Breaking News

ମଦ କାଉଣ୍ଟର ରୁ ମଦ ପିଇ ଫେରୁଛି ବିଲେଇ ( Cat ), ଭିଡ଼ିଓ ଦେଖିଲେ ଆପଣଙ୍କ ହସି ହସି ଗଡ଼ିଯିବେ !

ଦର୍ଶକବନ୍ଧୁ ମଦ କାଉଣ୍ଟରରୁ ପେଟେ ମଦ ପିଇ ବୁଲୁଛି ବିଲେଇ ଏବଂ ସେହି ବିଲେଇର ଚାଲିବା ଷ୍ଟାଇଲକୁ ଦେଖି ଲାଗୁଛି ଏହି ବିଲେଇଟି ପେଟ ପୁରେଇ ମଦ ପିଇ ଦେଇଛି। ତେବେ ଦର୍ଶକ ବନ୍ଧୁ ଏହି ଭିଡିଓ ଦେଖି ଯେତିକି ହସ ଲାଗିଛି ସେତିକି ଏହି ବିକେଇର ଖରାପ ଅବସ୍ଥାକୁ ଦେଖି ଲାଗୁଛି। ଦର୍ଶକ ବନ୍ଧୁ ଏହି ଘଟଣା ସଂପୂର୍ଣ୍ଣ ଭାବରେ ସତ୍ୟ ଅଟେ ଦର୍ଶକ ବନ୍ଧୁ ଲାଗୁଛି ଏହି ଭିଡିଓଟି ଦେଖି ଏମିତି ଲାଗୁଛି |

ଏହି ବିଲେଇଟିକୁ ମଦ ପିଆଇ ଦେଇଛି ନଚେତ୍ ଏହି ବିଲେଇଟି ଯେଉଁଠି ମଦ ଥୁଆ ହୋଇଥିବାର ଦେଖି ପାଣି ଭାବି ପିଇ ଦେଇଛି ଏବଂ ତାର ପାଦ କୁଆଡେ କଣ ପଡ଼ୁଛି ତାହା ସେହି ବିଲେଇଟି ନିଜେ ଜାଣି ପାରୁ ନାହିଁ ଏବଂ ସେ ନ ଚାଲି ପାରି ତଳେ ପଡି ଯାଉଛି ଏବଂ ପୁଣି ଉଠିକି ଚାଲିବାକୁ ଚେଷ୍ଟା କରୁଛି।

ତେବେ ଦର୍ଶକ ବନ୍ଧୁ ଏହି ବିଲେଇର ଅବସ୍ଥା ଦେଖି ବୋହୁତ ଦୁଃଖ ଲାଗୁଛି କାରଣ ସେହି ବିଲେଇ ସହିତ କଣ ସବୁ ଘଟୁଛି ସିଏ ନିଜେ ଜାଣି ପାରୁନାହିଁ ଦର୍ଶକ ବନ୍ଧୁ ଏହି ବିଲେଇକୁ ବୋଧେ କେହି ମଦ ପିଆଇ ଦେଇଛି ନଚେତ୍ କେହିବି ଏତେ ମଦ ଯେଉଁଠାରେ ଛାଡ଼ିବ ନାହିଁ ଯେ ବିଲେଇ ନିଜେ ନିଜେ ମଦ ପିଇବ ବୋଧେ ସେହି କେହି ନିଜର ମନୋରଞ୍ଜନ କରିବା ପାଇଁ ଏହି ବିଲେଇକୁ ମଦ ପିଆଇ ଦେଇଛି |

ଯାହାର ଫଳରେ ବିଲେଇର ଏତେ ଖରାପ ଅବସ୍ଥା ହୋଇ ଗଲାଣି। ଦର୍ଶକ ବନ୍ଧୁ ଏହି ଭିଡିଓରେ ନଜର ଆସିଛି କି ଆଗରେ ଗୋଟେ ମଦ କାଉଣ୍ଟର ଅଛି ଏବଂ ବିଲେଇଟି ମଦ କାଉଣ୍ଟର ବାହାରେ ନିଶାରେ ଝୁଲି ଝୁଲି ଚାଲୁଛି ଆଉ କେହି ଜଣେ ଏହି ବିଲେଇଟିର ଭିଡିଓ ବନେଇ ସୋସିଆଲ ମିଡିଆରେ ଅପ୍ଲୋଡ୍ କରି ଦେଇଛି ଏବଂ ଯାହା ଜଣା ପଡ଼ୁଛି |

ଏହି ମଦ କାଉଣ୍ଟର ଆଗରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରୁ କେହି ଏହି ବିଲେଇଟିକୁ ପେଟେ ମଦ ପିଆଇ ଦେଇଛି ଏବଂ ତାକୁ ଏହି ଅବସ୍ଥାରେ ଛାଡି ଦେଇଛି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଅନୁରୋଧ ଅଟେ ଯେ ଆପଣଙ୍କ ନିଜର ମନୋରଞ୍ଜନ କିମ୍ବା ଭିଡିଓ ବନାଇବା ପାଇଁ କୌଣସି ବୋହୂର ଜୀବଜନ୍ତୁ ମାନଙ୍କ ସହ ଏପରି କରନ୍ତୁ ନାହିଁ।

About odisha news

Check Also

ଯେତେବେଳେ ପୋଖରୀରେ ପ୍ରକଟ ହେଲେ Maa Durga ଆଉ ନିଜ ଭକ୍ତଙ୍କୁ ଦେଲେ ଦର୍ଶନ, ତାପରେ ହେଲା ଏମିତି ଚମତ୍କାର ଦେଖିକି ପୁରା ସରକାର ବି ହଲିଗଲେ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ କଣ ହେଲା ଯେତେ ବେଳେ ଝାଡ଼ଖଣ୍ଡ ର ଗୋଟିଏ ଛୋଟ ଗାଁ ରେ ଏକ ପୋଖରୀରେ ଅଚାନକ …

Leave a Reply

Your email address will not be published.