Breaking News

ମାଡି ଆସୁଛି ଦୁନିଆର ସବୁଠାରୁ ବଡ଼ ବାତ୍ୟା ରଚିବି ତାଣ୍ଡବ ଓଡିଶା ଉପରେ କଣ ରହିଛି Ehara ପ୍ରଭାବ ଏହି ସବୁ ଜିଲ୍ଲା ହୋଇଯାଆନ୍ତୁ ସାବଧାନ !

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ ଖବର ପାଣିପାଗ କୁ ନେଇ ପୁଣି ଆସୁଛି ନୁଆ ଅପଡେଟ ସମୁଦ୍ରରୁ ବଳ ଗୋଟାଇ ସ୍ଥଳ ଭାଗ ଆଡକୁ ମାଡି ମାଡ଼ି ଆସୁଛି ବାତ୍ୟା ବାତ୍ୟା ଆସୁଛି ଭୟ ବଢୁଛି ସେପଟେ 13 ଜିଲ୍ଲାକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସତ୍ରକ୍ ଚେତାବନୀ ତେବେ ଆସୁଛି ବଡ ବିପଦ ମାଡ଼ି ଆସୁଅଛି ସବୁଠାରୁ ବଡ ଶକ୍ତିଶାଳୀ ବାତ୍ୟା ସମୁଦ୍ରରୁ ବଳ ଗୋଟାଇ ସ୍ଥଳ ଭାଗ ଆଡକୁ ମାଡି ମାଡ଼ି ଆସୁଅଛି ବାତ୍ୟା ମାଡ଼ି ଆସୁଅଛି |

ବାତ୍ୟା ହିନାମନର ଏହାକୁ ଚଳିତ ବର୍ଷର ସବୁଠାରୁ ବଡ ବାତ୍ୟା ବୋଲି କୁହାଯାଉଛି ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗ ଆଡକୁ ମାଡି ମାଡ଼ି ଆସୁଛି ଏହି ବାତ୍ୟା ସ୍ଥଳ ଭାଗ ଛୁଇଁଲେ ଜାପାନର ଦକ୍ଷିଣ ପୂର୍ବ ଦୀପପୁଞ୍ଜ ଗୁଡ଼ିକ ଅଧିକ ପ୍ରଭାବିତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ଏଥି ସହ ଚାଇନାର୍ ପୂର୍ବ ଉପକୂଳରେ ରହିଥିବା ସହର ଗୁଡ଼ିକ ପ୍ରତି ମଧ୍ୟ ଅଧିକ ବିପଦ ବାତ୍ୟା ସୃଷ୍ଟି କରିଛି ଏହି ସୁପର ଟାଇଫନ୍ ନା ହିନାମନର ରଖା ଯାଇଛି |

ଏହାର ପ୍ରଭାବରେ ବର୍ତ୍ତମାନ୍ ସମୁଦ୍ର ମଝିରେ ପବନର ଘଣ୍ଟା ପ୍ରତି ବେଗ 257 କିଲୋମିଟର ଯାହାକି 160 ମାଇଲସ ରହିଛି ଏହାର ଝଟକା ଘଣ୍ଟା ପ୍ରତି 195 ମାଇଲ ରହୁଥିବା ଆମେରିକା ଜଏନ ଡିବୋର୍ଟ ୱାର୍ଣୀଙ୍ଗ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ଏହି ସୁପର ଟାଇଫନ୍ ପ୍ରଭାବ ରେ ଉପକୂଳ ଅଞ୍ଚଳରେ ପବନର ବେଗ ଧୀରେ ଧୀରେ ବଢିବ ତେବେ ପବନ କୁ ଦେଖି ସମୁଦ୍ର ନିକଟରେ ରଖୁଥିବା ଲୋକେ ଏବେ ଭୟଭୀତ ହିନାମନର ପ୍ରଭାବରେ ସମୁଦ୍ର ଯୁଆର 50 ଫୁଟ ବା 15 ମିଟର ଉଚ୍ଚକୁ ଉଠୀ ପାରେ |

ଜାପାନ ମେଟ୍ରୋଲୋଜିକାଲ୍ ଆଜେନ୍ସୀ 2022 ରେ ସବୁଠାରୁ ବଡ଼ ବାତ୍ୟା ଆଖ୍ୟା ଦେଇଛି ଯଦି ଏପରି ଅବସ୍ଥାରେ ବତା ସ୍ଥଳଭାଗ ରେ ମାଡ଼ ହୁଏ ତାହେଲେ ଭୟଙ୍କର କ୍ଷୟ କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି ହଂକଙ୍ଗ ପାଣିପାଗ ବିଭାଗ କହିଛି ଯେ ଏହି ସୁପର ଟାଇଫନ୍ ଟି ଜାପାନର ଓକିନାଡ଼ା ଠାରୁ 230 କିଲୋ ମିଟର ରେ କେନ୍ଦ୍ରୀଭୂତ ହୋଇଛି ଏହା ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରେ ଘଣ୍ଟା ପ୍ରତି 22 କିଲୋମିଟର ଦୂରରେ ରହିକେଉଁ ଦ୍ଵୀପପୁଞ୍ଜ ମୁଁହା ହେଉଛି |

ଏହା ପ୍ରଭାବରେ ରହିକେଉଁ ରେ 200 ରୁ 300 କିଲୋମିଟର ବର୍ଷା ରେକର୍ଡ କରାଯାଇଛି ତେବେ ସ୍ଥଳ ଭାଗ କେବେ ପହଞ୍ଚିବ ସେ ବିଷୟରେ ବର୍ତ୍ତମାନ୍ ସୁଦ୍ଧା ଆକଳନ କରାଯାଇ ନାହିଁ ଅନ୍ୟ ପକ୍ଷରେ ଆମେରିକା ଯାଇନଡାଇଫନ ୱାର୍ଣୀଙ୍ଗ ସେଣ୍ଟର କହିଛି ଯେ ଏହି ସୁପର ଟାଇଫନ୍ ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରି ପାରେ ଯାହାର ପ୍ରଭାବରେ ପବନର ଘଣ୍ଟା ପ୍ରତି ବେଗ 245 ରୁ 300 କିଲୋମିଟର ଟପି ପାରେ ଏହି ସୂଚନା ପରେ ଜାପାନ ସରକାର ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି |

ଲୋକଙ୍କୁ ସତ୍ରକ ରହିବା ପାଇଁ ମଧ୍ୟ କୁହା ଯାଉଛି ଏହା ସ୍ଥଳ ଭାଗର ନିକଟବର୍ତ୍ତୀ ହେଲେ ଉପକୂଳ ବାସୀଙ୍କୁ ସ୍ଥାନାନ୍ତର କରିବା ପାଇଁ ସରକାର ଲକ୍ଷ ରଖିଛନ୍ତି ସେପଟେ ପାଣିପାଗର ପୂର୍ବାନୁମାନ ବଙ୍ଗୋପ ସାଗରରେ ସେପ୍ଟେମ୍ୱର ରେ ସୃଷ୍ଟି ହେବ 3 ଟି ଲଘୁଚାପ ନେଇ ପାରେ ଭୟଙ୍କର ବାତ୍ୟାର ରୂପ ଏପଟେ 13 ଜିଲ୍ଲାକୁ ସତ୍ରକ ସୂଚନା ରାଜ୍ୟରେ 3 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହାଇ ଆଲର୍ଟ ଜାରି ବିଜୁଳି ଘଡ଼ଘଡି ସହ ବର୍ଷା ହେବ |

ତେବେ ବାଲେଶ୍ଵର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା କଟକ ଜଗସିଂହପୁର ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି ସୁନ୍ଦରଗଡ଼ କେନ୍ଦୁଝର ମୟୂରଭଞ୍ଜ ଅନୁଗୁଳ ଢେଙ୍କାନାଳ ବୌଦ୍ଧ କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାକୁ ସତ୍ରକ ସୂଚନା ଜାରି କରାଯାଇଛି ସେହି ପରି ସୋନପୁର ବୌଦ୍ଧ ନୂଆପଡ଼ା ବଲାଙ୍ଗିର କଳାହାଣ୍ଡି କନ୍ଧମାଳ ନବରଙ୍ଗପୁର ରାଇଗଡା କୋରାପୁଟ ମାଲକାନଗିରି ଗଜପତି ଗଞ୍ଜାମ ଓ ନୟାଗଡ଼ା ଆଦି ଜିଲ୍ଲାକୁ ସତ୍ରକ ସୂଚନା ଜାରି କରାଯାଇଛି ତେବେ ନୂଆପଡ଼ା ବରଗଡ଼ ଅନୁଗୁଳ ଏବଂ କେନ୍ଦୁଝର ମୟୂରଭଞ୍ଜ ବଲାଙ୍ଗିର ସୋନପୁର ଆଦି ଜିଲ୍ଲାରେ ଭୟଙ୍କର ବର୍ଜ୍ରପାତ ବର୍ଷା ହୋଇ ପାରେ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.