Breaking News

ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ ଗୁରୁବାର ଦିନ କେବେ ଭୁଲ୍ ରେ କରନ୍ତୁ ନାହିଁ ଏହି ସବୁ କାମ !

ଦର୍ଶକବନ୍ଧୁ ବୈଭବ ଏବଂ ଯଶର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ। ଯେଉଁ ବ୍ୟକ୍ତି ଉପରେ ତାଙ୍କର କୃପା ରହୁଥାଏ ସେ ତାଙ୍କ ଉପରେ ଧନର ବର୍ଷା କରିଥାନ୍ତି। ବିଶ୍ୱାସ ରହିଛି କି ଯେଉଁ ଘରେ ମା ଲକ୍ଷ୍ମୀ ରୁହନ୍ତି ସେଠାରେ ଧନର ଅଭାବ ଦେଖାଯାଏ ନାହିଁ ସେଥିପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଲାଗି ଲୋକେ ବିଭିନ୍ନ ପୂଜା ଅର୍ଚ୍ଚନା କରିଥାନ୍ତି |

କିନ୍ତୁ ଦର୍ଶକବନ୍ଧୁ କିଛି ଲୋକଙ୍କ ଉପରେ ମା ଲକ୍ଷ୍ମୀ ରାଗି ଯାଇଥାଆନ୍ତି ଏବଂ ସେହି ଘର ଛାଡ଼ି ପଳାୟନ କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା କେଉଁ ଘର ମାନଙ୍କରେ ମା ଲକ୍ଷ୍ମୀ ବସବାସ କରନ୍ତି ନାହିଁ। ଯେଉଁ ଘରମାନଙ୍କରେ ସର୍ବଦା ଝଗଡ଼ା ଲାଗି ରହିଥାଏ, ଅନ୍ନର ଅପମାନ କରାଯାଏ ସେଠାରେ ମା ଲକ୍ଷ୍ମୀ କଦାପି ବସବାସ କରନ୍ତି ନାହିଁ।

ବନ୍ଧୁଗଣ ଯେଉଁ ଘରେ ସକାଳ ସନ୍ଧ୍ୟାରେ ପୂଜା କରାଯାଏ ନାହିଁ ସେଠାରେ ବି ମା ଲକ୍ଷ୍ମୀ ବିରାଜମାନ କରନ୍ତି ନାହିଁ। ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟୋଦୟ ପରେ ବି କୌଣସି ବ୍ୟକ୍ତି ଶୋଇ ରହିବାର ଅଭ୍ୟାସ ରଖିଛନ୍ତି ତେବେ ତୁରନ୍ତ ଅଭ୍ୟାସ ବଦଳାନ୍ତୁ କାରଣ ଏଥିପାଇଁ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଯାଇପାରନ୍ତି ଏବଂ ଆପଣ ଲକ୍ଷ୍ମୀ ଛଡା ହୋଇ ପାରନ୍ତି।

ଦର୍ଶକବନ୍ଧୁ ସଫା ସୁତୁରା ହୋଇ ରହିଥିବା ଘର ମା ଲକ୍ଷ୍ମୀଙ୍କର ବୋହୁତ ପସନ୍ଦ ସେଥିପାଇଁ ଘରକୁ ଅଳିଆ କରି ପକାନ୍ତୁ ନାହିଁ। ଯେଉଁ ଘରମାନଙ୍କରେ ବଡ଼ ପୁଅଙ୍କୁ ଅପମାନ କରାଯାଏ ସେଠାରେ କଦାପି ପ୍ରବେଶ କରନ୍ତି ନାହିଁ ମା ଲକ୍ଷ୍ମୀ। ତେବେ ଦର୍ଶକ ବନ୍ଧୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ ରଖିବା ପାଇଁ କଦାପି ଏହି ଭୁଲ୍ ଗୁଡ଼ିକ କରନ୍ତୁ ନାହିଁ। ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଲେ ତ ଏହି ସବୁ ହୁଳ କରିବା ଦ୍ୱାରା କଣ ସବୁ ହୋଇଥାଏ |

About odisha news

Check Also

ଘରେ କରନ୍ତୁ ଏହି ସହଜ ଓ ସରଳ ଉପାୟ ମୋତି ପରି ଚମକିବ ଆପଣଙ୍କ ଦାନ୍ତ (Teeth) ଥରକରେ ହୋଇଯିବ ଧଳା…

ନମସ୍କାର ବନ୍ଧୁଗଣ ଅନେକ କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ପଡ଼ିଯାଏ ଏବଂ କଳା ପଡ଼ିବାରେ ଲାଗେ ଯାହା ଫଳରେ …

Leave a Reply

Your email address will not be published.