Breaking News

ମା’ଙ୍କ ଠୁ ଭି ଅଧିକ ସୁନ୍ଦର ଗୀତ ଗାଇବାର ନଜର ଆସିଲେ ଦିପ୍ତୀଙ୍କ ଝିଅ ?

ବନ୍ଧୁଗଣ ଆପଣମାନେ ଓଲିଉଡ଼ ର ଲୋକପ୍ରିୟ ଗାୟିକା ଦୀପ୍ତିରେଖା ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ସବୁ ଗୀତ ଗୁଡିକ ମଧ୍ୟ ନିଶ୍ଚିତ ଭାବରେ ଶୁଣିଥିବେ ଓ ତାଙ୍କ ଗୀତ କୁ ପସନ୍ଦ ମଧ୍ୟ କରୁଥିବେ ସେ ତାଙ୍କ ଗୀତ ଦ୍ୱାରା ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି ସହ ଓଡ଼ିଶାର ଦର୍ଶକମାନେ ତାଙ୍କୁ ବହୁତ ଅଧିକ ଭଲପାଇବା ଦେଇଛନ୍ତି | ଦର୍ଶକବନ୍ଧୁ ଆପଣମାନେ ଦିପ୍ତିରେଖାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।

ଓଡ଼ିଆ ଫିଲ୍ମ ଜଗତରେ ଖୁବ ଲୋକପ୍ରିୟା ଗାୟିକା ଦିପ୍ତିରେଖା ନିଜ ସୁନ୍ଦର କଣ୍ଠରେ ବୋହୁତ ସାରା ଓଡ଼ିଆ ଗୀତ ଗାଇଛନ୍ତି ଏବଂ ଏହାଦ୍ବାରା ଓଡ଼ିଶାର ଦର୍ଶକମାନେ ମଧ୍ୟ ତାଙ୍କୁ ବେଶ୍ ଭଲ ପାଇବା ଦେଉଛନ୍ତି। ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଯେ ସେ ବହୁତ ସୁନ୍ଦର ଗୀତ ଗାଇବା ସହ ଖୁବ୍ ସୁନ୍ଦର ଅଭିନୟ ମଧ୍ୟ କରନ୍ତି |

ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଯେ ଦୀପ୍ତିରେଖା କିଛି ଧାରାବାହିକରେ ମଧ୍ୟ ନିଜର ଆସିଛନ୍ତି । ବର୍ତ୍ତମାନ ସେ ଏକ ରିୟାଲିଟି ସୋରେ ଜଜ୍ ଭାବରେ ନଜର ଆସୁଛନ୍ତି ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଦିପ୍ତିରେଖା ଗୋଟିଏ କୁନି ଝିଅ ସହିତ ନଜର ଆସିଛନ୍ତି ଯାହାକୁ ଦେଖି ସାରା ଓଡ଼ିଶାର ଦର୍ଶକମାନେ ଭାବୁଛନ୍ତି ଯେ ଏହି ଝିଅଟି ହେଉଛି ଦିପ୍ତିରେଖାଙ୍କ ଝିଅ।

ଫ୍ରେଣ୍ଡ୍ସ ଦିପ୍ତିରେଖା ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କିନ୍ତୁ ଦର୍ଶକ ବନ୍ଧୁ ଏପର୍ଯ୍ୟନ୍ତ ସେ ମା ହୋଇନାହାଁନ୍ତି। ଏହି ଝିଅଟି ହେଉଛି ଦିପ୍ତିରେଖାଙ୍କ ସମ୍ପର୍କୀୟ ଝିଅ। ଦର୍ଶକ ବନ୍ଧୁ ଏଠାରେ ଆପଣ ଦେଖି ପାରୁଥିବେ ଇଏ ହେଉଛନ୍ତି ଦିପ୍ତିରେଖାଙ୍କ ସ୍ଵାମୀ। ତେବେ ଫ୍ରେଣ୍ଡ୍ସ ଦୀପ୍ତିରେଖା ଆପଣମାନଙ୍କୁ କେତେ ପସନ୍ଦ ଓ ତାଙ୍କର ଗୀତ ଗୁଡିକ ଆପଣମାନଙ୍କୁ କେମିତିଲାଗେ ଓ ତାଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.