Breaking News

ମାଡି ଆସୁଚି ବାତ୍ୟା !! ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିବେ ଆମ ଦେଶକୁ ବାତ୍ୟା ର ଆଶଙ୍କା କେତେ ଯେ ରହିଛି। ପ୍ରତିବର୍ଷ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ହେବା ଟା ନିଶ୍ଚୟ। ଦୁଇ ବର୍ଷ ତଳେ ହୋଇଥିବା ଫନି ର ଭୟଙ୍କର ରୂପ ଆଜିଯାଏଁ ବି ମନରୁ ଯାଇନି।ଫନି ରେ ହେଇଥିବା ସବୁ କ୍ଷତି ର ପୁରଣ ଆଜି ପର୍ଯ୍ୟନ୍ତ ବି ହେଇପାରିନାହିଁ। କୋରନା ର ଏହି ଜଟିଳ ପରିସ୍ଥିତି ରେ ଫଣି ମାଡି ଆସୁଛି ବାତ୍ୟା। କଥାରେ ନାହିଁ ବୋଝ ଉପରେ ଲଲିତା ବିଡା।

ହଁ ଆଜ୍ଞା ଆସନ୍ତୁ ଜାଣିବା ଆମ ପେଜ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଘଟଣା। ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ମଡେଲ ର ଆକଳନ ଅନୁସାରେ 10 ତାରିଖ ବେଳକୁ ବଙ୍ଗୋପସାଗର ରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବ ଏବଂ 12 ତାରିଖ ବେଳକୁ ଏହା ଲଘୁଚାପ ର ରୂପନେବା ର ଆଶଙ୍କା ରହିଛି।ଫୁଣି ସୂଚନା ଆସୁଛି 13 ତାରିଖ ବେଳକୁ ଏହି ଲଘୁଚାପ ବାତ୍ୟା ର ରୂପ ଧାରଣ କରିବ । ଓଡିଶା ଏବଂ ପଶ୍ଚିମବଙ୍ଗ ରେ ଏହାର ପ୍ରଭାବ ପଡିବା ଆଶଙ୍କା ରହୁଚି।

ଏ ନେଇ ଭାରତୀୟ ପାଣିପାଗ ବିଭାଗ କିଛିବି ଆକଳନ କରିପାରିନାହିଁ। ଗତ ବର୍ଷ ମେ ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲା। ଯାହାକି ଅଠର ତାରିଖରେ ବାତ୍ୟା ର ରୂପ ନେଇଥିଲା। ଯଦିଓ ଭାରତୀୟ ପାଣିପାଗ ବିଭାଗ ତରଫରୁ କିଛି ସଠିକି ସୂଚନା ଆସିନାହିଁ ।ତଥାପି ମଧ୍ୟ ଆପଣ ମାନଙ୍କୁ ସଜାଗ ରହିବା ପାଇଁ ପଡିବ। କାରଣ ସତ ପ୍ରତିଶତ ଚାନ୍ସ ରହିଛି ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ମେ ମାସରେ ଦାନା ବାନ୍ଧି ପାରେ ଲଘୁଚାପ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟ୍ରାଫିକ ନିୟମ ନମାନି ଖସି ଚାଲି ଯାଉଥିଲେ, ପୋଲିସ ଦେଲା ପାହାରେ ଆଉ ତାପରେ…. ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ , ଯେ ଟ୍ରାଫିକ ନିୟମ କୁ ଉଲ୍ଲଂଘନ କରି …

Leave a Reply

Your email address will not be published. Required fields are marked *