଅତିପ୍ରିୟ ଏହି ୫ଟି ରାଶି ମହାଦେବ ସବୁବେଳେ କରିଥାନ୍ତି ଏମାନଙ୍କ ରକ୍ଷା, ଏହି ରାଶିର ଉପରେ ପ୍ରଭୁ ମହାଦେବ କରିବେ ଧନର ବର୍ଷା !

ନମସ୍କାର ବନ୍ଧୁଗଣ ମହାଦେବଙ୍କର ଅତିପ୍ରିୟ ଏହି 5ଟି ରାଶି ମହାଦେବ ସବୁ ବେଳେ କରନ୍ତି ଏମଙ୍କର ରକ୍ଷା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତେକ ମନୁଷ୍ୟର ରାଶି ଏକ ମହତ୍ଵପର୍ଣ ହୋଇଥାଏ | ରାଶି ଓ ନକ୍ଷେତ୍ର ମାନଙ୍କର ଆଧାରରେ ମନୁଷ୍ୟ ଜୀବନ ସହ ଏକ ଜଡିତ କଥା ପୂର୍ବରୁହିଁ ଅନୁମାନ କରିପାରେ ଯେତେବେଳେ ଜଣେ ମନୁଷ୍ୟ ଜନ୍ମ ହୋଇଥାଏ ତାର ଜନ୍ମ ସମୟରେ ହିଁ ତାର ନକ୍ଷେତ୍ର ଥିତି ଓ ବାର ଅନୁସାରେ ତାର ନାମକରଣ କରାଯାଏ ମନୁଷ୍ୟ ନାମର ପ୍ରଥମ ଅକ୍ଷରରୁ ହିଁ ତାର ରାଶି କଣ ଅଟେ ତାହା ସ୍ଥିର କରାଯାଏ |

ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ରାଶି ଚକ୍ରରେ ବାରଗୋଟି ରାଶି ରହିଛି ଏବଂ ସବୁ ରାଶିଙ୍କର ଅଲଗା ଅଲଗା ମହତ୍ୱ ମଧ୍ୟ ରହିଥାଏ ବ୍ୟକ୍ତି ନିଜ ରାଶିରୁ ନିଜର ବ୍ୟକ୍ତିତ୍ୱ ଏବଂ ଶୋଭାବ ଭଳି ଏମିତି ଅନେକ କିଛି କଥା ଜାଣିପାରେ | କେବଳ ଏତିକି ନୁହେଁ ନିଜର ରାଶିର ସାହାଯ୍ୟରେ ବ୍ୟକ୍ତି ନିଜର ଭବିଷ୍ୟତ ସହ ଜଡିତ ଅନେକ ସୂଚନା ମଧ୍ୟ ହାସଲ କରିପାରେ ଜୋତିଷ ଶାସ୍ତ୍ର ଅନୁସାରେ ଏହିପରି ୫ଟି ରାଶି ବିଷୟରେ କୁହାଯାଇଛିଯେ ଯେଉଁମାନେ ବହୁତ ଭାଗ୍ୟ ସାଳି ଅଟନ୍ତି |

ଏପରି କୁହାଯାଇଛି କି ଏହି ୫ଟି ରାଶି ଉପରେ ସ୍ୱୟଂ ଭଗବାନ ଶିବ ବିଶେଷ କୃପା କରିଥାନ୍ତି ଏହି ରାଶିର ଲୋକେ ଯେତେ ସମସ୍ୟାରେ ପଡିଲେ ମଧ୍ୟ ମହାଦେବଙ୍କର କୃପାରୁ ସବୁ କଠିନ ପରିସ୍ଥିତିରୁ ସହଜରେ ବାହାରି ହୋଇ ଆସନ୍ତି | ତେବେ ଆସନ୍ତୁ ଜାଣିବା କେଉଁ ୫ଟି ରାଶି ଉପରେ ଭାଗବାନ ଶିବଙ୍କର କୃପା ସଦା ସର୍ବଦା ରହିଥାଏ |
କୁମ୍ଭ ରାଶି
କୁମ୍ଭ ରାଶି ସ୍ୱାମୀ ମଧ୍ୟ ଶନି ଦେବ,କିନ୍ତୁ ଏହି ରାଶି ଉପରେ ଶନି ଦେବଙ୍କର ବିଶେଷ ଅନୁଗ୍ରହ ରହିଛି | ଆପଣ ମହାଦେବଙ୍କ ସହ ଶାନିଦେବଙ୍କ କୃପା ମଧ୍ୟ ପାଇପାରିବେ | ଅନେକ ଲୋକ ଜାଣନ୍ତି ନାହିଁ କେଉଁ ଦେବତାଙ୍କର ଅନୁଗ୍ରହ ଗ୍ରହଣ କରିବେ, ଯେଉଁଥି ପାଇଁ ସେମାନେ ସେହି ଦେବତା ଙ୍କ ବିଶେଷ ଅନୁଗ୍ରହ ପାଇ ପାରନ୍ତି ନାହିଁ |

କନ୍ୟା ରାଶି
ଏହି ରାଶିର ସ୍ୱାମୀ ହେଉଛନ୍ତି ବୁଧ ତେଣୁ ଏମାନଙ୍କୁ ସବୁଜ ରଙ୍ଗ ବିହୁତ ଆକର୍ଷିତ କରିଥାଏ ଏମାନଙ୍କ ଉପରେ ସବୁବେଳେ ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିଥାଏ | ଯାହା ଫଳରେ ଏମାନଙ୍କ ଜୀବନରେ ଅନେକ ସଫଳତା ମଧ୍ୟ ଆସିଥାଏ ଏମାନଙ୍କୁ ମହାଦେବଙ୍କର ପବିତ୍ର ମାସରେ ଶିବ ଲିଙ୍ଗରେ ଜଳ ଏବଂ ମହୁରେ ଅଭିଷେକ କରିବା ଉଚିତ ଯାହା ଫଳରେ ଆପଣ ଜଜିବନରେ ଅନେକ କିଛି ହାସଲ କରିପାରିବେ | ଆପଣ ମାନେ ପ୍ରତେକ ଦିନ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ |

ମେଷ ରାଶି
ଏହି ରାଶି ର ସ୍ୱାମୀ ହଉଛନ୍ତି ମଙ୍ଗଳ | ଏହି ରାଶି ଭଗବାନ ଶିବଙ୍କ ପାଇଁ ଅତ୍ୟନ୍ତ ପ୍ରିୟ|କୁହାଯାଏ ଯେ ଯେଉଁ ବ୍ୟକ୍ତି ତାଙ୍କ ରାଶିରେ ମଙ୍ଗଳ ଗ୍ରହର ଖରାପ ପ୍ରଭାବ ପକାଉଛି, ସେ ସୋମବାର ଦିନ ଶିବଲିଙ୍ଗ ଉପରେ ପାଣି ଦେବା ଉଚିତ୍। ଏହା କରି ଭଗବାନ ଶିବ ପ୍ରସନ୍ନ ହୁଅନ୍ତି ଏବଂ ମଙ୍ଗଳ ଗ୍ରହର ପ୍ରଭାବ କମିଯାଏ | ଭଗବାନ ଶିବ ମେଷ ରାଶିର ଲୋକମାନଙ୍କ ଉପରେ ଅନୁଗ୍ରହ ବଜାୟ ରଖନ୍ତି | ଏହିପରି ଲୋକଙ୍କ ପାଖରେ ଟଙ୍କା ଅଭାବ ହୁଏ ନାହିଁ | ଏପରି ପରିସ୍ଥିତିରେ, ମେଷ ରାଶି ଲୋକମାନେ ପ୍ରତି ସୋମବାର ଶିବଲିଙ୍ଗକୁ ପାଣି ଦେବା ଉଚିତ୍ |

ମକର ରାଶି
ଏହି ରାଶିର ଶନି ହେଉଛି ସ୍ୱାମୀ | ଏହି ରାଶି ମଧ୍ୟ ଭଗବାନ ଶିବଙ୍କ ପାଇଁ ଅତ୍ୟନ୍ତ ପ୍ରିୟ|ଭଗବାନ ଶିବ ଏହି ରାଶିର ଲୋକଙ୍କ ଉପରେ ସର୍ବଦା ଅନୁଗ୍ରହ ବଜାୟ ରଖନ୍ତି|ମକର ରାଶିର ଲୋକ ମାନଙ୍କ ପ୍ରତ୍ୟେକ ଅସୁବିଧା ଶ୍ରାବଣ ରେ ଦୂର ହେବ |ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହିବ | ଯଦି ଆପଣ ମଧ୍ୟ ସେହିପରି କରିବାକୁ ଚାହାଁନ୍ତି ତେବେ ଏହି ଶ୍ରାବଣ ରେ ଭଗବାନ ଶିବଙ୍କୁ ପୂଜା କରନ୍ତୁ |
ବୃଷ ରାଶି
ଏହି ରାଶି ଲୋକେ ଭଗବାନ ଶିବଙ୍କର ଅତିପ୍ରିୟ ନିକଟତର ହୋଇଥାନ୍ତି ଏମାନଙ୍କୁ ଯେତେବି ଅସୁବିଧା ଓ ଖରାପ ସମୟ ଆସିଲେ ମଧ୍ୟ ମହାଦେବଙ୍କର କୃପାରୁ ଏମାନେ ସହଜରେ ପାର ହୋଇଯାନ୍ତି | ଏମାନେ ସବୁ ବେଳେ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ଭକ୍ତୟୀ କରିଥାନ୍ତି ଏହି ରାଶିର ଲୋକ ମନକୁ ମହାଦେବଙ୍କ କୃପାରୁ ବହୁତ କାମ ସମୟରେ ଅଧିକ ସଫଳତା ମିଳିଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.