Breaking News

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା ଆସାନୀ…

ଦର୍ଶକବନ୍ଧୁ ବର୍ତମାନ ବଡ ଖବର ପାଣି ପାଗକୁ ନେଇ ବଡ଼ ସୂଚନା ପାଖେଇ ଆସୁଛି ବାତ୍ୟା ଆସାନୀ ଆସୁଛି 2022ର ପ୍ରଥମ ବାତ୍ୟା ଆସାନୀ ଏହି ଦିନ ଛୁହିଁବ ସ୍ଥଳ ଭାଗ | ଆସୁଛି ବାତ୍ୟା ଆସାନୀ ଏହା 2022ର ପ୍ରଥମ ବାତ୍ୟା ବଙ୍ଗପ ସାଗରରେ ଦକ୍ଷିଣ ପୂର୍ବରେ ସୃଷ୍ଟି ହେଉଥିବା ଲଘୁଚାପ 21 ତାରିକ ସୁଦ୍ଧା ବାତ୍ୟାର ରୂପନେଇ ଆଣ୍ଡାମାନ ନିକବର ଦୀପ ପୁଞ୍ଜରେ ମାଡ ହେବ ଏବଂ ଧୀରେ ଧୀରେ ବାଙ୍ଗଲା ଦେଶ ଓ ମିଆଁମାର ଆଡକୁ ଗତି କରିବ ବୋଲ ପାଣି ପାଗ ବିଭାଗ କହିଛି |

ତେବେ ପାଣି ପାଗ ବିଭାଗର ସୂଚନ ଅନୁସାରେ ଦକ୍ଷିଣ ବଙ୍ଗପ ସାଗର କେନ୍ଦ୍ର ସ୍ଥଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଉତର ଦିଗକୁ ଗତି କରୁଛି ଗତ କାଲି 8.30ରେ ମିନିଟି ସମୟରେ ଏହା ବଙ୍ଗପ ସାଗର ଦକ୍ଷିଣ ପୂର୍ବ ଇଦି ମହାସାଗର ରେ କେନ୍ଦ୍ରୀଭୂତ ହେଉଛି ଏହା ପରେ ଲଗୁଚାପ ଉତର ପୂର୍ବ ଦିଗ ଆଡକୁ ଗତି କଳାପରେ ଲଘୁଚାପର ସ୍ପଷ୍ଟ ଚିହ୍ନଟ ହେବ ଆସନ୍ତା କଲି ବେଳକୁ ବଙ୍ଗପ ସାଗର ତଟ ପତି ଅଞ୍ଚଳ ଦକ୍ଷିଣ ଆଣ୍ଡା ବାନସାଗର ଉପରେ ରହିବ |

ଏହା ପରେ ଉତର ଦିଗରେ ଆଣ୍ଡାବାନ ଓ ନିକବର ଦେଇ ଗତି କରିବ ମାର୍ଚ୍ଚ 20ତାରିକ ସଖାଳ ବେଳକୁ ଏହାର ଗତି ପ୍ରଖର ହେବ ଓ 21 ତାରିକ ବେଳକୁ ଲଘୁଚାପ ବାତ୍ୟାର ରୂପ ନେବ ବୋଲି ପାଣି ପାଗ ବିଭାଗ କହିଛି | ତେବେ ଆଣ୍ଡାବାନ ନିକବରରେ ମାଡ଼ ହେବା ପରେ ମାର୍ଚ୍ଚ 20 ତାରିକ ବେଳକୁ ଏହା ଉତ୍ତର ପୂର୍ବ ବଙ୍ଗଳା ଦେଶ ଦେଇ ମିଆଁମାର ଯିବ ଏହା ପ୍ରଭାବରରେ ବଙ୍ଗପ ସାଗର ଅଶାନ୍ତ ରହିଛି ସମୁଦ୍ରରେ ବଡ଼ ଜୁଆର ସୃଷ୍ଟି ହେଉ ଥିବାର ଦେଖିବାକୁ ମିଳିଛି |

ତେବେ ଆଜି ରାତି ବେଳକୁ ସମୁଦ୍ର ଆହୁରି ଅଶାନ୍ତ ହେବ ବୋଲି ପାଣିପାଗ ବିଭାଗ ପୂର୍ଵନୁମାନ କରିଛି ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିବ ଏହା ଥି ବର୍ତମାନର ବଡ଼ ଖବର ପାଖେଇ ଆସୁଛି ଆସାନୀ ଆସୁଛି 2022ର ପ୍ରଥମ ବାତ୍ୟା |

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.