Breaking News

ମାଗଣା Ration ନେଉଥିଲେ ସାବଧାନ ସରକାର ଦେଲେ ସୂଚନା ଗଣିପାରନ୍ତି 10 ହଜାର ଟଙ୍କା ଦେଖନ୍ତୁ କେଉଁମାନେ ଦେବେ…

ଦର୍ଶକବନ୍ଧୁ ସବୁଠାରୁ ବଡ଼ ଖବର ବନ୍ଦ ହେବ ଏହି ଲୋକମାନଙ୍କର ରାସନ କାର୍ଡ ଗଣିବେ 10 ହଜାର ଟଙ୍କା ଫାଇନି ବନ୍ଧୁଗଣ କେନ୍ଦ୍ର ସରକାର ଓ ଡଟସ ମୁଖ୍ତମନ୍ତ୍ରୀ ନଵୀନ ପଟନାୟକ ଗରିବ ଲୋକ ମାନଙ୍କ ପାଇଁ ରାସନ କାର୍ଡ ଵେବସ୍ତ କରିଛନ୍ତି ରାସନ କାର୍ଡ ଥିଲେ ଲୋକ ମାନେ କାମ ଟଙ୍କାରେ ଗହମ ଓ ଚାଉଳ ପାଇପାରିବେ |

ଦର୍ଶକବନ୍ଧୁ ବର୍ତମାନ ରାସନ କାର୍ଡ କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି ରାସନ କାର୍ଡ ରେ ଅନେକ ଅଯୋଗ୍ୟ ହିତାଧିକାରୀ ମାନେ ଅନେକ ଭରପୁରୁ ଲାଭ ଉଠାଇବା ନେଇ ଅଭିଯୋଗ ଆସୁଛି ସାଧାରଣ ଏହି ଯୋଜନା ଗରିବ ଲୋକଙ୍କ ପାଇଁ ହୋଇଥିଲା ବେଳେ କିଛି ରୋଜଗାର ଖେମ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇ ସରକାରଙ୍କୁ ଚକମା ଦେଉଛନ୍ତି |

ବନ୍ଧୁଗଣ ଏହି ଯୋଜନା ଗରିବ ଲୋକଙ୍କ କଲ୍ୟାଣ ପାଇଁ ହୋଇଥିବା ବେଳେ କିଛି ଲୋକ ଏହାର ଭରପୁର ଫାଇଦା ଉଠାଉଛନ୍ତି ବନ୍ଧୁଗଣ ଗତ କିଛି ମାସ ହେବ କିଛି ରାଜ୍ୟରେ ଅନେକ ଅଯୋଗ୍ୟ ଲୋକ ମାନଙ୍କୁ ମାଗଣା ରାସନ ସାମଗ୍ରୀ ମିଳିଥିବା ନେଇ ଅଭିଯୋଗ ହୋଇଛି ସେମାନଙ୍କୁ ରାସନ କାର୍ଡ ମାଧ୍ୟମରେ ସମସ୍ତ ରାସନର ସୁବିଦା ମିଳୁଛି |

ବନ୍ଧୁଗଣ ରାଜ୍ୟସରକାର ଏଥର ବଡ଼ ନିଷ୍ପତି ନେଇଛନ୍ତି ଏହି ଅଯୋଗ୍ୟ ଲୋକ ମାନଙ୍କର ରାସନ କାର୍ଡ ରଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ଏବେ ସମସ୍ତ ରାସନ କାର୍ଡ ଧରି ମାନଙ୍କର କାର୍ଡ ଯାଞ୍ଚ କରାଯିବ ଆଉ ଆୟୋଗ ରାସନ କାର୍ଡ ଧାରୀଙ୍କର ଆସନ୍ତା ମେ ୩୧ ସୁଦା ବନ୍ଦ କରାଯିବ ବୋଲି ସୂଚନା ମିଳିଛି |

ଦର୍ଶକବନ୍ଧୁ ଏହାକୁ ନେଇ ରାଜ୍ୟସରକାର ନବୀନ ପଟନାୟକ ସମସ୍ତ ଜିଲ୍ଲାର DM କୁ ସୂଚନା ଦେଇଛନ୍ତି ଯେଉଁ ଲୋକମାନଙ୍କ ମାସିକ ଦରମା 1000 ରୁ ଅଧିକ ଅଛି ସେମାନଙ୍କ ରାସନ କାର୍ଡ କୁ ରଦ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି ବନ୍ଧୁଗଣ ଏତିକି ନୁହେଁ ଯେଉଁ ମାନଙ୍କ ଘରେ ଚାରିଚକିଆ ଗାଡି ଅଛି ଓ ଯେଉଁ ମାନେ କରଜ ଦାତା ଅଟନ୍ତି ସେମାନଙ୍କର ରାସନ କାର୍ଡକୁ ମଧ୍ୟ ବନ୍ଦ କରିଦିଆଯିବା |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.