ନମସ୍କାର ବନ୍ଧୁଗଣ ବେଳେ ବେଳେ ଖାଦ୍ୟକୁ ନେଇ ବିଭିନ୍ନ ସମସ୍ୟା ଦେଖାଯାଇଥାଏ ଯାହା ପାଇଁ ମଣିଷ ବାରମ୍ବାର ଏଥି ସେଠି ଡାକ୍ତର ସେ ଡାକ୍ତରପାଖକୁ ଯାଇ ଥାଏ କିନ୍ତୁ ତାଙ୍କର ସମସ୍ୟା ଦୂର ହୋଇନଥାଏ ତେବେ ଆମେ ଦୈନ୍ୟଦିନ ଜୀବନରେ ଯାହାବି ଖାଇଛେ ସେଥିରେ ପାରିବର୍ତନ ହେଲେ ସବୁ ଠିକୀ ହୋଇଯାଏ ଆମକୁ ଆମିଷ ଓ ନିରାମିଷ ଖାଦ୍ୟ ଆବଶକ୍ୟ ହେଲେ ପ୍ରୋଟିନ ବେଶୀ ଆମିଷରେ ହୋଇଥାଏ ଆସନ୍ତୁ ଜାଣିବା |
ବିଭିନ୍ନ ଖାଦ୍ୟରେ କିଛିନା କିଛି ଭିଟାମିନ ରହିଛି ହେଲେ ଆମିଷ ବା ସାଧା ଖାଦ୍ୟରେ ଅଧିକ ଭିଟାମିନି ରହିଛି କେହି କେହି ଡାକ୍ତର ମଧ୍ୟ ବେଳେ ବେଳେ ପରାମର୍ଶ ଦେଇଥାନ୍ତି ଏବେ ସେହି ପରି କିଛି ସୂଚନା ଦେବାକୁ ଯାଉଛୁ ଯାହା ମନୁଷ୍ୟ ଶରୀର ପାଇଁ ନିହାତି ଉପଯୋଗୀ ବା ଅବଶକ୍ୟ ଆମିଷ ଭିତରେ କହିବାକୁ ଗଲେ ମାଛ ଅଧିକ ଉପଯୋଗୀ ଆସନ୍ତୁ ଜାଣିବା ମାଛ ଖାଇବା ଦ୍ୱାରା କଣ ହୋଇଥାଏ ଆଉ ଅଧିକାଂଶ ସମୟରେ ଦେଖା ଯାଇଥାଏ ଯେତେବେଳେ ସାଧାରଣ ମଣିଷଟିଏ ମାଛ ଖାଇବାକୁ କେଉଁଠି ଯାଇଥାନ୍ତିକି ଘରେ କଇଥାନ୍ତି ସେତେବେଳେ ମାଛର ପେଟ କିମ୍ବା ମଝିକୁ ଖାଇବାକୁ ଭଲ ପାଇଥାନ୍ତି |
କିନ୍ତୁ ମାଛର ମୁଣ୍ଡ ଏତେ ପରିମାଣରେ ଭିଟାମିନି ରହିଛି ଯାହା ଜାଣିଲେ ଆପଣ ମଧ୍ୟ ଅରଶ୍ଚଯ୍ୟ ହୋଇଯିବେ ଆଉ ଭାବିବେ ଏମିତି ଉପକାର ଦିନିଷ ରହିଛି ନା ଆଗରୁ ଶୁଣିଛନ୍ତି ନା ଆଗରୁ ଜାଣିଛନ୍ତି | ଭୁଲିଯିବା ଅଭ୍ୟାସ ମାଛ ପେଟଠାରୁ ମୁଣ୍ଡରେ ଅଧିକ ଭିଟାମିନି ଥାଏ ଏହାକୁ ଖାଇବା ଦ୍ୱାରା ସ୍ୱତମରଣ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ | ମନୁଷ୍ୟ ମନାକର ବେଳେବେଳେ ଦେଖାଯାଉଥାଏ ଭୁଲି ଯାଇଥିବା ଘଟଣା ଯାହା ପାଇଁ ଅସ୍ତ ବେସ୍ତ ହୋଇପଡନ୍ତି ଆଉ ଯଦି ମାଛ ମୁଣ୍ଡକୁ ଖାଇବା ସେଥିରେ ଭିଟାମିନ ଦ୍ୱାରା ମନେରହିବ ଶକ୍ତି ବଢିଯାଏ ଏହାକୁ ସପ୍ତାହରେ 2ରୁ 3ଥର ଖାଇବା ଦ୍ୱାରା ଦେହରେ ଉପକାର ହୋଇଥାଏ |
ଆଖିରେ ଦୁଷ୍ଟି ଶକ୍ତି ବଢିଯାଏ ମାଛ ମୁଣ୍ଡରେ ଭିଟାମିନ A ରହିଥାଏ ଖାଇବା ଦ୍ୱାରା ଦୁଷ୍ଟି ଶକ୍ତି ବଢିଥାଏ ବେଳେବେଳେ ଦେଖାଯାଇଥାଏ ଜଣେ ମଣିଷ କାମ ବୟସରେ ଚଷମା ବେବହାର କରିଥାଏ ଜାରଣ ତାଙ୍କର ଭିଟାମିନି A ଅଭାବ ହୋଇଥାଏ ତେଣୁ ଏହାକୁ ଖାଇଲେ ଦୁଷ୍ଟି ଶକ୍ତି ବଢିଥାଏ |
Check Also
ବିୟର ଶରୀର ପାଇଁ କେତେ ଲାଭ ଦାୟକ ହୋଇଥାଏ, ନିହାତି ଜାଣି ରଖିବା ଦରକାର…
ଦର୍ଶକବନ୍ଧୁ ଗବେଷଣା ରେ ଖୁଲାସ ଯଦି ବିଅର୍ ସୀମିତ ମାତ୍ର ରେ ପିଉଥାନ୍ତି ତେବେ ଶରୀର ପାଇଁ ଲାଭ ଦାୟକ। …