Breaking News

ମାଡ଼ି ଆସୁଛି ଆଷ୍ଟରଏଡ୍‌ ୫ ଦିନ ପରେ ହେବ କି ଭୟଙ୍କର ସ୍ତିତି ?

ନମସ୍କାର ଦର୍ଶକବନ୍ଧୁ ଆପଣମାନଙ୍କୁ ସ୍ୱଗତ ଆଉ ପାଞ୍ଚ ଦିନ ପରେ ମାଡ଼ି ଆସୁଛି ଏକ ଆଷ୍ଟ୍ରୋଏଡ୍‌ ପୃଥିବୀ ଆଡକୁ ମାଡି ଆସୁଛି ବିପଦ ଆସନ୍ତା ଫେବୃଆରୀ 22 ତାରିଖ ଅପରାହ୍ନରେ ପୃଥିବୀ ଠାରୁ ପାଖାପାଖି 53.600 ରେ କିଲୋମିଟର ଦୂରରେ ବଡ ଆଷ୍ଟ୍ରୋଏଡ୍‌ ବାହାରିବ ବୋଲି ଜଣା ପଡିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଏହାକୁ ସମ୍ଭାବ୍ୟ ବିପଦ ପୂର୍ଣ୍ଣ ଆଷ୍ଟ୍ରୋଏଡ୍‌ ତାଲିକାରେ ସ୍ଥାନିତ କରିଛି |

ଏହାର ଆକାର ମଧ୍ୟ ସଠିକ୍ ଭାବରେ ଜଣା ପଡ଼ିନାହିଁ ବିଜ୍ଞାନୀକଙ୍କ କହିବା ଅନୁସାରେ 623 ଫୁଟର 1410 ଫୁଟ ପର୍ଯ୍ୟନ୍ତ ଆଷ୍ଟ୍ରୋଏଡ୍‌ ଲମ୍ବ ହେଇପାରେ | ପୃଥିବୀ ଆଡକୁ ମାଡିଆସୁଥିବା ବିପଦ ପୂର୍ଣ୍ଣ ଆଷ୍ଟ୍ରୋଏଡ୍‌ ନାମ ହେଉଛି ଆଷ୍ଟ୍ରୋଏଡ୍‌ 477176199 VF22 ଆସନ୍ତା ମଙ୍ଗଳବାର 22 ତାରିଖ ଅପରାହ୍ନ ଏହା ପୃଥିବୀ ଠାରୁ ବିପଦପୂର୍ଣ୍ଣ 66 କିଲୋ ମିଟର ଦୂରରୁ ବାହାରିବ |

ଏହା ପ୍ରତି ସେକେଣ୍ଡରେ 25.10 କିଲୋ ମିଟର ବେଗରେ ପୃଥିବୀ ଆଡ଼କୁ ମୁହାଁଇବ | ଏହା ଘଣ୍ଟାପ୍ରତି ବେଗ 90.360 ରହିବ ବୋଲି ଜଣା ପଡିଛି ପ୍ରାୟ ଏକ ସପ୍ତଧି ପରେ ଆଷ୍ଟ୍ରୋଏଡ୍‌ 455176 ପୃଥିବୀର ନିକଟତର ହେବ | 2150 ମସିହା ଫେବୁଆରୀ 23 ରେ ଏହା ନିକଟତର ହେଇପାରେ ବୋଲି ପୂର୍ବାନୁମାନ କରାଯାଇଛି 1999 ମସିହା ଅକ୍ଟୋବର ମାସ 31 ତରିଖରେ ଆଷ୍ଟ୍ରୋଏଡ୍‌ ର ସନ୍ଧାନ ମିଳିଥିଲା |

ହେଲେ 1999 ମସିହା ନଭେମ୍ବର ମାସ 10 ପର୍ଯ୍ୟନ୍ତ ଏହା ଦୃଶ୍ୟମାନ ହୋଇନଥିଲା ସାଟଲାଇଟି ଏହି ଆଷ୍ଟ୍ରୋଏଡ୍‌ ସନ୍ଧାନ କରିଥିଲା ଆଷ୍ଟ୍ରୋଏଡ୍‌ 451776 ର ଆକାର ଏତେ ବଡ ଯେ ଏହା ପୃଥୀବୀର କେଉଁ ସ୍ଥାନ ପଡେ ତାହା ହେଲେ ବଡ ବିପଦ ଘଟେଇ ପରେ।

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.