ନମସ୍କାର ଦର୍ଶକବନ୍ଧୁ ଆସନ୍ତା 54 ଦିନ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତି ପାଇଁ ଅତ୍ୟନ୍ତ ଶୁଭ ବର୍ଷା ହେବ ମା ଲକ୍ଷ୍ମୀଙ୍କ କୃପା ସାଧାରଣ ସମସ୍ତ ଜ୍ୟୋତିଷ ଶାସ୍ତ୍ର ଜାତକ ଉପରେ ସମସ୍ତେ ବିଶ୍ଵସ କରିଥାନ୍ତି କିନ୍ତୁ ବର୍ତମାନ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଆସନ୍ତା 56 ଦିନ ପାଇଁ କିଛି ରାଶି ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଅନୁଗ୍ରହ ରହିବ |
ପ୍ରାୟତ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ ମା ଲକ୍ଷ୍ମୀଙ୍କ ଅନୁଗ୍ରହରେ ଜଣେ ବ୍ୟକ୍ତିର ଜୀବନ ଖୁସି ଓ ସୁଖ ମୟହୋଇଥାଏ | ମା ଲକ୍ଷ୍ମୀ ଜଣେ ସୋଇଥିବା ବ୍ୟକ୍ତର ଭାଗ୍ୟକୁ ମଧ୍ୟ ଜାଗ୍ରତ କରିପରେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ମା ଲକ୍ଷ୍ମୀଙ୍କ କୃପା ଆସନ୍ତା 56 ଦିନ ପର୍ଯ୍ୟନ୍ତ ରାହିବ |
ମେଷ ରାଶି
ସାଧାରଣତ ଏହି ରାଶିର ବ୍ୟକ୍ତି ମାନଙ୍କର ଆର୍ଥିକ ଦିଗ ଦୃଢ ରହିବ ଵେବସାୟର ବିନିଯୋଗ ଲାଭ ଦାୟକ ହେବ ପାରିବାରିକ ଜୀବନ ଖୁସି ମୟ ହେବ ମା ଲକ୍ଷ୍ମୀଙ୍କ ଗ୍ରହରେ ଜୀବନ ସୁଖ ମୟ ହେବ ଖର୍ଚ୍ଚ ହ୍ରସ ପାଇବ କାରବାର ପାଇଁ ଏହି ବର୍ଷ ଅତ୍ୟନ୍ତ ଶୁଭ ହେବ ନଭେମ୍ବର ମାସ 25 ଦିନ ପାଇଁ ସାବଧାନ ରୁହନ୍ତୁ | ଟଙ୍କା ନଷ୍ଟ ହେବାର ଲକ୍ଷଣ ଦେଖା ଦେଇପାରେ |
ସିଂହ ରାଶି
ଆପଣ ଏହି ସମୟରେ ଏକ ନୂତନ ଘର କିଣି ପାରନ୍ତି ମା ଲକ୍ଷ୍ମୀଙ୍କ ବିଶେଷ ଅନୁଗ୍ରହ ରହିବ | ବିବାହିତ ଜୀବନ ତଥା ଦାମ୍ପତ୍ୟ ଜୀବନ ସୁଖ ମୟ ରହିବ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଭଲ ସମୟ କାରବାର ପାଇଁ ସମୟ ଶୁଭ ଅଟେ କିନ୍ତୁ କାରବାର କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ବର୍ଷ ଶେଷରେ ଆର୍ଥିକ ସ୍ତିସ୍ଥି ବହୁତ ଭଲ ହେବ |
କନ୍ୟା ରାଶି
ମା ଲକ୍ଷ୍ମୀଙ୍କ ଅନୁଗ୍ରହରେ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ ଆପଣଙ୍କର ଏକ ନୂତନ ଘର କିମ୍ବା ଯାନା କିଣିବାର ସମ୍ଭାବନା ରହିଛି ଵେବସାୟ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ ଟଙ୍କା ପଇସା ଲାଭ ହେବ କିନ୍ତୁ ଚଳିତ ବର୍ଷ ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ର କରିବାକୁ ପଡିବ ଏହା କାରବାର ପାଇଁ ସମୟ ଶୁଭ ହେବ |
ତୁଳା ରାଶି
ଏହି ରାଶିର ସାଧାରଣତଃ ଆର୍ଥିକ ସ୍ତିସ୍ଥିରେ ସୁଧାର ଆସିବ ବିନିଯୋଗ ପାଇଁ ସମୟ ଭଲ ରହିବ ଏକ ନୂତନ ଯାନବାହାନ କିଣି ପାରିବେ କାରବାର ପାଇଁ ସମୟ ମଧ୍ୟ ଭଲ ଅଟେ ମା ଲକ୍ଷ୍ମୀଙ୍କର ଅନୁଗ୍ରହ ରହିବ ଆୟର ଉର୍ଚ୍ଚା ଭଲ ରହିବ |
ବିଛା ରାଶି
ଏହି ରାଶିର ବ୍ୟକ୍ତି ସାଧାରଣତଃ ବିନିଯୋଗ ପାଇଁ ସମୟ ଯଥେଷ୍ଟ ଭଲ ରହିବ ଏହି ସମୟରେ ମୁଦ୍ରା ଲାଭ ହେବ କିନ୍ତୁ ଖର୍ଚ୍ଚ ହ୍ରସ କରିବାକୁ ଚେଷ୍ଟା କରନ୍ତୁ ଵେବସାୟ ଶ୍ରେଣୀ ପାଇଁ ଏଥର ଏକ ଖୁସି ଠାରୁ କମ ନୁହେଁ ମା ଲକ୍ଷ୍ମୀ ଙ୍କର ବିଶେଷ କୃପା ଆପଣ ମାନଙ୍କୁ ମିଳିବ ଏକ ନୂତନ ଯାନବାହାନ କିମ୍ବା ଘର କିଣିବା ପାଇଁ ଏହି ସମୟ ଶୁଭ ଅଟେ
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …