Breaking News

ମାଡ଼ିଆସୁଛି ଭୟଙ୍କର କାଳବୈଶାଖୀ ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସୂଚନା ଦେଲା ପାଣିପାଗ ..

ଦର୍ଶକବନ୍ଧୁ ବର୍ତମାନର ବଡ଼ ଖବର ମାଡି ଆସୁଛି କାଳ ବୈଶାଖୀ ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ଆକଳନ କରିଛି ପାଣିପାଗ ବିବାହାଗ ତେବେ ଆସନ୍ତି 24 ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାକୁ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବର ସମ୍ଭାବନା ରହିଛି ତେବେ ଆସନ୍ତୁ ଜାଣିବା ଓଡିଶା ଉପରେ କିପରି ରହିଛି ବର୍ଷା |

ତେବେ ଗ୍ରୀଷ୍ମ ପ୍ରଭାବରୁ ମିଳିବ ସାମାନ୍ୟ ଅଶସ୍ତୀ କାରଣ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ପୁର୍ବାନୁ ମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିବାହଗ | ଆଗାମୀ 24 ଘଣ୍ଟା ଭିତରେ ମୟୁରଭଞ୍ଜ, ବାଲେଶ୍ୱର ,କେନ୍ଦୁଝର ,ଭଦ୍ରକ ,ଯାଜପୁର କେନ୍ଦ୍ରପଡ଼ା, କଟକ ,ଜଗସିଂହପୁର ଖୋର୍ଦ୍ଧା,ପୁରୀ, ନୟାଗଡ଼ ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର ,କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି |

ବାକି ଜିଲ୍ଲାରେ ପାଗ ମୁଖ୍ୟତ ଶୁଖିଲା ରହିବ ସେହିପରି ଏହି ସବୁ ଜିଲ୍ଲାରେ କିଛି ସ୍ଥାନରେ ଆକାଶ ମେଘୁଆ ରହିବ ବୋଲି ପାଣିପାଗ ବିବାହାଗ କହିଛି | ସେପଟେ ପାଣିପାଗ ବିଶେଷକ ମାନେ ଆହୁରି ସୂଚନା ଦେଉଛନ୍ତି କି କିଛି ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି ଆଜି ଟିଟିଲା ଗଡରେ ସର୍ବାଧିକ 42.17 ଡିଗ୍ରୀ ତାପମାତ୍ରା ରହିଛି |

ଏପରିକି ଫୁଲବାଣୀରେ 19.5ଡିଗ୍ରୀ ତାପମାତ୍ରା ରହିଛି ପଶ୍ଚିମ ଓଡିଶା ବଲାଙ୍ଗିରିରେ 42.5 ଡିଗ୍ରୀ ଥିଲା ବେଲେ ସୋନପୁରରେ 41.9 ଡିଗ୍ରୀ ତାପମାତ୍ରା ରହିଛି | ତେବେ ଖରା ଟାଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପାଣିପାଗ ବିବାହାଗ ପକ୍ଷରୁ ଆଜି ବଲାଙ୍ଗୀରି ,ବରଗଡ଼ ,ବୋଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ ସୂଚନା ଜାରି କରାଯାଇଛି |

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.