Breaking News

ମାଡି ଆସୁଛି ପ୍ରବଳ ବର୍ଷା ଏହି Sabu ଜାଗାରେ ରଚିବ ତାଣ୍ଡବ, 16 ଜିଲ୍ଲା କୁ ସତର୍କ କରାଇଲା ପାଣିପାଗ ବିଭାଗ !

ବର୍ତମାନର ଖବର ପାଣିପାଗକୁ ନେଇ ଫୁଣି ଆସୁଛି ବଡ଼ ସୂଚନା ଲଘୁଚାପ ନେଲା ଭୟଙ୍କର ରୂପ ଆଜିଠାରୁ ବଢିବ ବର୍ଷର ପରିମାଣ 13 ତାରିଖ ଯାଏଁ ନିର୍ଘାତ ବର୍ଷା ଲାଗିରହିବ ଏହା ସବୁ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲଘୁଚାପ ଆଣିପାରେ ବାତ୍ୟା ପ୍ରବଳ ବର୍ଷା ଆଣିପାରେ ଫୁଣି ବନ୍ୟା ସ୍ତିତି | ତେବେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବଢିବ ବର୍ଷା ଲଘୁଚାପ ଓଡିଶା ମୁହାଁ ହେବା ସହ ସମ୍ଭାବନ ଥିବାରୁ ରାଜ୍ୟରେ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ | ବିଶେଷକରି ଆଜି ରାତିରୁ ହିଁ ବର୍ଷା ବଢ଼ିଯିବ ଆସନ୍ତା 13 ତାରିଖ ଯାଏଁ ନିର୍ଘାତିଆ ଛେଚିବ |

ପରିବେଶ କେନ୍ଦ୍ର CNG ନିର୍ଦେଶକ ଡ଼ଃ ସ୍ୱରାଜ ଚନ୍ଦ୍ର ସାହୁଙ୍କର ଆକଳନ ହେଲା ପଶ୍ଟିମ କେନ୍ଦ୍ର ବଙ୍ଗୋପ ସାଗରରେ ଲଘୁଚାପ ଯୋଗୁଁ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି | ତେବେ ଲଘୁଚାପ ଦକ୍ଷିଣ ଓଡ଼ିଶାରେ ଉପଆକୁଳ ପାଖାପାଖି ସମୁଦ୍ରରେ ଗତି କରିବ ତା ପରେ ଉତର ଓଡିଶା ପ୍ରବେଶ କରିବା ସମ୍ଭାବନା ଅଛି ତେବେ ଆହରି ପ୍ରଭାବରେ ଆଜି ରାତିଠାରୁ ବର୍ଷା ବଢିବ |

13 ତାରିଖ ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଓଡିଶା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ କଳାହାଣ୍ଡି କନ୍ଧମାଳ ବଲାଙ୍ଗୀରି ଖୋର୍ଦ୍ଧା କଟକ ନୟାଗଡ଼ ଅନୁଗୁଳୁ ଗଞ୍ଜାମ ରାୟଗଡା ଗଜପତି ନବରଙ୍ଗପୁର ପୁରୀ ଓ ଜଗସିଂହପୁର ରେ ପ୍ରବାରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି | 11 ତାରିଖରୁ ଓଡ଼ିଶାରେ ବର୍ଷା ଆହୁରି ବଢିବ ଖୋର୍ଦ୍ଧା କଟକ ଯାଜପୁର କେନ୍ଦୁଝର ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡା ଢେଙ୍କାନାଳ ଅନୁଗୁଳୁ ଦେବଗଡ଼ ସୁନ୍ଦରଗଡ଼ ମୟୁରଭଞ୍ଜ ଦେବଗଡ଼ ସମ୍ବଲପୁର ଓ ଜଗସିଂପୁର 11 ରୁ 12 ତାରିଖ ପର୍ଯ୍ୟନ୍ତ ଅଧିକ ବର୍ଷା ହେବ |

କଟକ ଭୁବନେଶ୍ୱର ରେ 10 ଓ 11 ରେ ଅତି ପ୍ରବଳ ବର୍ଷା ହୋଇପାରେ କୃଷି ପାଣିପାଗ ବିଭାଗ ଡ଼ଃ ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ ହେଲା ଲଘୁଚାପ କର୍ମସହ ଘନିଭୁତ ହୋଇ ଓଡିଶା ଉପାକୁଳକୁ ଆସିବା 11 ତାରିଖ ସକାଳ ବେଳକୁ ଦକ୍ଷିଣ ଓଡିଶା ଉପକୂଳ ଯାହାକି ଗୋପାଳପୁରରୁ ପାରାଦୀପି କିମ୍ଭା ଉତର ଆନ୍ଦ୍ର ଦେଇ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବେଶ କରିପାରେ ଏହା ପ୍ରଭବରେ 9 ତାରଖରେ ରାତି ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ |

ସେହିପରି ଷୋମବାର ଅଧିକାଂଶ ସ୍ଥାନରେ ଅତି ଭୀଷଣ ବର୍ଷା ଲାଗିରହିବ କେତେକ ଜାଗାରେ ପ୍ରବଳରୁ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବର୍ଷା ସହ ପବନର ବେଗ 70ରୁ 80 କିଲୋ ମିଟର ଛୁଇଁପରେ ଏହି ସମୟରେ ବଜ୍ରପାତ ବିପତି ଥିବାରୁ ପଦାକୁ ବାହାରିବାକୁ ବାରଣ କରାଯାଇଛି |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.