Breaking News

ମାଡି ଆସୁଛି ବାତ୍ୟା ! ଏହି ସବୁ ଜିଲ୍ଳା କୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଆଜ୍ଞା ହଁ , ପୁଣି ମଡିଆସୁଛି ଚଳିତ ବର୍ଷ ର ପ୍ରଥମ ଦୀପରେସନ | ତେବେ ଆସିବକି ବଡ ବାତ୍ୟା ତେବେ ଆସନ୍ତୁ ଜାଣିବା ପାଣିପାଗର ରିପୋର୍ଟ | ତେବେ ଚଳିତ ବର୍ଷରେ ବଂଗୋପ ସାଗର ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଦୀପରେସସିୟନ ରେ ପରିବର୍ତ୍ତନ ହୋଇ ଯାଇଛି |

ତେବେ ଆସନ୍ତା କଲି ସୁଧା ଏହା ଡିପ ଡିପରେସନ ରେ ପରିଣତ ହେବାର ସମ୍ଭାବନା ରହିଥିବାର ଭାରତୀୟ ପାଣିପାଗ ବିଭାଗ ରହିଛି | କିନ୍ତୁ ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବାର ସମ୍ଭାବନା ନାହିଁ |

ଏହା ଆସନ୍ତା ବାରଘଣ୍ଟା ପରେ ଏହା ଡିପ ଦୀପରେସନ ରେ ପରିଣତ ହୋଇ ଉତ୍ତର ପୂର୍ବ ଦିଗରେ ଗତି କରିବ | ଏହା ମିଆଁମାର ଆଡକୁ ମୁହାଁଇବା ରା ସମ୍ଭାବନା ରହିଛି | ତେବେ ଏହା ବାତ୍ୟା ରୂପ ନେବା ସମ୍ଭାବନା କମ ବୋଲି ପାଣିପାଗ ବିଭାଗ କହିଛି | ତେବେ ଏହା ଡିପରେସନ ପୋର୍ଟ ଲେୟାର ଠାରୁ ୪୧୦ କିଲୋମିଟର ଉତ୍ତରପୂର୍ବ ରେ ରହିଥିଲା | ଏହାର ପ୍ରଭାବରେ ଆଣ୍ଡାମନ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …

Leave a Reply

Your email address will not be published.