ନମସ୍କାର ଦର୍ଶକବନ୍ଧୁ ଜ୍ୟୋତିଷ ଜତିଷଶାସ୍ତ୍ର ଅନୁସାରେ ରାଶି ଚକ୍ରରେ 12ଟି ରାଶି ଅଛି ଏବଂ ପ୍ରତେକ ବ୍ୟକ୍ତି କୌଣସି ନ କୌଣସି ରାଶି ସହିତ ଯୋଡି ହୋଇରହିଥାନ୍ତି ଯାହାଦ୍ୱାରା ଲୋକମାନଙ୍କ ଜନ୍ମ କୁଣ୍ଡଲିଦେଖି ସେମାନଙ୍କର ଜୀବନରେ ଘଟିବାକୁ ଯାଉଥିବା ଘଟଣା ବିଷୟରେ ସହଜରେ ଜାଣିପାରିବେ | ତେବେ ଆସନ୍ତୁ ଆଜି ଆମେ ଜାଣିବା ସେହି 12ଟି ରାଶି ମାନଙ୍କର ଭିତରୁ କେଉଁ 2ଟି ରାଶି ମାଙ୍କର ଭାଗ୍ୟ ବିଷୟରେ |
ଯାହାକୁ ଦୁନିଆର ସବୁଠୁ ଶକ୍ତିଶାଳୀ ରାଶି ମାନାଯାଏ କାରଣ ଏହି ଦୁଇଟି ରାଶି ଭଗବାନ ଶିବଙ୍କର ଆସରିବାଦ ସଦା ସର୍ବଦା ରହିଥାଏ | ଶାସ୍ତ୍ରରେ ଶିବଙ୍କ ଶକ୍ତିର କୌଣସି ବର୍ଣନା ନାହିଁ ଏବଂ ଦେବଦେବ ମହାଦେବ କହିବାର ଅର୍ଥ ସବୁ ଦେବତାଙ୍କ ଭଗବାନ ଶିବ ବ୍ରହ୍ମଣ୍ଡର ସୃଷ୍ଟିକର୍ତ୍ତା ରୂପେ ଜଣାଯାଉଥିବା ଭଗବାନ ଶିବଙ୍କ କୃପା ଯାହାଉପରେ ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନେ କେବେହେଲେ କୌଣସି ସମସ୍ୟା ରହେନାହିଁ | ଜୀବନରେ କରୁଥିବା ପ୍ରତେକ କାର୍ଯ୍ୟରେ ସଫଳତା ମିଳିଥାଏ |
ମହାଦେବ ସର୍ବଦା ଏମାନଙ୍କ ସାହିର ରହିଥାନ୍ତି ଯାହାଦ୍ୱାରା ଘରୁ ବାହାରି ବାମାନେ ଏହି ରାଶିର ବ୍ୟକ୍ତି ଏବଂ ମହିଳା ମାନଙ୍କ ପାଇଁ ସଫଳତାର ରାସ୍ତା ଆପେପେ ଖୋଲିଯାଏ | ସେହି ପରି 12ଟି ରାଶି ମଧ୍ୟରୁ ରହିଥିବା ଗ୍ରହ ମାନଙ୍କର ଉପସ୍ତିତି ଦ୍ୱାରା ଅମଜିବନରେ ଅନେକ ଘଟଣା ଘଟିଥାଏ | ଆମ ଜୀବନରେ ଘଟୁଥିବା ପ୍ରତେକ ଘଟଣା ଭାଲ ଏବଂ ଖରାପ ଘଟଣାର କାରଣ ଅମରସିରେ ଥିବା ଗ୍ରହ ମାନଙ୍କର ଉପସ୍ତିତି ଦ୍ୱାରା ହାଇଥାଏ |
ଏହି ଦୁଇଟି ରାଶିର ଗ୍ରହ ମାନଙ୍କର ମଧ୍ୟରୁ ବୃହସ୍ପତି ଗ୍ରହର ପ୍ରଭାବ ଏହି ଦୁଇଟି ରାଶି ଉପାରେ ରହିଥାଏ କାରଣ ବୃହସ୍ପତି ଗ୍ରହ ଆପଣଙ୍କର କର୍ମ କାର୍ଯ୍ୟର ଗ୍ରହ ଯାହାକି ଆପଣଙ୍କର ଜୀବନରେ କରୁଥିବା ସମସ୍ତ କାର୍ଯ୍ୟରେ ସଫଳତା ଆଣିବା ସହିତ ଜୀବନରେ ଦୁଃଖ କଷ୍ଟ ଦୂର କରିଥାଏ | ଆପଣଙ୍କ ଜନ୍ମ କୁଣ୍ଡଳୀରେ ରହିଥିବା ଗ୍ରହ ମାନଙ୍କ ମଧ୍ୟରୁ ବୃହସ୍ପତି ଗ୍ରହ ଉଚରେ ଥିବା କାରଣରୁ ଅନ୍ୟ ଗ୍ରହ ମାନକ ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିନଥାଏ |
ବୃହସ୍ପତିଙ୍କ ଉପରେ ଅଧିକ ମହାଦେବଙ୍କର ଆସରିବାଦ ରହିଥାଏ | ତେବେ ସେହି ଦୁଇଟି ରାଶି ହେଉଛି ତୁଳା ଏବଂ କୁମ୍ଭ ରାଶି ଏହି ଦୁଇଟି ରାଶି ଉପରେ ସର୍ବଦା ମହାଦେବଙ୍କ ଆସରିବାଦ ରହିଥାଏ ଏବଂ ବୃହସ୍ପତିଙ୍କର ଉଚ୍ଚା ପାଦ ଏମାନଙ୍କର ପ୍ରତେକ କାର୍ଯ୍ୟରେ ସଫଳତା ଆଣିଦିଏ | ଯାହାଦ୍ୱାରା ଏହା ବ୍ୟକ୍ତିଙ୍କୁ ସଫଳତା ପାଇବାରେ କେହି ଅଟକେଇ ପାରନ୍ତିନି | ଭଗବାନଙ୍କ ଆସରିବାଦ ଲାଗିରହିଥାଏ ଏବଂ ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ |