Breaking News

ମାଡ଼ି ଆସୁଛି 2022 କୁ ମହା ବିପତ୍ତି, ଘଟିବାକୁ ଯାଉଛି ଏହି ସବୁ ଘଟଣା କଣ ରହିଛି ଏଇ ବିଷୟରେ ନିଶ୍ଚୟ ଜାଣି ରଖନ୍ତୁ …

ଦର୍ଶକବନ୍ଧୁ ମାଡିଆସୁଛି ବଡ ବିପତି ଭଲ ନାହିଁ ୨୦୨୨ ର ଭବିଷ୍ୟତ ପ୍ରବଳ ବର୍ଷିବ ନିଆଁ ଲାଗି ଛାରଖାର କରିଦେବ | ୨୦୨୨ ବର୍ଷ ର ଭବିଷ୍ୟତ ଭଲ ନାହିଁ। ସାରା ବିଶ୍ଵ ରେ ଚଳିତ ବର୍ଷ ପ୍ରବଳ ଅନେକ ଝଡ଼ ଝଞ୍ଜା ରହିଛି କେଉଁଠି ନିଆଁ ଲାଗିବା ତ କେଉଁଠି ବର୍ଷା ହୋଇ ଛାରଖାର ହୋଇଯିବ ପୁରା ଅଞ୍ଚଳ | ଦର୍ଶକବନ୍ଧୁ ଏହି କଥା ଆମେ କହୁନୁ ଓଡ଼ିଆ ନୂଆ ବର୍ଷର ପଞ୍ଜିକା କହୁଛି | ବର୍ଷା ଠୁ ବାଲିଆପାଳ ବର୍ଷା ରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ଦର୍ଶକବନ୍ଧୁ ବରଂ ଏତିକି ନୁହେଁ ଅନେକ ସ୍ଥାନ ରେ ଯୁଦ୍ଧ ଲାଗିବ ସହ ବର୍ଷା ଘଡି ବହୁତ ସମ୍ଭାବନା ରହିଛି ଏହି କଥାକୁ ନେଇ ଜଗନ୍ନାଥ ଧର୍ମ ସଂସ୍କୃତି ର ଗବେଷକ ସୂର୍ୟନାରୟଣ ରଥ କୁହନ୍ତି ଜେ ପଞ୍ଜିକା ର ଯେଉଁ ଗଣନା ରହିଛି ଏହା ବିଶ୍ବ ବସି ଙ୍କ ପାଇଁ ସୁଭଙ୍କ ନୁହେଁ ବୋଲି ସେ କହିଛନ୍ତି | ସେ ଆହୁରି ମଧ୍ୟ ଉଦ୍ଧାରଣ ଦେଇ କହିଛନ୍ତି ଯେ ଆପଣମାନେ ଦେଖୁଥିବା ଋଷ ଓ ୟୁକ୍ରେନ ଯୁଦ୍ଧ ଏହାର ଏକ ଚଳନ୍ତା ଉଦ୍ଧାରଣ |

ଦର୍ଶକବନ୍ଧୁ କେବଳ ଏତିକି ନୁହେଁ ଆପଣମାନଙ୍କୁ ଏହିସବୁ ଥୀରୁ ବଞ୍ଚିବାକୁ ହେଲେ କେବଳ ଭଗବାନ ଙ୍କୁ ପ୍ରାର୍ଥନା କରି ରହିବାକୁ କହିଛନ୍ତି | ବର୍ଷା ଓ ବାଲିଆପାଳ ଅଞ୍ଚଳକୁ ନେଇ କୁ ନେଇ ଯେଉଁଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ତାକୁ ନେଇ ସେ କୁହନ୍ତି କଣ ଆସନ୍ତୁ ଜାଣିବା |

ଦର୍ଶକବନ୍ଧୁ କେବଳ ରଥ ସମାଜ ଏହାକୁ ଗଣନା କରିନାହାନ୍ତି ପୂର୍ବରୁ ଅନେକ ଗଣନା କରି ମାନେ ମଧ୍ୟ ଓ ଅନେକ ବୈଜ୍ଞାନିକ ମାନେ ମଧ୍ୟ ଏହାକୁ ନେଇ ଗଣନା କରିଛନ୍ତି | ୨୦୨୨ ରେ କିଛି ନ କିଛି ଘଟିବାକୁ ଯାଉଛି ଯାହାକୁ ଋଷ ଓ ୟୁକ୍ରେନ ଯୁଦ୍ଧ ଏହାର ଚଳନ୍ତା ଉଦ୍ଧାରଣ ଅଟେ| |

About odisha news

Check Also

ମାଳିକାରେ ମିଳିଲା ବଡ ପ୍ରମାଣ, ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଏହି ଲୋକପ୍ରିୟ ମହିଳା, ଜାଣନ୍ତୁ ସେ କିଏ ?

ଦର୍ଶକ ବନ୍ଧୁ ଆପଣ ମନେ ଜାଣିଥିବେ ଯେ ଆଜି କୁ ପ୍ରାୟ 600 ବର୍ଷ ପୂର୍ବେ ମହା ପୁରୁଷ ମାନେ …

Leave a Reply

Your email address will not be published.