Breaking News

ମଦ ଗୁଡ଼ାଖ ଗଞ୍ଜେଇ ନିଶାଦ୍ରବ୍ୟ ଛାଡିବାର ଉପାୟ ଥରେ ଆପଣାନ୍ତୁ ଆଉ ଦେଖନ୍ତୁ ଚମତ୍କାର !

ବନ୍ଧୁଗଣ ଆପଣ ଯଦି ନିଶା ଛାଡି ପାରୁନାହାନ୍ତି କୌଣସି ନିଶା ଦ୍ରବ୍ୟର ଶିକାର ଅଟନ୍ତି ଯେତେ ଚେଷ୍ଟା କଲେ ମଧ୍ୟ ନିଶା ଛାଡି ପାରୁନାହାନ୍ତି | ବନ୍ଧୁଗଣ ନିଶା ଏକ ଏମିତି ଜିନିଷ ଯାହା ଆପଣ ଅଭ୍ୟାସରେ ପଡିଯିବେ ତେବେ ଆପଣଙ୍କ ଜୀବନରେ ବହୁତ କିଛି ହରାଵାକୁ ପଡିଥାଏ ଏବଂ ଆପଣଙ୍କ ମନ୍ଦିର ଭଳି ଘର ନର୍କ ହୋଇଯାଏ | ଆଜି କାଲିର ପ୍ରତ୍ୟେକ ମଣିଷ ଏହାର ଶିକାର ହେଉଅଛନ୍ତି ଭଲ ପିଲାଟି ମଧ୍ୟ ନିଶାରେ ପଡି ଜୀବନ ଖରାପ କରୁଅଛି |

ଭଗବାନ ଗଢିଥିବା ଏହି ସୁନ୍ଦର ଶରୀରକୁ ଆମେ ଜାଣିଶୁଣି ରୋଗ ଗ୍ରାସ କରିଥାଉ ଆମ ଉପରେ ଆଶା ରଖିଥିବା ବାପା ଓ ମାଙ୍କର ମାନସିକ କଷ୍ଟ ଭୋଗିବାକୁ ପଡିଥାଏ ନିଶା ସେବନ କରୁଥିବା ଲୋକ ଅଭାବରେ ପଡି ବହୁତ କଷ୍ଟ ଭୋଗିବାକୁ ପଡିଥାଏ ନିଶା ଗ୍ରାସ ଲୋକ ବାରାମ୍ବାବାର ଅଭ୍ୟାସ ଛାଡିବାକୁ ଚାହୁଁ ଥିଲେ ମଧ୍ୟ ଏହି ଅଭ୍ୟାସ ଛାଡି ପାରୁନାହାଁନ୍ତି ତେବେ ଆଜି ଆପଣାକୁ ଅଳ୍ପ ଖର୍ଚ୍ଚ ଏବଂ ଅଳ୍ପ ପରିଶ୍ରମରେ ଏମିତି ଏକ ଉପଚାର ବିଷୟରେ କହିବି |

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ | ବନ୍ଧୁଗଣ ଏହା ଏକ ଆୟୁର୍ବେଦିକ ଉପଚାର ଅଟେ ଆପଣ ଏହାକୁ ନିଜେ ତିଆରି କରି ମଧ୍ୟ ଖାଇପାରିବେ |ସବୁଠୁ ବଡ କଥା ହେଉଛି ଏହାର କିଛି ସାଇଡିଇଫେକ୍ଟ୍ ନାହିଁ ଏହାର ସେବନ ମାତ୍ରେ କୌଣସି ନିଶା ଖାଇବାକୁ ଇଚ୍ଛା ହେବନାହଁ ଆପଣ ଜାଣି ନିଅନ୍ତୁ କିପରି ବାନେଇବେ |

ଏଥି ପାଇଁ ଅବଶକ୍ୟ ସାମଗ୍ରୀ ଗୁଡାକ ହେଲା ପେଶ ମିଶି 50 ଗ୍ରାମ ଗୁଜୁରାତି 5 ଗ୍ରାମ ଡାଲଚିନି 5 ଗ୍ରାମ ଲବଙ୍ଗ 10 ରୁ 15ଟି ପ୍ରଥମେ ଏହି ସାମଗ୍ରୀ ଗୁଡାକୁ ଥଣ୍ଡା ପାଣିରେ ବୁଡେଇ ରଖନ୍ତୁ ଏବଂ ତାପରେ ତାକୁ ସବୁ ଭଲ ଭାବରେ ଛାଣି ଦିଅନ୍ତୁ ତାପରେ ତାକୁ ବାଟି ଗୁଣ୍ଡ ପ୍ରସ୍ତୁତ କରନ୍ତୁ ବନ୍ଧୁଗଣ ଦେଖନ୍ତୁ ଏହା ସୁନ୍ଦର ଗୁଣ୍ଡରେ ପ୍ରସ୍ତୁତ ହୋଇଗଲା |

ଏହାକୁ ସୋଲ ସଦୃଶ୍ୟ ଗୁଲୁଗୁଲୁ କରିଦିଅନ୍ତୁ ତାପରେ ଏହାକୁ ଖରାରେ ସୁଖାନ୍ତୁ | ଯେତେବେଳେ ନିଶା ଖାଇବାର ଇଚ୍ଛା ହେଉଛି ସେତେବେଳେ ଏହି ଗୁଳିକୁ ପାଟିରେ ପକେଇ ଚୁଚୁମି ଚୁଚୁମି ଖାଆନ୍ତୁ ଏହାକୁ ସେବନ କରିବା ଦ୍ବାରା ଆଉ ନିଶା ଖାଇବାକୁ ଇଚ୍ଛା ହେବନାହିଁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.