Breaking News

ମାତିଛନ୍ତି ବ୍ୟବସାୟୀ ଲୁଟେରା, ଆପଣ ବ୍ୟବହାର କରୁଥିବା ସର୍ପ ଆଉ ଲୁଣ ଅସଲି ତ Emiti ଜାଣନ୍ତୁ ନେହେଲେ ପଛରେ ପସ୍ତେଇବେ !

ନମସ୍କାର ବନ୍ଧୁଗଣ ଆପଣମାନେ ବ୍ୟବହାର କରୁଥିବା ସର୍ଫ ଏକ୍ସକ୍ଲେ ଆଉ ଲୁଣ କଣ ଓର୍ଜିନାଲ କି କେବେ ପରୀକ୍ଷା କରିଛନ୍ତି କି ଯଦି ପରୀକ୍ଷା କରି ନାହାନ୍ତି ତେବେ ପରୀକ୍ଷା କରନ୍ତୁ କାହିଁକି ନା ଆପଣମାନଙ୍କୁ ଅର୍ଜିନାଲ ରେ ମିଳି ପାରେ ଡୁପ୍ଲିକେଟ ପାହାଲ ଥାନା ଅଞ୍ଚଳରୁ ଯେଉଁ ପୁରୀ କେନାଲ ରହିଛି ତାହାର ସାଇଡ ରେ ଥିବା ଏକ ଘରୁ ଡୁପ୍ଲିକେଟ ସର୍ଫ ଓ ଲୁଣ ଜବତ କରିଛି ପାହାଳ ଥାନା ପୋଲିସ ଏବଂ ଏହି ଘଟଣାରେ ମାଲିକ ଫେରାର ଅଛନ୍ତି |

କିନ୍ତୁ ଜଣେ କର୍ମଚାରୀ ଧାରା ପଡିଛନ୍ତି ଦୀର୍ଘ ଦିନ ଧରି ରାଜଧାନୀ ର ଛାତି ଉପରେ ଚାଲି ଥିଲା ଏହି ଡୁପ୍ଲିକେଟ କାରବାର ପୋଲିସ କହିବା ଅନୁସାରେ ତାଙ୍କୁ ଖବର ମିଳିଥିଲା କି ଗୋଟିଏ ଜାଗାରେ ଡୁପ୍ଲିକେଟ ଜିନିଷ କିଛି ତିଆରି ହେଉଛି ବୋଲି ତାହା ପରେ ACP ଙ୍କୁ ଜଣାଇ ଚଡାଉ କରିଥିଲେ ଏବଂ ACP ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଏହା ପରେ ଫୁଡ୍ ସଫେଟୀ ଇନ୍ସପେକ୍ଟର ଙ୍କୁ ମଧ୍ୟ ସେଠାକୁ ଡକା ଯାଇଥିଲା ସେମାନେ ମଧ୍ୟ ଟେଷ୍ଟ କଲେ |

ଏହି ସବୁ ଡୁପ୍ଲିକେଟ ବୋଲି ଯାହା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଏହାର ର ମେଟାର ଡୁପ୍ଲିକେଟ ଓ ପ୍ୟାକେଟ ଗୁଡ଼ିକ ଓର୍ଜିନାଲ ବୋଲି ଜଣା ପଡ଼ିଛି ସେଠାକାର ମାଲିକ ହେଉଛନ୍ତି ହୃଷୀକେଶ ନାୟକ ସେ ବର୍ତ୍ତମାନ୍ ଫେରାର ଅଛନ୍ତି ପୋଲିସ କହିବା ଅନୁସାରେ ଏହି ସଂସ୍ଥା 1 ବର୍ଷରୁ 2 ବର୍ଷ ଚାଲିଥିଲା ଏହା କେଉଁଠୁ ଆସୁଥିଲା |

ତାହା ଜଣା ପଡି ନାହିଁ ଏବଂ କେଉଁ କେଉଁ ସ୍ଥାନରେ ଏହା ବିକ୍ରି କରାଯାଉଥିଲା ତାହା ମଧ୍ୟ ଜଣା ପଡି ନାହିଁ ଆଉ ଯେଉଁ କର୍ମଚାରୀ ଙ୍କୁ ଧାରା ଯାଇଥିଲା ସେ କହିଛନ୍ତି ସେ ଜଣେ ମୂଲିଆ ସେ କେବଳ ପ୍ୟାକିଙ୍ଗ କରନ୍ତି |

ଏହି ର ମେଟାଲ କେଉଁ ଠାରୁ ଆସେ ସେ ତାହା ଜାଣି ନାହାନ୍ତି ଆଉ ତାଙ୍କର ମାଲିକ ଫୋନ୍ ଲାଗୁନାହିଁ ସେଠାରେ ପୋଲିସର ରେଡ ପରେ ବିପୁଳ ମାତ୍ରର ନକଲି ସର୍ଫ ଓ ନକଲି ଲୁଣ ପୋଲିସ ଜବତ କରିଛି |

ତେବେ କୁହା ଯାଉଛି ଡ୍ରିଘ ଦେଢ଼ ବର୍ଷ ରୁ ଉର୍ଦ୍ଧ ରାଜଧାନୀର ବଜାରରେ ଏହା ବିକ୍ରି ହେଉଥିଲା ଯଦି ଆପଣ ସର୍ଫ ଓ ଲୁଣ ବ୍ୟବହାର କରୁଛନ୍ତି ତାହାଲେ ନିହାତି ଥରେ ପରୀକ୍ଷା କରନ୍ତି ଆପଣଙ୍କର ଲୁଣ ଓ ସର୍ଫ ଅସଲି ନା ନକଲି |

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.